Latest Odisha News

BREAKING NEWS

Browsing Tag

Angul

ଅନୁଗୁଳରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ !

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ କରୋନା ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି । ତାଙ୍କର କରୋନା ଯୋଗୁଁ ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡିପାରିନାହିଁ । ଏଥି ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି । ସୂଚନା ଅନୁଯାୟୀ, ବଅଁରପାଳ ଅଞ୍ଚଳର…

ଜଙ୍ଗଲରେ କିଏ କଲା ମଣିଷ ଶିକାର ?

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆସିଛି ଖବର । ଜଙ୍ଗଲରେ ଚାଲିଛି ଦୁଇ ଗୋଡିଆଙ୍କ ଶିକାର । ହେଲେ ପଶୁ ନୁହେଁ ବରଂ ସାମାଜିକ ପ୍ରାଣୀଙ୍କ ଜୀବନ ଏବେ ଶସ୍ତା ହୋଇଯାଇଛି । ବୋଧ ହୁଏ ସେଥିପାଇଁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମିଳିଛି ତିନିତିନିଜଣଙ୍କ ମୃତଦେହ । ଡିମିରିପଦା ପାହାଡ ପାଖ ବାଲିପଟା…

ଅନୁଗୁଳ ଛେଣ୍ଡିପଦାରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କଲେ ଯୁବକ

ଅନୁଗୁଳ: ଛେଣ୍ଡିପଦା ଥାନା ବାଗଡିଆ ସଜରାସାହିରେ ଯୁବକଙ୍କ ଉନ୍ମତକାଣ୍ଡ । ଆଜିଦିନ ଦ୍ୱିପ୍ରହରରେ ପଡୋଶୀ ଘରର ଜଣେ ମହିଳାଙ୍କୁ ଯୁବକ ଜଣଙ୍କ କଟୁରୀରେ ହାଣି ହତ୍ୟା କରିଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ସୂଚନା ଅନୁଯାୟୀ, ମଧ୍ୟାହ୍ନ ବେଳେ ସଜରାସାହିର…

ଅନଗୁଳରେ ଅଘଟଣ, କେନାଲରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

ଅନୁଗୁଳ : କେନାଲରେ ଗାଧୋଉଥିବା ବେଳେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଅନ୍ୟ ଜଣେ ତାକୁ ଉଦ୍ଧାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଦୀପ ଲିଭି ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ହେମସୁରପଡା ଅଞ୍ଚଳରେ । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର…

ଅନୁଗୋଳ ଜିଲ୍ଲାରୁ ଆଉ ୧୫ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୋଳ: ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୫ ଜଣ ନୂଆ କରୋନା ଆକ୍ରାନ୍ତ । ବଅଁରପାଳ ବ୍ଲକରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ କିଶୋରନଗର ବ୍ଲକରୁ ୬, ତାଳଚେର ବ୍ଲକରୁ ଦୁଇ ଜଣ ଓ ପାଲଲହଡ଼ା ବ୍ଲକରୁ ଜଣେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ ।…

ଅନୁଗୁଳରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: କଣିହାଁ ରେଞ୍ଜ ବାଳିପସି ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । କିଛିଦିନ ତଳେ ଦେବଗଡ ଜିଲ୍ଲାରୁ ଅନୁଗୁଳକୁ ଏକ ହାତୀପଲ ପଶି ଆସିଥିଲେ । ଏହି ହାତୀପଲରେ ଏହି ହାତୀ ଛୁଆ ଆସିଥିଲା । ଅନ୍ୟ ହାତୀମାନେ ପଳେଇ ସାରିଥିଲେ ସୁଦ୍ଧା…

ସାବତ ମାଆକୁ ହତ୍ୟା କଲା ପୁଅ !

କଣିହାଁ : ତାଳଚେର କଣିହାଁ ଚିତ୍ତଲପୁର ଗାଁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ସୁମତି ସାହୁ । ତାଙ୍କୁ ତାଙ୍କ ସାବତ ପୁଅ ହତ୍ୟା କରି ଫେରାର ହୋଇ ଯାଇଥିବା ସନ୍ଦେହ କରା ଯାଉଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳେ…

ବଜ୍ରକାପ୍ତା ଚାଲାଣ ନେଇ ଖୋଲୁଛି ନୂଆ ଗୁମର

ଆଠଗଡ: ବଜ୍ରକାପ୍ତା ଚାଲାଣର କିଙ୍ଗପିନ ମାଧବ ଚନ୍ଦ୍ର ପାତ୍ରକୁ ସୋମବାର ଦିନ ବନବିଭାଗ ଅଧିକାରୀମାନେ ୮ଘଣ୍ଟା ମାରାଥନ ଜେରା କରିଥିବା ବେଳେ ଏନେଇ ନୂଆ ଗୁମର ଫିଟୁଛି । ଗଣମାଧ୍ୟମକୁ ମଙ୍ଗଳବାର ଦିନ ସୂଚନା ଦେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି “ଏହି ର‌୍ୟାକେଟରେ ଆହୁରି ୧୦ ଜଣ…

ବୋଲେରୋ-ବସ୍ ମୁହାଁମୁହିଁ ଧକ୍କା; ୪ ଯାତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ସ୍ଥିତ ଜାତୀୟ ରାଜପଥ ୫୫ ର ଗୁରୁଣ୍ଡୁ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଇପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ…

ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ

ଅନୁଗୁଳ: ଅନୁଗୁଳ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ ଏକ କଣ୍ଟେନର ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପର୍ଶୁରାମ ରାଉତ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ ପର୍ଶୁରାମ ଆଜି ତାଙ୍କ ସ୍କୁଟିରେ ରବିବାର…