Latest Odisha News
Browsing Tag

Army

ଏଣିକି ସେନା ଯବାନଙ୍କ ମେନ୍ୟୁରେ ସାମିଲ ହେବ ମିଲେଟ୍‌, ଅଟାର ବିକଳ୍ପ ହେବ ମାଣ୍ଡିଆ

ନୂଆଦିଲ୍ଲୀ :  ଏଣିକି ସେନାରେ ଯବାନଙ୍କ ମେନ୍ୟୁରେ ମିଲେଟ୍‌ ବା ମାଣ୍ଡିଆ ସାମିଲ ହେବ । ସେନାରେ ରାସନ ଭାବେ ମିଲେଟର ବ୍ୟବହାରକୁ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଥିବା ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ସେନାରେ…

ପ୍ରତ୍ୟାହାର ହେବନି ‘ଅଗ୍ନିପଥ’ ଯୋଜନା, ଏତଲାରେ ନାଁ ଥିଲେ ହୋଇପାରିବନି ନିଯୁକ୍ତି

ନୂଆଦିଲ୍ଲୀ: ବିବାଦ, ବିରୋଧ ସତ୍ତ୍ୱେ ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ’ ଯୋଜନା । ଏଫଆଇଆରରେ ନାଁ ଥିଲେ ଆପଣ ହୋଇ ପାରିବେନି ଅଗ୍ନିବୀର । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଅସନ୍ତୁଷ୍ଟ ଆଶାୟୀ ଆନ୍ଦୋଳନ କରୁଥିବା ବେଳେ ‘ଅଗ୍ନିପଥ’ କଂଗ୍ରେସ ଆରମ୍ଭ କରିଛି ସତ୍ୟାଗ୍ରହ ।…

ଅଗ୍ନିପଥ ଯୋଜନା କ’ଣ?  ଯୁବ ବର୍ଗଙ୍କ ପାଇଁ ରହିଛି ଦେଶସେବା ସୁଯୋଗ

ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ଚର୍ଚା । ଅଧିକାଂଶ ଯୁବଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସ୍ଥାନରେ ଏହାକୁ କିନ୍ତୁ ବିରୋଧ କରାଯାଉଛି  । ତେବେ ଏହି ଯୋଜନାକୁ ବୁଝିଥିବା ଲୋକମାନେ ଏହା ସପକ୍ଷରେ କହୁଛନ୍ତି । ଏହା ଦ୍ବାରା ଦେଶରେ ସେନାବାହିନୀରେ ବୈପ୍ଲବିକ…

ବିରୋଧ ଭିତରେ ସେନାର ବଡ଼ ଘୋଷଣା, ଆସନ୍ତା ଶୁକ୍ରବାର ଠାରୁ ‘ଅଗ୍ନିପଥ’ ଯୋଜନାରେ ଆରମ୍ଭ ହେବ ଭର୍ତ୍ତି

ନୂଆଦିଲ୍ଲୀ: ଦେଶବ୍ୟାପୀ ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଜାରି ରହିଛି । ବିରୋଧ ଭିତରେ ସ୍ଥଳ ସେନା ପ୍ରମୁଖ ଜେନରାଲ୍ ମନୋଜ ପାଣ୍ଡେ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ୨୦୨୨ ‘ଅଗ୍ନିପଥ’ ଯୋଜନା ଅନୁସାରେ, ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି…

ଯୁବକଙ୍କୁ ସେନାରେ ଭର୍ତ୍ତି ନେଇ ଆରମ୍ଭ ହେଲା ଅଗ୍ନିପଥ ସ୍କିମ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶରେ ବଢ଼ିବ ନିଯୁକ୍ତି ସୁଯୋଗ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅଗ୍ନିପଥ ସ୍କିମ୍ । ଏହି ସ୍କିମ୍ ଜରିଆରେ ଭର୍ତ୍ତି ଲାଗି ଯୁବବର୍ଗଙ୍କ ବୟସ ୧୭ ବର୍ଷ ୬ ମାସରୁ ନେଇ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଭର୍ତ୍ତି ଯୁବକଙ୍କୁ ଟ୍ରେନିଂରୁ ନେଇ ୪ ବର୍ଷ ଯାଏ ସେନାରେ ସେବାର…

ଯୁବକମାନଙ୍କ ପାଇଁ ସେନା ଆଣୁଛି ନୂଆ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ସେନା ନୂଆ ପ୍ଲାନ କରିଛି । ଅଧିକରୁ ଅଧିକ ଯୁବକ ଦେଶସେବାରେ ଯୋଗଦେବାକୁ ସେନା  ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଅଧିକ ଯୁବ ଗାେଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ପୁଣି କମ ଦିନ ପାଇଁ…

ସେନାରେ ନିଯୁକ୍ତି ପାଇଁ ମାଗଣାରେ ତାଲିମ୍‌ ଦେଉଛନ୍ତି ବ୍ରହ୍ମପୁରର ଅବସରପ୍ରାପ୍ତ ଯବାନ ସୀମାଞ୍ଚଳ

ବ୍ରହ୍ମପୁର: କଥାରେ କୁହଯାଏ, ଥରେ ଯିଏ ସୈନିକ ସାଜିଲା, ସେ ଶେଷ ନିଶ୍ୱାସ ଯାଏଁ ଜଣେ ସୈନିକ ହୋଇ ରୁହେ । ତାଙ୍କ ପାଇଁ ଛୁଟି ନ ଥାଏ କି ନଥାଏ ଅବସର । ଏକଥାକୁ ପ୍ରମାଣିତ କରିଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ ବାରିକ। ସେନାରେ ୨୦ ବର୍ଷ ପାଇଁ ଦେଶମାତୃକାର ସେବା କରିବା ପରେ ଅବସର ନେଇଥିଲେ । ଆଉ…

ଲଦାଖରେ ପୁଣି ଉତ୍ତେଜନା ସୃଷ୍ଟିକଲେ ଚୀନକୁ ଏଥର ବହୁମୂଲ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଚୀନ ଏବେ ସାରା ବିଶ୍ୱରେ ସାମ୍ରାଜ୍ୟବାଦୀ ନୀତି ଜାହିର୍ କରିବାରେ ଲାଗିଛି । କେବଳ ଭାରତର ଲଦାଖ୍ ନୁହେଁ ବରଂ ହଂକଂ, ତାଇୱାନ, ଜାପାନ ଓ ଇଣ୍ଡୋନେସିଆ ପରି…