Latest Odisha News
Browsing Tag

Balasore

କୋଭିଡ କଟକଣାକୁ ଫୁ’: ଜମିଲା କୁକୁଡା ଲଢ଼େଇ, ସାମିଲ ହେଲେ ଶହ ଶହ ଲୋକ

ବାଲେଶ୍ୱର: କୋଭିଡ କଟକଣାକୁ ଫୁ’ କରି ଉଡାଇ ଦେଲେ ଲୋକେ । ଭୁଲିଗଲେ କରୋନା ଗାଇଡଲାଇନ୍ । ରୁଣ୍ଡ ହେଲେ ଶହ ଶହ ଲୋକ । ଏକାଠି ହୋଇ ଦେଖିଲେ କୁକୁଡା ଲଢ଼େଇ । ନା ଥିଲା ସାମାଜିକ ଦୂରତା, ନା ଥିଲା କାହାରିବି ମୁହଁରେ ମାସ୍କ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।…

ପ୍ରବଳବର୍ଷା ଯୋଗୁଁ ବାଲେଶ୍ୱରରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ବାଲେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ପରେ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତ ୨୪ ଘଣ୍ଟାରୁ ରାସଗୋବିନ୍ଦପୁର, ମୋରାଡା, ସୁଲିଆପଡା ଏବଂ ଚିତ୍ରାଡା ଉପର ପ୍ରବାହିତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳକା ନଦୀର ଜଳସ୍ତର ମଥାନିରେ ବିପଦ ସଙ୍କେତ…

ବିପଦ ସଂକେତ ଉପରେ ଜଳକା ନଦୀ

ବାଲେଶ୍ୱର: ବିପଦ ସଂକେତ ଟପିଲା ଜଳକା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳସ୍ତର ବଢ଼ିଛି । ବସ୍ତା ବ୍ଲକ ମଥାନୀରେ ଜଳକା ବିପଦ ସଂକେତ ୫. ୫୦ ମିଟର ଥିବା ବେଳେ ସେଠାରେ ଜଳସ୍ତର ୫.୮୦ ମିଟର ରହିଛି । ଗତକାଲି ନଦୀର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର,…

କାଳିଆ ପ୍ରେମରେ ଋଷୀୟ ଦମ୍ପତି, ଭିସା ସରିଯାଇଥିଲେ ବି ନିଜ ଦେଶକୁ ଫେରିବାକୁ ଅମଙ୍ଗ

ବାଲେଶ୍ୱର: କୁହାଯାଏ ସେ ଭାବର ଠାକୁର ତା ପ୍ରେମରେ ଭକ୍ତ ଅନ୍ଧ ହୋଇଯାଏ । ସିଏ ଯାହା ସାଙ୍ଗେ ଥରେ ଭାବ ଲଗାଇଲା ତାକୁ ସେ ଛାଡି ପାରିବ ନାହିଁ । ଏ କଥା ପ୍ରମାଣ କରିଛନ୍ତି ଏକ ଋଷୀୟ ଦମ୍ପତ୍ତି । ଆଣ୍ଡ୍ରି ନୋଭା ତାତିଆନା ଓରଫ ତେଜସ୍ୱୀନି ଦେବଦାସୀ ଓ ଭୋରୋନୋଭ ଓରଫ ଶକ୍ତି ତତ୍ୱ ଦାସ ଲକ୍…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କେଉଁ ଦଳରୁ କିଏ ହୋଇପାରନ୍ତି ପ୍ରାର୍ଥୀ !

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ । ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ…

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ବାଲେଶ୍ୱରରେ ବଜ୍ରାଘାତରେ ଭାଇଭଉଣୀ ମୃତ

ସୋର: ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ଆସିଥିଲା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । କିନ୍ତୁ କିଏ ଜାଣିଥିଲା ଏଇ ହସଖୁସି ଥିଲା କ୍ଷଣିକ ପାଇଁ । ଗୋଟିଏ ମିନିଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଲିଭି ଗଲା ଦୁଇ ଦୁଇଟି ଜୀବନ ଦୀପ । ଘଟଣାଟି ଘଟିଛି ବାଲେଶ୍ୱର ଖନ୍ତାପଡା ଥାନା ମଣ୍ଡ…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଆକ୍ରାନ୍ତ ଯବାନ

ବାଲେଶ୍ୱର : କରୋନା ଛଡାଇନେଲା ମାଆର ଭେଣ୍ଡିଆ ପୁଅକୁ । ଭାରତ ମାତାର ସେବା କରିବା ପାଇଁ ଯାଇଥିବା ପୁଅ ଆଜି କରୋନା ସଂକ୍ରମଣରେ ଜୀବନ ଯୁଦ୍ଧରେ ହାରିଯାଇଛି । ଏବେ ପରିସ୍ଥିତି ଏପରି ଯେ ମଲାପୁଅର ମୁହଁକୁ ବି ଦେଖିପାରିଲେନି ମାଆ ବାପା । ତେଣୁ ମାଆ ଛାତି ଫାଟିଯାଉଛି । ସେ ନିରୁପାୟ । ବାହୁନି…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବାଲେଶ୍ୱର: ପ୍ରେମ ପାଇଁ ଦିଲ୍ଲୀରୁ ଆସିଲେ ପଲ୍ଲୀ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । କଥା ଦେଇ ରଖିଲେନି କଥା । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଗଡପଦା ପଂଚାୟତ ଶାସନ ଗାଁରେ ।…

ଲକ୍ ଡାଉନ ପ୍ରେମ ପରେ ବିବାହ, ନେପାଳର ଝିଅ ହେଲେ ଓଡିଆ ବୋହୂ

ଭୁବନେଶ୍ୱର: କଥାରେ ଅଛି ଯାହା ପାଇଁ ଯିଏ ଗଢା । ସାଥୀ ଯଦି ସାତ ଦରିଆ ପାରିରେ ବି ଥାଏ କେମିତିନା କେମିତି ତା ସାଙ୍ଗେ ଭେଟ ହୁଏ । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ଗୋଳିହା ଗାଁରେ । ଯେତେବେଳେ ସାରା ଦେଶରେ ଲକ୍ ଡାଉନ ସେତେବେଳେ ମୁମ୍ବାଇରେ ଫଶି ଯାଇଥିଲେ କ୍ଷୀରୋଦ । ସେହି ସମୟରେ…

ଜୁଲାଇ ୧ରୁ ନିଖୋଜ ଅଛନ୍ତି ଏହି ମହିଳା ପୋଲିସ ଅଧିକାରୀ !

ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର (ଆଇଆଇସି) ସରୋଜିନୀ ନାୟକ ଜୁଲାଇ ୧ରୁ ନିଖୋଜ ଅଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ମହିଳା ଆଇଆଇସିି ଜଣକ ନିଖୋଜ ହେବାଦିନ ସନ୍ଧ୍ୟା ୭ଟା ବେଳେ ତାଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା । ମାତ୍ର ସେହିଦିନ ବାଲେଶ୍ୱର…