Latest Odisha News

BREAKING NEWS

Browsing Tag

Bandita Dash

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୮ ସତକୁ ସତ ଆମ ପ୍ରିୟ କୁନୁ ମାଉସୀ ବଦଳିଯାଉଥିଲା ଧିରେ ଧିରେ। ମନ କାହାକୁ ଦେବନି ବୋଲି ଯୋଉ ପ୍ରତିଜ୍ଞା ଥିଲା ସେସବୁ ଉଭେଇ ଯାଉଥିଲା ଛାଆଁକୁ ଛାଆଁ। ମନ ପୁଣି  କ'ଣ ଯେ ....ଶୂନ୍ୟରୁ ମହାଶୂନ୍ୟକୁ  ଉଡାଣ। ପବନକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୭ କିଏ ସିଏ  ? ସବୁ ପ୍ରତିକ୍ରିୟାକୁ ଲୁଚେଇ ଦିଦି କହିଲା। ଭାରି ସୁନ୍ଦର ସେ ନିଜକୁ ଲୁଚେଇପାରେ। : ଚିହ୍ନିନ ତାଙ୍କୁ ଅବିଶ୍ବାସମିଶା ଗଳାରେ ପ୍ରଶ୍ନ। :ନା, ଉତ୍ତର ଫେରେଇଲା ଦିଦି। ଫେରିଗଲେ ସେଇଠୁ ମିସେସ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୬ ଜଣା ପଡିଗଲା କଥା କହୁ କହୁ ରୁବି ସହିତ। ଏଇ ଯୋଉ ଗ୍ରିଲ ବନ୍ଦ, ଧାଁ ଧପଡ, ସବୁକିଛି। ଗୁପ୍ତ ରଖିଲେ ବି ବହୁତ କିଛି ଜଣାପଡିଯାଏ। ବିନାୟକ ଛୋଟରାୟ ନାମକ ଜଣେ ଦରଦୀ ମଣିଷ ଆସନ୍ତି ଆମ ବସ୍ତିକୁ।  ବେଶ ବୟସ୍କ ସେ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୫ ତାଳପିଠା ଆଈ ଓ ଜେଜିର ଅଲଗା କିନ୍ତୁ ସୁଆଦିଆ। ଜଣେ  ରୂପନାରାୟଣର କୂଳରୁ ତ ଜଣେ ବୁଢାବଳଙ୍ଗ ତୀରରୁ। ନଦୀ ତ ଏକାଭଳି ଲାଗେ, ସର୍ପିଳ,  ଝରଝର, ବହିଯିବା ଧର୍ମ ଯା'ର। ପିଲାବେଳୁ ତା'ସହ ସମ୍ପର୍କ କେମିତି ଗୋଟାଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୪ ରୂପରେଖ  ନାହିଁ ଯା'ର ଶୂନ୍ୟ ମନ୍ଦିରେ ବିହାର । "ସ୍ବର ଲମ୍ବେଇ  ଖଞ୍ଜଣି ସହ ଅଗଣି ଜେନା,କୃପା  ବିନ୍ଧାଣୀ,  ମାଗୁଣି ପାତ୍ର, ତୀର ଘଡେଇ,  ଶଶି ମହାକୁଡ, ହରିଶ ମୁଖୀ  ଇତ୍ୟାଦି ସମସ୍ତେ ପାଳିଆ ଧରି  ଗାଆନ୍ତି।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୩ ଡକ୍ଟର ସୁଲକ୍ଷଣା ବସା ଭାରି  ସୁନ୍ଦର ଢଙ୍ଗରେ ଉପସ୍ଥାପନା କରନ୍ତି ତାଙ୍କର ବକ୍ତବ୍ଯ।ବହୁତ ଭଲ ଲାଗେ ତାଙ୍କ କଥା। ସବୁବେଳେ ମନରେ ଆଶା ,ଭରସା ଜଗାଇ ଉଚ୍ଚତର ସୋପାନ ଆଡକୁ ଘେନି ଯିବାର ପ୍ରୟାସ ଜାରି ରଖନ୍ତି ସଦା। ମୁଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୪୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୨ ପିଲାବେଳୁ ମାଆ ଓ ବାପା ଗୁରୁଙ୍କ ପାଖରୁ ଦୀକ୍ଷିତ ହୋଇଥିଲେ। ସେଇଥି ପାଇଁ ରଞ୍ଜୁ ଧ୍ୟାନ ଶିଖିଥିଲା ଏକଦମ୍ କମ୍ ବୟସରୁ। ନାଭି ପାଖରେ ଦୁଇ ହାତ ପାପୁଲିକୁ ଗୋଟିକ ଉପରେ ଗୋଟିଏ ରଖି  ମେରୁଦଣ୍ଡ ସିଧାକରି ଜିଭ ବା ଓଠ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୧ ଡକ୍ଟର ମିସେସ୍ ସୁଲକ୍ଷଣା ବସା ଆରମ୍ଭ କଲେ କଥା। ସବୁଦିନ ଆମ ଓଡିଶା ଟିଭି ଚ୍ୟାନେଲରେ ସକାଳ ସାତଟାରେ  ପ୍ରସାରିତ ହୁଏ ତାଙ୍କ ଦାର୍ଶନିକ ବାର୍ତ୍ତା। ଅସଂଖ୍ୟ ଦର୍ଶକ ଉପଭୋଗ କରନ୍ତି ତା'କୁ। ମିଠାସ୍ବର, ଅପୂର୍ବ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୦ ମନର ଯତ୍ନ ନିହାତି ଦରକାର। ଦେହର ଯତ୍ନ ବିନା ଅସମ୍ଭବ ସବୁ। ଉଭୟେ ଓତଃପ୍ରୋତ ଭାବରେ ଜଡ଼ିତ। ମନ ଭଲ ଥିଲେ ସବୁକିଛି ଭଲଲାଗେ, ନହଲେ ଗଲା ସବୁ । ମନ ପାଇଁ ଦରକାର ପଡେ, ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଚିନ୍ତାଚେତନା ,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୯ ଗପୁଡା  ପ୍ରତୀକ ପହଞ୍ଚିବା କ୍ଷଣି  ପଚାରିଲା, 'କ'ଣ ହେଲା ହୋ ' ତା' ନିଜ ଜାଗାରେ, ନିଜ କଥିତ ଭାଷାରେ ପରମ ଉତ୍ସାହର ସହିତ । 'ମୋତେ ଏ ରାଜପ୍ରାସାଦ ବୁଲେଇ ଦେଖେଇବ, କହିବ କି ରାଜା ଓ ରାଣୀଙ୍କ ବାବଦରେ କିଛି' ,…