Latest Odisha News
Browsing Tag

bangladesh

ଇନଷ୍ଟାଗ୍ରାମ, ଟିକଟକ, ହ୍ୱାଟ୍ସଆପ୍ ଓ ୟୁଟ୍ୟୁବ୍ ଉପରେ ପ୍ରତିବନ୍ଧକ ଲଗାଇଲା ବାଂଲାଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ, ଟିକଟକ , ହ୍ୱାଟ୍ସ ଆପ୍, ଟେଲିଗ୍ରାମ ଓ ୟୁଟ୍ୟୁବ୍ ଉପରେ ବାଂଲାଦେଶ ସରକାରଙ୍କ ନିଷିଦ୍ଧ ଘୋଷଣା କରିଛନ୍ତି। ଅଗଷ୍ଟ ୨ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ସରକାର ଦେଶବ୍ୟାପୀ ପ୍ରତିବନ୍ଧକ ଲଗାଇଥିଲେ। ଗ୍ଲୋବାଲ୍ ଆଇଜ୍…

ବାଂଲାଦେଶରେ ସରକାରୀ ଚାକିରି ଉପରୁ ହଟିଲା ସଂରକ୍ଷଣ

ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଜାରି ରହିଥିବା ହିଂସା ମଧ୍ୟରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି। ସଂରକ୍ଷଣ କୋଟା ହ୍ରାସ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାଂଲାଦେଶ ସୁପ୍ରିମକୋର୍ଟ ପ୍ରତ୍ୟାହାର କରି ନେଇଛନ୍ତି। ଏହି ନିଷ୍ପତ୍ତି ସାରା ଦେଶରେ ବିକ୍ଷୋଭ…

ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଠାରୁ ଶାହିନ୍ ଆଫ୍ରିଦି ପର୍ଯ୍ୟନ୍ତ, ଏସିଆ କପ୍ ସୁପର-୪ରେ ଅନ୍ତର୍ଭୁକ୍ତ ଥିବା…

ଭୁବନେଶ୍ୱର: ଏସିଆ କପ୍ ୨୦୨୩ରେ ଏପର୍ଯ୍ୟନ୍ତ ଅନେକ ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ନିଜ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏସିଆ କପ୍ ୨୦୨୩ରେ ଗ୍ରୁପ୍ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଓ ବାଙ୍ଗ୍ଲାଦେଶ ଗ୍ରୁପ୍ ପର୍ଯ୍ୟାୟ…

ସ୍ଥଳ ଭାଗ ଛୁଇଁଲା ଅତି ଭୀଷଣ ବାତ୍ୟା ‘ମୋକା’, ରଚୁଛି ତାଣ୍ଡବ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ମୋକା’ ସ୍ଥଳଭାଗ ଛୁଇଁବା ସହ ତାଣ୍ଡବ ରଚୁଛି । ଆରମ୍ଭ ହୋଇଛି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା । ବାତ୍ୟା ‘ମୋକା’ ମିଆଁମାର ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ସହ ପବନ ଓ ବର୍ଷା ବଢ଼ିବାରେ ଲାଗିଛି ।…

ଶତାଧିକ ବାଂଲାଦେଶୀ ଠେଙ୍ଗାବାଡି ଧରି ଆକ୍ରମଣ କଲେ, ଅସ୍ତ୍ର ଲୁଟିନେଲ ; ୨ ଯବାନ ଗୁରୁତର

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶ ନାଗରିକ-ବିଏସଏଫ ଯବାନ ମୁହାଁମୁହିଁ ହୋଇଛନ୍ତି । ୧୦୦ରୁ ଅଧିକ ବଂଲାଦେଶୀ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ବାଂଲା ନାଗରିକଙ୍କ ଆକ୍ରମଣରେ ୨ ଯବାନ ଗୁରୁତର ହୋଇଛନ୍ତି । ବିଏସଏଫ ଯବାନମାନେ ଚାଷୀଙ୍କ ସୁରକ୍ଷା ପାଇଁ ଡ୍ୟୁଟି କରୁଥିଲେ…

ଏକାଠି ହେଲେ ପ୍ରେମପକ୍ଷୀ, ବଙ୍ଗାଳୀ ବୋହୂ ସାଜିଲେ ରୁଷୀୟ କନ୍ୟା

ନୂଆଦିଲ୍ଲୀ : ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମରେ ଭରି ରହିଥାଏ ବିଶ୍ୱାସ  । ପ୍ରେମ କୌଣସି ପ୍ରତିବନ୍ଧକ ମାନିନଥାଏ  । କଥାରେ ଅଛି ପ୍ରେମ ପାଇଁ ସାତ ସମୁଦ୍ର ପାର କରିଯାଆନ୍ତି ପ୍ରେମଚଢ଼େଇ । ତେବେ ଏହି କଥାକୁ ବାସ୍ତବ ରୂପ ଦେଇ ପ୍ରେମର ପରିଭାଷାକୁ ବୁଝିଛନ୍ତି ଜଣେ ରୁଷୀୟ ଯୁବତୀ  ।…

ବାଂଲାଦେଶ ବିପକ୍ଷ ଦିନିକିଆରେ ଇଶାନ କିଷାନଙ୍କ ଦ୍ୱିଶତକ

ନୂଆଦିଲ୍ଲୀ: ଇତିହାସ ରଚିଲେ ଇଶାନ କିଷାନ । ଦିନିକିଆ ମ୍ୟାଚରେ ମାରିଲେ ଦ୍ୱିଶତକ । ଉଡ଼ିଗଲା ବାଂଲାଦେଶ ବୋଲରଙ୍କ ହୋସ୍ । ବାଂଲାଦେଶର ଚଟ୍ଟୋଗ୍ରାମ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଇଶାନ କିଷାନ ଦ୍ୱିଶତକ ମାରିଛନ୍ତି । ଏଥିସହ ଚତୁର୍ଥ ଭାରତୀୟ କ୍ରିକେଟର୍ ଭାବେ ଦିନିକିଆରେ…

ବାଂଲାଦେଶରେ ଶ୍ରଦ୍ଧା ମର୍ଡର କେସ: ପ୍ରେମିକାକୁ କାଟି ବାକ୍ସରେ ରଖିଲା ପ୍ରେମିକ

ଢାକା: ଶ୍ରଦ୍ଧା ଓ୍ୱାକର ମଡର୍ କେସ୍ ପୂରା ଦେଶକୁ ଦୋହଲାଇ ଦେଇଛି  । ଏ ବର୍ବର ଘଟଣା ମନରୁ ଲିଭୁଣୁ ପୁଣି ସମାନ ଘଟଣା ଘଟିଛି ବାଂଲାଦେଶରେ ।  ରାକ୍ଷସ ପ୍ରେମିକ ନିଜ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛି    ।  ପ୍ରେମିକ ଅବୁ ବକର ପ୍ରଥମେ ଜଣେ ହିନ୍ଦୁ ମହିଳାଙ୍କୁ ନିଜ ପ୍ରେମ ଜାଲରେ…

ଭାରତ ପାଇଁ ଚିଟ୍ଟାଗଂଗ୍ ପୋର୍ଟ ଖୋଲା: ଶେଖ୍ ହାସିନା

ଭୁବନେଶ୍ୱର: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଉତ୍ତର-ପୂର୍ବ ଭାରତ ଆବଶ୍ଯକ ବେଳେ ଚିଟ୍ଟାଗଂଗ୍ ପୋର୍ଟ ବ୍ଯବହାର କରିପାରିବ ବୋଲିକହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାକୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଦୁଇ ଦିନିଆ…

ଚକୋଲେଟ୍ କିଣିବାକୁ ଆସି ଭାରତରେ ବନ୍ଧାହେଲା ବଙ୍ଗଳାଦେଶୀ

ଭୁବନେଶ୍ୱର: ଚକୋଲେଟ୍ ମୋହରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ବଙ୍ଗଳାଦେଶୀ ଯୁବକ । ପାଖରେ ନଥିଲା ସରକାରୀ ଦସ୍ତାବିଜ୍ । ଆବଶ୍ୟକ ମନେ କରୁନଥିଲା ପ୍ରମାଣ କି ଅନୁମତି ପତ୍ର । ଶେଷରେ ଏହି ଖାମ ଖିଆଲ୍ ମନୋଭାବ ହିଁ ସେହି ବଙ୍ଗଳାଦେଶୀ ଯୁବକକୁ ଭାରତରେ ଧରାପକାଇଛି । ବଙ୍ଗଳାଦେଶର ଶାଲଦା…