ସେପ୍ଟେମ୍ୱରରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଆପଣଙ୍କର ବ୍ୟାଙ୍କରେ କିଛିଗୁରୁତ୍ୱପୂର୍ଣ୍ଣ କାମ ରହିଛି କି? ତେବେ ତୁରନ୍ତ କାମଗୁଡ଼ିକ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ସେପ୍ଟେମ୍ୱର ମାସରେ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ...
୧ ସେପ୍ଟେମ୍ବର ୨୦୨୪- ରବିବାର…