Latest Odisha News

BREAKING NEWS

Browsing Tag

Bharat Jodo Yatra

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

ରାଜନୀତିରୁ ସନ୍ନ୍ୟାସ ନେବେ କି ସୋନିଆ ? କାହିଁକି କହିଲେ ଏମିତି କଥା

ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଇ ପାରନ୍ତି ସୋନିଆ ଗାନ୍ଧି । କଂଗ୍ରେସ ଅଧିବେଶନରେ  ଅଭିଭାଷଣ ସମୟରେ ସେ ଏମିତି କିଛି ଇସାରା ଦେଇଛନ୍ତି ।  ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି କହିଥିଲେ, ‘ମୁଁ ବହୁତ ଖୁସି ଯେ, ଭାରତ ଯୋଡୋ…

ଭାରତ ଯୋଡୋ ଯାତ୍ରା ଅଧାରୁ ବନ୍ଦ କରିଦେବାକୁ ଚାହୁଁଥିଲେ ରାହୁଲ..ଅନ୍ୟ କାହାକୁ ଦେଇଥାନ୍ତେ ଦାୟିତ୍ୱ

ଥିରୁଅନନ୍ତପୁରମ:ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ସମାପ୍ତ ହେବା ପରେ ଚାରିଆଡେ ତାଙ୍କର ପ୍ରଶଂସାର ସୁଅ ଛୁଟିଛି । ରାହୁଲ ଗାନ୍ଧିଙ୍କ ଦୃଢ ସଙ୍କଳ୍ପର ପ୍ରଶଂସା କରି କଂଗ୍ରେସ ମହାସଚିବ ବେଣୁ ଗୋପାଳ ଶନିବାର ଏକ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଧାରୁ ଭାରତ ଯୋଡୋ…

ମୁଁ RSS ଅଫିସ୍‌ ଯାଇପାରିବି ନାହିଁ, ତା ପୂର୍ବରୁ ମୋ ବେକ କାଟିବାକୁ ପଡ଼ିବ: ରାହୁଲ ଗାନ୍ଧୀ

ହୋସିଆରପୁର: ମୁଁ ଆର୍‌ଏସ୍‌ଏସ୍‌ ଅଫିସ୍‌କୁ କେବେ ବି ଯାଇପାରିବି ନାହିଁ। ତା ପୂର୍ବରୁ ଆପଣଙ୍କୁ ମୋ ବେକ କାଟିବାକୁ ପଡ଼ିବ। ଆଜି ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଇ ଭରୁଣ ଗାନ୍ଧୀଙ୍କର ଭାରତ ଯୋଡ଼ ଯତ୍ରାରେ ସାମିଲ୍ ହେବାର ସମ୍ଭାବନା ନେଇ ପ୍ରଶ୍ନ ଉପରେ ଏପରି କହିଛନ୍ତି…

ଭାରତ ଯୋଡ଼ୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି: ଭିଡଠେଲି ପଶି ଆସି ରାହୁଲଙ୍କୁ କୁଣ୍ଢାଇ ପକାଇଲେ

ଚଣ୍ଡିଗଡ:ପଞ୍ଜାବ ହୋଶିଆର ପୁରରେ ଭାରତ ଯୋ୍ଡ଼ୋ ଯାତ୍ରା ସମୟରେ ପୁଣି ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଲେ ଏବଂ ରାହୁଲଙ୍କୁ କୁଣ୍ଢାଇକୁ ଚେଷ୍ଟା କରିଥିଲେ । ତେବେ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ତାଙ୍କୁ ଟାଣି…

ଦଳ ଭାଙ୍ଗିବାକୁ ନେଇ କଣ କହିଲେ ଗୁଲାମ ନବୀ ଆଜାଦ ?

ଶ୍ରୀନଗର: ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ି ଗୁଲାମ ନବୀ ଆଜାଦ ଗତବର୍ଷ ଅଗଷ୍ଟ ୨୬ରେ ହାତ ଛାଡ଼ିଥିଲେ । କଂଗ୍ରେସ ଛାଡ଼ିବା ପରେ G୨୩ ଗୋଷ୍ଠୀର ଗୁଲାମ ଗଠନ କରିଥିଲେ ଡେମୋକ୍ରାଟିକ୍ ଆଜାଦ ପାର୍ଟି । ଡିଏପି ଗଠନ ପରେ ଆଜାଦଙ୍କ ସହ ଜମ୍ମୁ-କାଶ୍ମୀରର ବହୁ ନେତା ହାତ ମିଳାଇଥିଲେ । ହେଲେ…

ନୂଆବର୍ଷ ପାଇଁ ନଅ ଦିନିଆ ବିଶ୍ରାମ ନେବେ ରାହୁଲ: ଜାନୁଆରୀ ୩ରେ ପୁଣି ବାହାରିବ ଯାତ୍ରା

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ରାହୁଲ ଗାନ୍ଧୀ କରୁଛନ୍ତି ଭାରତ ଯୋଡ଼ୋ ଯାତ୍ରା । ଆଜିର ଯାତ୍ରା ଲାଲକିଲ୍ଲା ଠାରେ ସରିବ । ଆଜିଠାରୁ ୯ ଦିନ ପାଇଁ ଯାତ୍ରା ବନ୍ଦ ରହିବ । ଏହା ପରେ ପୁଣି ଥଲେ ଦିଲ୍ଲୀରୁ ଜାନୁଆରୀ ୩ ତାରିଖରୁ ଯାତ୍ରା ଆରମ୍ଭ କରିବେ ରାହୁଲ । ଦଳର ବରିଷ୍ଠ ନେତା ଜୟରାମ…

ଅଟକିବନି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନାନା ପଦକ୍ଷେପ ନେଉଛନ୍ତି । ଘନ ଘନ ବୈଠକ ବସୁଛି । ଚେତାବନୀ ଓ ପରାମର୍ଶ ଜାରି ହେଉଛି । ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଉପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର…

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ…

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର :  ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି  ଯାତ୍ରା।  ଏଥିରେ ବିଭିନ୍ନ ସାମାଜିକ କର୍ମୀଙ୍କୁ…