Latest Odisha News

BREAKING NEWS

Browsing Tag

Bhubaneswar Municipal Corporation

ରାଜଧାନୀରେ ଘର ପାଖରେ ପନିପରିବା ଓ ଗ୍ରୋସରୀ ପହଞ୍ଚାଇବାର ବ୍ୟବସ୍ଥା କଲା ପ୍ରଶାସନ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ସହରରେ ଲୋକଙ୍କ ଘର ପାଖକୁ ମୋବାଇଲ ଭ୍ୟାନ ପନିପରିବା ଓ ଗ୍ରୋସରୀ ପହଞ୍ଚାଉଛି । ବିଏମସି ପକ୍ଷରୁ ଆଜି ୨୦୦ଟି ଭ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଛି । ତେବେ କେଉଁ ଅଞ୍ଚଳରେ କେଉଁ ଭ୍ୟାନକୁ ଫୋନ କଲେ ଏହି ସାମଗ୍ରୀ ଆପଣଙ୍କୁ…

ଭୁବନେଶ୍ୱରର ସୂର୍ଯ୍ୟନଗର ଅଂଚଳ ସିଲ୍‌, ଘରୁ ନ ବାହାରିବା ପାଇଁ ବିଏମ୍‌ସିର ଅନୁରୋଧ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳରେ ଚିହ୍ନଟ ପରେ ଗୁରୁବାର ସନ୍ଧ୍ୟାରେ ବିଏମସି ପକ୍ଷରୁ ଏହି ଅଂଚଳକୁ ସିଲ କରାଯାଇଛି । ବିଏମସି ପକ୍ଷରୁ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗ ନଗର ଛକ, ଗଙ୍ଗ ନଗର ଛକରୁ ସିରିପୁର ଛକ, ସିରିପୁର ଛକରୁ…

ପଞ୍ଚମ କରୋନା ରୋଗୀଙ୍କ ପରିଚୟ ସାର୍ବଜନୀନ କଲା ବିଏମ୍‌ସି

ଭୁବନେଶ୍ୱର: ଅହମଦାବାଦ ମହାନଗର ନିଗମ ପଦାଙ୍କ ଅନୁସରଣ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ରାଜ୍ୟର ପଞ୍ଚମ କରୋନା ପଜିଟିଭ ରୋଗୀଙ୍କ ନାମ ଓ ଠିକଣା ସାର୍ବଜନିନ କରାଯାଇଛି । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା କୋଭିଡ୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହା…

କରୋନା ଭୟ: ଭୁବନେଶ୍ୱରରେ ଘରେ ଗ୍ରୋସରୀ ପହଞ୍ଚାଇବା ପାଇଁ ବିଏମ୍‌ସିର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଭୟରେ ଲକ୍ ଡାଉନ ଘୋଷଣା ଯୋଗୁଁ ଘରୁ ବାହାରିବା ଏକ ରକମ ବନ୍ଦ । ଗ୍ରୋସରୀ, ପରିବା ଓ ଫଳ ଦୋକାନ ଖୋଲା ରହୁଥିଲେ ସୁଦ୍ଧା ଗ୍ରାହକ ସେଠାରେ ଭିଡ ଜମାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍‌,…