Latest Odisha News

BREAKING NEWS

Browsing Tag

Bhubaneswar

୧ ନମ୍ବର ହାଟରେ ପୋଲିସର ରେଡ୍, ବିପୁଳ ବାଣ ଜବତ

ଭୁବନେଶ୍ୱର: ଆଉ ୪ ଦିନ ପରେ ଦୀପାବଳି । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସୁକ ଥିବାବେଳେ ବଜାରରେ ବାଣର ପସରା ମେଲିଛି । ଏଣେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବାଣ ନିର୍ମାଣ ସହ ବିକ୍ରି କରାଯାଉଛି । ଦିନକ ତଳେ କଟକରେ ବେଆଇନ୍ ବାଣ ନିର୍ମାଣ କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଆଜି…

“ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା’’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦୀପାବଳି ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । କଳିଙ୍ଗବିହାର ଡି.ଏନ୍‌. ରିଗାଲିଆ ମଲ୍ ସ୍ଥିତ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୭୦…

ରାଜଧାନୀ ଉପକଣ୍ଠରେ କୃଷକ ମେଳି

ଭୁବନେଶ୍ୱର: ପୁଣି ମେଳି ବାନ୍ଧିଲେ ଚାଷୀ । ଦାନା ବାନ୍ଧିଲା ଆନ୍ଦୋଳନ । ଆଜି ହଜାର ହଜାର କୃଷକ ରାଜଧାନୀ ଆଡ଼କୁ ଆନ୍ଦୋଳନ ପାଇଁ ଅଗ୍ରସର ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଅଟକାଇଛି ପୋଲିସ । ବାଲିଅନ୍ତା ସାପ୍ତାହିକ ହାଟରେ ନବନିର୍ମାଣ କୃଷକ ସଂଗଠନର ରାଲିକୁ ପୋଲିସ ଅଟକାଇଥିଲା ।…

ମିଛ ଖବର ଓ ବଟି ମାଗିବା ଅଭିଯୋଗରେ ବନ୍ଧାହେଲେ ୨ ୱେବ୍ ସାମ୍ବାଦିକ

ଭୁବନେଶ୍ୱର: ରାଜଧାନୀରେ ପୋଲିସ ୨ ଜଣ ୱେବ୍ ସାମ୍ବାଦିକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ୨ ସାମ୍ବାଦିକ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସକୁ ବ୍ଲାକମେଲିଂ କରିବା ସହ ଚାନ୍ଦା ମାଗିଥିଲେ । ହୋଟେଲ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ସୂଚନା…

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ଏନେଇ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ସାଧାରଣ ପ୍ରଶାସନ ଓ ସାଧାରଣ…

ଏଥର ଦୀପାବଳିରେ ରାଜଧାନୀର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରୁ କେଉଁଠି କିଣିବେ ବାଣ । ଏନେଇ ଆପଣ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୭ଟି ସ୍ଥାନକୁ ବାଣ ବିକ୍ରି ଲାଗି ଚିହ୍ନଟ କରାଯାଇଛି । ଏଥିପାଇଁ…

HSRP ଫିଟିଂ ନାଁରେ ଲୁଟୁଛି ମେଟ୍ରୋ ସ୍ପେୟାର ସ୍ପାର୍ଟ, ଗାଡ଼ି ପିଛା ନେଉଛି ୫୦ ଟଙ୍କା

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଟେନସନ୍ ଥମିନି । HSRP ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ପରିବହନ ବିଭାଗ ମାସେ ଲାଗି ଅବଧି ବୃଦ୍ଧି କରିଛନ୍ତି । ଆଉ ଯେଉଁ ଘରୋଇ ସଂସ୍ଥାକୁ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ ଅନୁମତି ଦେଇଛନ୍ତି । ସେମାନେ…

ଅନୁଭୂତ ହେଲା ଶୀତୁଆ କୁହୁଡ଼ି, ଆରମ୍ଭ ହେବ ଶୀତ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ଆରମ୍ଭ ସହ ରାଜ୍ୟରେ ଶୀତୁଆ କୁହୁଡ଼ି ଅନୁଭୂତ ହୋଇଛି । ଆଜି ଭୋରରୁ ରାଜଧାନୀରେ ଅନୁଭୂତ ହୋଇଛି ଚଳିତ ମାସର ପ୍ରଥମ ଘନକୁହୁଡ଼ି । ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ୧ ଘଣ୍ଟା ମଧ୍ୟରେ ଦୃଶ୍ୟମାନ ଦୂରତା ୩୫୦୦ ମିଟର ତଳକୁ ଖସିଥିଲା ।…

ବର୍ଜ୍ୟ ପାଇଁ ବିଏମସି କଠୋର, ଏଣେତେଣେ ଫିଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହ ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପ୍ରତି ୱାର୍ଡରେ ଅଳିଆ ଗାଡ଼ି ବୁଲୁଥିବା ବେଳେ ହାଟ, ମାର୍କେଟର ସ୍ୱଚ୍ଛତା ପରଖିଛନ୍ତି ଅଧିକାରୀ । ୟୁନିଟ୍-୧ ହାଟରେ ଥିବା ବିଭିନ୍ନ ଦୋକାନ ବିଏମସିର ଗାଇଡଲାଇନ୍ ମାନୁ…

ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍-୧, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ୩ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ୱର…