Latest Odisha News

BREAKING NEWS

Browsing Tag

bihar

୩୩ଟି ରୁଟରେ ବିହାର-ଓଡ଼ିଶା ମଧ୍ୟରେ ଗଡ଼ିବ ବସ୍

କଟକ: ଏଣିକି ୧୫ଟି ନୁହେଁ, ୩୩ଟି ରୁଟରେ ବିହାର ଓ ଓଡ଼ିଶା ମଧ୍ୟରେ ହେବ ବସ୍ ଚଳାଚଳ । ଏନେଇ ଓଡିଶା ଏବଂ ବିହାର ସରକାରରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଚୁକ୍ତିନାମା ଅନୁଯାୟୀ, ବର୍ତ୍ତମାନ ଉଭୟ ସରକାରଙ୍କ ପରିବହନ ବିଭାଗର ପ୍ରାୟ ୨୧, ୮୬୭ କିଲାମିଟର ଅତିକ୍ରମ କରୁଥିବା ୩୩…

‘ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି କହିବ ଆମକୁ କଣ୍ଡୋମ ଦିଅ’

ନୂଆଦିଲ୍ଲୀ: ବିହାର ସରକାରଙ୍କ ଜଣେ ମହିଳା ଅଧିକାରୀ ସଂପ୍ରତି ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀମାନେ ତାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦାବି କରିବାରୁ, ଅଧିକାରୀ ବଡ ବିଚିତ୍ର ପ୍ରତିକ୍ରିୟା ଦେଇଥିଲେ। ବିହାର ମହିଳା ବିକାଶର ବରିଷ୍ଠ ଅଧିକାରୀ କହିଥିଲେ, ଏବେ ତ…

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ…

ବିହାରରେ ନୀତିଶ-ତେଜସ୍ବୀଙ୍କୁ ଟକ୍କର ଦେବାକୁ ବିଜେପି ଖୋଜୁଛି ନୂଆ ନେତା

ନୂଆଦିଲ୍ଲୀ: ବିହାରରେ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ମିଳିତ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ସେପଟେ ବିହାର ରାଜନୀତିକୁ ନେଇ ଦିଲ୍ଲୀରେ ବିଜେପି ସରକାରକୁ ଘେରିବା ପାଇଁ ରଣନୀତି କରିଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦେଶରେ  ବିହାର ବିଜେପିର…

ନୀତିଶ କୁମାରଙ୍କ ସ୍ବପ୍ନ ବାସ୍ତବ ହେବ କି?

୨୨ ବର୍ଷ ମଧ୍ୟରେ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର ।  ତେବେ ଏତେ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ କାହାର ବା ଇଚ୍ଛା ହେବ ନାହିଁ । ନୀତିଶଙ୍କର ମଧ୍ୟ ପୂର୍ବରୁ ଏହା ସ୍ପଷ୍ଟ କରିସାରିଛନ୍ତି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ…

ଅଗ୍ନିପଥ ସ୍କିମକୁ ନେଇ ଜଳୁଛି ଦେଶ, ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ରେଳରୋକ

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ…

ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି

ପାଟଣା: ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଜେଡିୟୁ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଏହି…

ବିହାରରେ ହେବ ଜାତି ଭିତ୍ତିକ ଜନଗଣନା; କ୍ୟାବିନେଟରେ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ବିହାରରେ ଜାତି ଭିତ୍ତିକ ଜନଗଣନା ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଶେଷ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତି ଭିତ୍ତିକ ଜନଗଣନା ବିଷୟରେ ଘୋଷଣା କରିଥିଲେ । ଗୁରୁବାର ଏହି ସ୍ୱତନ୍ତ୍ର ଜନଗଣନା ପାଇଁ ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ଐତିହାସିକ…

ଡିଜିଟାଲ୍ ଇଣ୍ଡିଆର ଜ୍ୱଳନ୍ତ ଉଦାହରଣ “ଡିଜିଟାଲ୍ ଭିକାରୀ”

ଭୁବନେଶ୍ୱର: ରାସ୍ତାଘାଟରେ, ବସଷ୍ଟାଣ୍ଡରେ ଅବା ମନ୍ଦିର କିମ୍ବା ରେଳବାଇ ଷ୍ଟେସନରେ ଆମେ ଅଧିକାଂଶ ସମୟ ଭିକାରୀ ମାନଙ୍କୁ ଦେଖିବାକୁ ପାଇଥାଉ । ସାଧାରଣତଃ ସେମାନେ ୨ ଟଙ୍କାଠାରୁ ଆରମ୍ଭ କରି ୫ଟଙ୍କା କିମ୍ବା ୧୦ ଟଙ୍କା ନଗଦ ଆକାରରେ ମାଗିଥାନ୍ତି । ହେଲେ ବିହାରରେ ଏମିତି ଜଣେ ଭିକାରୀ ଅଛନ୍ତି…

ଓମିକ୍ରନ୍‌ ଭୟ;୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପାଟନା: ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ଟି ନୂଆ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ଯେଉଁଥିରେ ପାଟନାରେ ୧୦୫ ଟି ମାମଲା ରହିଛି। ଅଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ମଧ୍ୟରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ପାଟନାରେ କୋଭିଡ-୧୯ ମାମଲା…