Latest Odisha News

BREAKING NEWS

Browsing Tag

Biju Janata Dal

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ INDIA ମେଣ୍ଟ ଗଠନ କରିଛନ୍ତି। ମୋଦୀଙ୍କୁ ହରାଇବା ପାଇଁ ବିରୋଧୀ ସମସ୍ତ ପ୍ରକାରର ଚେଷ୍ଟ ଚଳାଇଛନ୍ତି। ସମାନ ଢଙ୍ଗରେ ବିଜେପି ଏହି ନିର୍ବାଚନ ଜିତିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ।…

ନୂତନ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ୍ ହେବେନି ୨୦ ବିରୋଧୀ ଦଳ, ଯିବ ବିଜେଡି

ଭୁବନେଶ୍ୱର: ନୂତନ ସଂସଦ ଭବନକୁ କିଏ କରିବ ଉଦଘାଟନ ? ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଯାହାକୁ ତମାମ ବିପକ୍ଷ ଦଳ ବିରୋଧ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରନ୍ତୁ ବୋଲି ଦାବି କରି…

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…

ବିଜେଡିରୁ ଆଉ ୨ ନେତା ସସପେଣ୍ଡ

ଭୁବନେଶ୍ୱର: ଆକ୍ସନମୁଡରେ ବିଜେଡି । ବିଶୃଙ୍ଖଳିତ ନେତାଙ୍କ ଉପରେ ପଡୁଛି ଶୃଙ୍ଖଳା ଛାଟ । ଦଳ ବିରୋଧୀ କାମ ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏନଏସିର ଦୁଇ ଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରିଛି ବିଜେଡି । ସେମାନେ ହେଲେ ନିହାର ହୋତା ଓ ସନ୍ତୋଷ ହୋତା । ସେମାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି…

୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି । ସେହିପରି ବ୍ରହ୍ମପୁର…

୬ ନେତାଙ୍କୁ ୩୦ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ବରିଷ୍ଠ ନେତାଙ୍କୁ ବିଜେଡି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ୬ ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ଦଳ । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ…

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ, କାହାକୁ କେଉଁ ଜିଲ୍ଲା ଦାୟିତ୍ୱ ?

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବାକୁ ବିଜେଡିର କସରତ । ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି । ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । କିଛି ନେତାଙ୍କୁ…

ବିଜେଡିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଉପନିର୍ବାଚନ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ପିପିଲି ବିଧାନସଭା କ୍ଷେତ୍ର ଉଷ୍ଣ ହେଲାଣି । ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇଛି ଦଳ । ପିପିଲିରେ ରହି ନିର୍ବାଚନ…

ବିଜୁ ବାବୁଙ୍କ ଜୟନ୍ତୀରେ କଟକ ଆନନ୍ଦଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏ ସାଇକେଲ୍ ରାଲି

କଟକ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ସାଇକେଲ ରାଲି । ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦଭବନରୁ ଏହି ସାଇକେଲ୍ ଶୋଭାଯାତ୍ରା ବାହାରିଛି । ଭୁବନେଶ୍ୱର ବିମାନବନ୍ଦର ଯାଏ ଆସିବ । ଏହି ସାଇକେଲ…

ବିଜେଡି ରାଜ୍ୟ ପରିଷଦ ବୈଠକରେ କର୍ମକର୍ତ୍ତାଙ୍କୁ ମତାମତ ମାଗିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ । ଭିଡିଓ କନଫରେନ୍ସିଂରେ ବୈଠକରେ ଯୋଗ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ସେ ମତାମତ ମାଗିଛନ୍ତି । ସରକାର ଓ ସଙ୍ଗଠନ ନେଇ ମତାମତା ଦେବାକୁ କହିଛନ୍ତି…