Latest Odisha News

BREAKING NEWS

Browsing Tag

Bjd

ବିଜେଡିର ପ୍ରଚାର ଜମିଲାଣି ବିରୋଧୀ ପାଗ ଭିଡୁଛନ୍ତି !

ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପଟେ ଏହା ପୂର୍ବରୁ ବିଧିବଦ୍ଧ ଭାବେ ଜମିଲାଣି ବିଜେଡିର ପ୍ରଚାର। ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ…

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ନାଁରେ ନାହିଁ ଗୋଟିଏ ବି ଅପରାଧିକ ମାମଲା

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ସର୍ବାଧିକ ଧନୀ ସିଏମ୍ । ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ଓ ଅପରାଧିକ ମାମଲା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ADR ( ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍‌ସ ) ରିପୋର୍ଟରୁ ଏହା ଜଣାପଡ଼ିଛି । ନବୀନଙ୍କ…

ସବୁବେଳେ କୁହନ୍ତି, ସବୁବେଳେ ହାରନ୍ତି !

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ କଣ ହେବ ରାଜନୈତିକ ଚିତ୍ର। ଦିନକ ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ବହୁ ଆଗରୁ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଘୋଷଣା କରି ବ୍ଲକ, ପଂଚାୟତ ଓ ତୃଣମୂଳ ସ୍ତରରେ ପ୍ରମୁଖ ନେତାଙ୍କୁ ଦାୟିତ୍ୱ ଦେଇ…

‘ରାଜ୍ୟ ବିଜେପି’ ସତରେ ଲଢ଼ିବ ନା ଖାଲି ଲଢେଇ କଥା କହିବ?

ଭୁବନେଶ୍ୱର: ଓଡିଶାକୁ ନେଇ ବିଜେପିର ସ୍ୱତନ୍ତ୍ର ପ୍ଲାନ କଣ ? ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଦାୟିତ୍ୱ ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଓଡିଶା ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ…

କେବଳ କଥା କହି କଣ ବିଜେଡିଠୁ ଜିତିବେ?

ଭୁବନେଶ୍ୱର: ପ୍ରାୟ ସବୁ ନିର୍ବାଚନ ଜିତୁଛନ୍ତି। ସଦ୍ୟ ସମାପ୍ତ ଅତାବିରା ହିନ୍ଦୋଳ ଏନଏସି ନିର୍ବାଚନରେ ଏକ ପାଖିଆ ବିଜୟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା। ଆଗୁଆ ପର୍ଯ୍ୟବେକ୍ଷକ ଘୋଷଣା। ଆଉ ଏବେ ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ବଣ୍ଟନ। ତାହା ପୁଣି ବରିଷ୍ଠ…

ଝାରସୁଗୁଡ଼ା ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି। ଏପ୍ରିଲ ୧୩ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ…

ଝାରସୁଗୁଡ଼ା ଉପନିର୍ବାଚନ, ୫ ମନ୍ତ୍ରୀଙ୍କ ସହ ୭ ବରିଷ୍ଠ ନେତାଙ୍କୁ ବ୍ଲକ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ନବ ଦାସଙ୍କ ଝିଅକୁ ପ୍ରାର୍ଥୀ ଘୋଷଣା କରିବା ସହ ରଣନୀତିରେ ଆଗେଇ ଚାଲିଛି । ଉପନିର୍ବାଚନ ପାଇଁ ଦଳ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା । ଆଜି…

ଜୟଙ୍କ ପାଇଁ ଟାର୍ଗେଟରେ ସମ୍ବଲପୁର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡିର ନଜର ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ। ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିର ଯେତିକି ଚିନ୍ତା ନାହିଁ ତାଠୁ କାହିଁ କେତେ ଗୁଣରେ ଅଧିକ ଚିନ୍ତା ସମ୍ବଲପୁର ପାଇଁ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପାଇଁ ଏବେ ସବୁଠୁ…

ସବୁଠି ଜିତିବ ବିଜେଡି !

ଭୁବନେଶ୍ୱର: ଶଙ୍ଖମୟ ହିନ୍ଦୋଳ ଅତାବିରା। ଏନଏସି ନିର୍ବାଚନରେ ଶୁଭିଛି ଶଙ୍ଖନାଦ। ବିରୋଧୀ ବିଜେପି ବରଗଡ଼ ଅତାବିରାରେ ଖାତା ଖୋଲି ପାରି ନ ଥିବା ବେଳେ ଢେଙ୍କାନାଳ ହିନ୍ଦୋଳରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପଦ ସହ ୧୨ ଟି…

ବିଜେଡିର ଅତାବିରା ଓ ହିନ୍ଦୋଳରେ ବିଜୟ ୨୦୨୪ ପାଇଁ ସଂକେତ : ମାନସ ମଙ୍ଗରାଜ

ଭୁବନେଶ୍ବର : ଉଭୟ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ ପରେ ଖୁସି ପ୍ରକାଶ କରିଛନ୍ତି ଦଳୀୟ ସାଂସଦ ମାନସ ମଙ୍ଗରାଜ । ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ସମସ୍ତ ଭୋଟର ଓ ଦଳୀୟ କର୍ମୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସାଢେ ୪ କୋଟି ଓଡିଆ ମୁଖ୍ୟମନ୍ତ୍ରୀ ନବୀନ…