Latest Odisha News

BREAKING NEWS

Browsing Tag

Bjd

କାହା ପକ୍ଷରେ ରାଜ୍ୟପାଳ? ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ…

ବିଜେଡ଼ିକୁ ଝଟକା, ବିଜେପିରେ ମିଶିଲେ ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ନେତା

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଯୁବନେତା ମଧୂସୁଦନ ଶର୍ମା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। କେବଳ ଇସ୍ତଫା ଦେଇନାହାନ୍ତି ବରଂ ବିଜେପିରେ ନିଜ ଦଳବଳ ସହିତ ବିଜେପିରେ ଯୋଗ ଦେଇଛନ୍ତି। ସେପଟେ ବିଜେପିରେ ଯୋଗ ଦେଇଥିବା ଏହି ନେତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି।…

ଜନକଲ୍ୟାଣ ଯୋଜନାରେ ଦଳୀୟ ଚିହ୍ନର ବ୍ୟବହାର ମାମଲା: ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜନ କଲ୍ୟାଣ ଯୋଜନାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସେମାନଙ୍କ ଦଳୀୟ ଚିହ୍ନକୁ ବ୍ୟବହାର ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଜତିନ ମହାନ୍ତି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ।…

ନେତା ଅସନ୍ତୋଷ, ବିଜେଡ଼ିରେ ଫାଟ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଗଣାଯାଉଥିବା ବିଜୁ ଜନତା ଦଳ ବା ବିଜେଡ଼ିରେ ଅନେକ ଜିଲ୍ଲାରେ ଏବେ ଫାଟ। ଜଳ ଜଳ ହୋଇ ପଦାକୁ ଏହା ଦେଖାଗଲାଣି। ଦଳରେ ଥିବା ନେତା ଓ କର୍ମୀଙ୍କ ହାବଭାବକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ବାରି ହୋଇପଡ଼େ। ପୂର୍ବତନ ମନ୍ତ୍ରୀ…

ଜିଲା ବୁଲି ତୃଣମୂଳସ୍ତରରେ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରର ଲୋକଙ୍କ ସହିତ ମିଶୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା, କୃଷକ ତଥା ଜିଲ୍ଲାବାସୀଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମିଶିବା ସହିତ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।…

ସମସ୍ତେ ଏବେ ନବୀନ ଓଡ଼ିଶାର ସାରଥୀ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଓ ଓଡ଼ିଶାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଅଛି। କିନ୍ତୁ ତା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ବାତାବରଣ ସରଗରମ ହେବା ଆରମ୍ଭ ହେଲାଣି। ବିଜେଡି ଠାରୁ ଆରମ୍ଭ କରି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନିଜ ନିଜର ରାଜନୈତିକ…

ଲକ୍ଷ୍ମୀପୁର ଦେଖିବ ବିଜେଡି, କଂଗ୍ରେସର ମହାଲଢେଇ !

ଭୁବନେଶ୍ୱର: ଚର୍ଚ୍ଚାରେ କୋରାପୁଟ ରାଜନୀତି। ୨୦୧୯ ପରେ ରାଜ୍ୟରେ ରାଜନୈତିକ ଚିତ୍ର ବଦଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଆଗାମୀ ୨୦୨୪ ରେ ସ୍ଥିତି କଣ ହେବ ତାକୁ ନେଇ ନାନା ଆକଳନ ହେଉଛି। ଏ ଭିତରେ କୋରାପୁଟରେ କିନ୍ତୁ…

ବିଜେପିର ‘ରାମ’ ବାଣକୁ ରୋକିବ ଜଗନ୍ନାଥଙ୍କ ‘ଶଙ୍ଖ’ !

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉଦଘାଟନ କରିବେ। ଯାହାକୁ ନେଇ ସାରା ଦେଶରେ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ବିଜେପି ବଡ଼ ଯୋଜନା କରୁଛି। ଦେଶର ପ୍ରତ୍ୟେକ ପ୍ରାନ୍ତରୁ ରାମ…

ପାରଳାଖେମୁଣ୍ଡିରେ ତିରୁପତି ଯୁଆଡେ ବିଜୟ ସିଆଡେ !

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଆସନରେ ପ୍ରମୁଖ ଦଳର ଟିକେଟ ପାଇବା ପାଇଁ ବହୁ ହେଭିୱେଟଙ୍କ ଆଶା ରହିଛି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ…

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ…