Latest Odisha News

BREAKING NEWS

Browsing Tag

Bjd

ତଲସରାରେ ବିଜେଡି, ବିଜେପି ସହ ହେବ ପ୍ରବୋଧଙ୍କ ଟକ୍କର!

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ତଲସରାକୁ ଗଣାଯାଏ। ଆଦିବାସୀ ବହୁଳ ଏହି ଅଞ୍ଚଳରେ କଂଗ୍ରେସର ଦବଦବା ଦେଖିବାକୁ ମିଳେ। କିନ୍ତୁ ବହୁ ବର୍ଷର ଏହି ଟ୍ରେଣ୍ଡକୁ ଭାଙ୍ଗି ଗତ ନିର୍ବାଚନରେ ବିଜେପି ଏହି ସିଟରେ ବିଜୟ ଲାଭ କରିଛି। ୨୦୧୯ ନିର୍ବାଚନରେ…

ନୀଳଗିରିରୁ ସୁକାନ୍ତ ନା ପୁଣି ଫେରିବେ ପ୍ରତାପ?

ଭୁବନେଶ୍ୱର: ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଅନ୍ୟତମ ପ୍ରମୁଖ ବିଧାନସଭା କ୍ଷେତ୍ର ହେଉଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାନସଭା କ୍ଷେତ୍ର। ନୀଳଗିରି ବିଧାନସଭା ଆସନର ଇତିହାସକୁ ଦେଖିଲେ ଏହି ସିଟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଜିତିଛନ୍ତି। କଂଗ୍ରେସଠୁ ଆରମ୍ଭ କରି ଜନତା…

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା। ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ…

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ବିଜେଡି ପାଇଁ ଦେଶରେ ମହିଳାଙ୍କୁ ମିଳିଲା ସଂରକ୍ଷଣ !

ଭୁବନେଶ୍ୱର: ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଜାତୀୟ ସ୍ତରରେ ଏହାକୁ ନେଇ ବିବାଦ ଓ ଶ୍ରେୟର ଲଢେଇ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଶାସକ ଦଳ ବିଜେଡି ଏହି ପ୍ରସଙ୍ଗକୁ ନେଇ ମାହୋଲ ତିଆରି କରିବା ଆରମ୍ଭ କରିଛି। ବିଶେଷ କରି…

ଛେଣ୍ଡିପଦାରେ ପୁଣିଥରେ ସୁଶାନ୍ତ !

ଭୁବନେଶ୍ୱର: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଅନୁଗୁଳ…

ବିଜେଡି ବିରୋଧରେ ପଶ୍ଚିମ ଓଡିଶା କାର୍ଡ, ଏକାଠି ହେଲେ ବିଜେପି, କଂଗ୍ରେସ!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହେଉଛି। ଠିକ ଏଭଳି ସମୟରେ ବିରୋଧୀ ପଶ୍ଚିମ ଓଡିଶାକୁ ନେଇ ଏକ ବଡ଼ କାର୍ଡ ଖେଳିଥିବା ଆଲୋଚନା ହେଉଛି। ନୂଆଖାଇକୁ ପଶ୍ଚିମ ଓଡିଶାର ଗଣପର୍ବ କୁହାଯାଏ। ଏପରିକି ଛୋଟଠୁ ବଡ଼ ସମସ୍ତେ ଏହି ପର୍ବକୁ ବହୁ ଅଧିକ…

ପଟାଙ୍ଗୀ ରାଜନୀତିର ଖେଳ ବିଗାଡିବ କୋଟିଆ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ ନିର୍ବାଚନ ବାତାବରଣ ତିଆରି ହୋଇସାରିଥିବାବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଉପରେ ଏବେ ବିଭିନ୍ନ ରାଜନୈତିକ ଦଳର ନଜର ରହିଛି। ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ…

ପାଣ୍ଡିଆନଙ୍କୁ ନିରଞ୍ଜନଙ୍କ କ୍ଲିନଚିଟ ! କହିଲେ ତାଙ୍କର କିଛି ଦୋଷ ନାହିଁ

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ଭିତରେ ଚାଲିଥିବା ବିବାଦକୁ ଭିନ୍ନ ମୋଡ଼ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ଫାଇଭ ଟି ସଚିବ ଭି କେ ପାଣ୍ଡିଆନଙ୍କର କିଛି ଭୁଲ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ନିରଞ୍ଜନ। ସାହୁ କହିଛି, ପାକେଲା…

ବିରୋଧୀଙ୍କୁ ଫାଇଭ ଟି କାମର ହିସାବ ଦେଲା ବିଜେଡି !

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲଗାତର ଫାଇଭ ଟି ଉପରେ ଶାଣିତ ଆକ୍ରମଣ ସହ ବିରୋଧୀ ନେତାମାନେ ତାଙ୍କ ସାଥ ଦେବା ରାଜନୈତିକ ସ୍ଥିତିକୁ ଜଟିଳ କରିଛି। ଏଭଳି ସ୍ଥିତିରେ…