Latest Odisha News

BREAKING NEWS

Browsing Tag

Bjp

ରାମମୟ କଂଗ୍ରେସ, କଣ କରିବ ବିଜେପି?

ଭୁବନେଶ୍ୱର: ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ଆଗକୁ ବଢୁଛି କି କଂଗ୍ରେସ ? ସାଧାରଣତଃ ବିଜେପିକୁ ହିନ୍ଦୁତ୍ୱ ସହ ଯୋଡ଼ାଯାଏ। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପରେ ଏ କଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ବଜରଙ୍ଗ ଦଳ ବ୍ୟାନ କରାଯିବା ପ୍ରସଙ୍ଗକୁ କଂଗ୍ରେସ ଇସ୍ତାହାରରେ ସ୍ଥାନ…

ମହାରାଷ୍ଟ୍ରରେ ପାୱାର କଷୁଛନ୍ତି କର୍ଣ୍ଣାଟକ ଗଣିତ !

ଭୁବନେଶ୍ୱର: କଂଗ୍ରେସର ୪୦ ପ୍ରତିଶତ କମିଶନ ଫଣ୍ଡା କର୍ଣ୍ଣାଟକରେ କାମ କରିବା ପରେ ଏହି ଫଣ୍ଡାକୁ ଅନ୍ୟ ରାଜ୍ୟରେ ଆପଣାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଯଦି କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନର ଦୁର୍ନୀତି ଥିଲା ତହେଲେ ମହାରାଷ୍ଟ୍ରରେ ଦୁର୍ନୀତିର ମାତ୍ରା ଶହେ ପ୍ରତିଶତ। ତେଣୁ ଏହି…

କର୍ଣ୍ଣାଟକରୁ କଂଗ୍ରେସ ଖସାଇଲା, ଦେଶରୁ ଖସାଇଦେବେ କି ବିରୋଧୀ ?

ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ…

ମୋଦି ଫେଲ୍, ଯୋଗୀ ପାସ୍ !

ଭୁବନେଶ୍ୱର: ଗୋଟିଏ ପଟେ କର୍ଣ୍ଣାଟକ ବିଜେପିକୁ ଝଟକା ଦେଇଥିବା ବେଳେ ସେପଟେ ଉତ୍ତରପ୍ରଦେଶ ବିଜେପିକୁ ଶୁଭ ଖବର ଦେଇଛି। ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକୁ ବହୁ ପଛରେ ପକାଇ ବିଜେପି…

କର୍ଣ୍ଣାଟକରେ ମୋଦିଙ୍କୁ ହରାଇଦେଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକରେ କାମ କଲାନି ମୋଦିଙ୍କ ଯାଦୁ। କଂଗ୍ରେସର ବହୁ ସଂଖ୍ୟାରେ ବିଜୟ ବିଜେପିର ସମସ୍ତ ଉଦ୍ୟମକୁ ଫିକା ପକାଇ ଦେଇଛି। କର୍ଣ୍ଣାଟକରେ ୯ ଦିନ ଧରି ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୮ ଟି ବଡ଼ ସାଧାରଣ ସଭା, ୬ ଟି ଦୀର୍ଘ ସମୟର ରୋଡ଼ ଶୋର କିଛି…

ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ: ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି…

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…

ଫେଲ ମାରିବ କି ବିଜେପିର ମିଶନ ଦକ୍ଷିଣ?

ଭୁବନେଶ୍ୱର: କାହିଁକି କର୍ଣ୍ଣାଟକ ଫଳାଫଳ ବିଜେପି ଓ କଂଗ୍ରେସ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବାବେଳେ ବିଜେପି ତୃତୀୟ ଥର ପାଇଁ ଦେଶରେ ଶାସନକୁ ଆସିବାକୁ ଚାହୁଁଛି। କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ଏକାଠି ହୋଇ…

କର୍ଣ୍ଣାଟକରେ ଝୁଲାଇବ ଜେଡିଏସ

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ। କର୍ଣ୍ଣାଟକ ମହାସଂଗ୍ରାମର ମହାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଏକଜିଟ ପୋଲ ଭିନ୍ନ ଭିନ୍ନ କଥା କହୁଥିବା ହେଲେ ଝୁଲା ବିଧାନସଭାକୁ ଏଡାଇ…

କର୍ଣ୍ଣାଟକରେ ରେକର୍ଡ ମତଦାନ ,ଅଧିକ ଭୋଟ କଂଗ୍ରେସକୁ ନା ବିଜେପିକୁ?

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଅର୍ଥାତ ଆସନ୍ତା ୧୩ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ ଗଣତି ହେବ। ତେଣୁ ନିର୍ବାଚନର ପ୍ରକୃତ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଭିନ୍ନ ଭିନ୍ନ ମତ ଆସୁଛି। ପ୍ରାୟ ମତ…