Latest Odisha News

BREAKING NEWS

Browsing Tag

Bjp

‘କର୍ଣ୍ଣାଟକ ନିର୍ବାଚନ’, ଝାଳ ବୁହାଇ ଲଢ଼ିଲେ ଝୁଲା ସରକାର ଗଢିବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ମତଦାନ ପ୍ରକ୍ରିୟା ସରିବା ସହ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ ମଧ୍ୟ ଏହି ଇଭିଏମର ଫଳାଫଳ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି। କଂଗ୍ରେସ…

ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ ଲାଗି ପୁରୀ ଆସିପାରନ୍ତି ପିଏମ୍ ମୋଦି

ଭୁବନେଶ୍ୱର: ଖୁବଶୀଘ୍ର ହାୱଡ଼ାରୁ ପୁରୀ ମଧ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରି ପାରନ୍ତି । ପୁରୀ ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ନେଇ ଆଶାବାଦୀ ରହିଥିବା କହିଛନ୍ତି ରାଜ୍ୟ…

ଉପନିର୍ବାଚନ ସଂକେତ, ରାଜସ୍ଥାନରେ ହାରିବ ହାତ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସରିବା ପରେ ଏବେ ବିଜେପି ଫୋକସରେ ରାଜସ୍ଥାନ। କଂଗ୍ରେସର ଗେହଲଟ ପାଇଲଟ ଲଢେଇ ମଧ୍ୟରେ ବିଜେପି ରାଜସ୍ଥାନରେ ଫାଇଦା ନେବାକୁ ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ଏହି କ୍ରମରେ ମେ ୧୦ ତାରିଖ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ସରକାରଙ୍କୁ ଘେରିଲା ବିଜେପି, କହିଲା ‘୫ ବର୍ଷରେ ବି ହୋଇନି ଗୋଟିଏ…

ଭୁବନେଶ୍ୱର: ପୁଣି ତାଜା ହୋଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା । ବିରୋଧୀ ବିଜେପି କହିଛି, ରତ୍ନ ଭଣ୍ଡାର ଚାବି ହଜିବା ଓଡ଼ିଶା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସରକାରଙ୍କ ନଜରକୁ ଆସିଥିଲା ୨୦୧୮ରେ । ସେବେଠାରୁ ଓଡିଶାର…

ମଧ୍ୟପ୍ରଦେଶ ବିଜେପିକୁ କଂଗ୍ରେସ ଡର!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ କଂଗ୍ରେସ ବିଜେପି ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ ଜିତିବା ସହ ସରକାର ଗଢିଥିଲା। କିନ୍ତୁ ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କିଛି କଂଗ୍ରେସ ବିଧାୟକଙ୍କୁ ନେଇ ବିଜେପିକୁ ଯିବା ପରେ କଂଗ୍ରେସ…

କର୍ଣ୍ଣାଟକରେ ମୋଦିଙ୍କ ଗଣିତକୁ ମାତ ଦେବେ କି ରାହୁଲ ?

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ହେବ। ଦୀର୍ଘ ଦିନ ଧରି ଜୋରଦାର ପ୍ରଚାର ପରେ ବର୍ତ୍ତମାନ ବିଭିନ୍ନ ସିଟକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନ ଥିବାବେଳେ ଗତ ନିର୍ବାଚନରେ ୭୪ ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ଜିତିବା…

‘ଛତିଶଗଡ଼ ରାଜନୀତି’, ନନ୍ଦଙ୍କୁ ହରେଇ ବିଳିବିଳଉଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳବଦଳ ଓ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହେଲାଣି। ବିଜେପିର ଟାଣୁଆ ନେତା ତଥା ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିବା ପରେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଥିବା କୁହାଯାଉଛି। ଏହା ବିଜେପିକୁ…

କର୍ଣ୍ଣାଟକରେ ସରିଲା ପ୍ରଚାର, ଡବଲ ଇଞ୍ଜିନକୁ ବନ୍ଦ କରିଦେବନି ତ ଦୁର୍ନୀତି କାର୍ଡ?

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ଶେଷ ହେବା ସହ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାଇଭୋଲ୍ଟେଜ ପ୍ରଚାରରେ ଦୀର୍ଘ ଦିନ ଧରି କର୍ଣ୍ଣାଟକ ମୈଦାନ କମ୍ପୁଥିଲା। ଏପରିକି କଂଗ୍ରେସ ଓ ବିଜେପିର ଅନେକ ନେତା ଜୋରଦାର…

‘ଏକନାଥ ସିନ୍ଦେ’, ନିଜେ ବୁଡୁଛନ୍ତି ବିଜେପିକୁ ବି ବୁଡେଇବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚର୍ଚ୍ଚା। କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ ସିନ୍ଦେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ମହାରାଷ୍ଟ୍ରରେ ବଦଳୁଥିବା ରାଜନୈତିକ ସମିକରଣ ଅନୁଯାୟୀ ସିନ୍ଦେଙ୍କ…

‘ମଧ୍ୟପ୍ରଦେଶ ବିଜେପି’, ଯେମିତି ଭାଙ୍ଗିଥିଲେ ସେମିତି ଭାଙ୍ଗିବ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ଗୋଟିଏ ଦିନରେ ଡବଲ ଝଟକା ପରେ ସଜାଗ ହୋଇଛି ଦଳ। ଦଳରେ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ ମନାଇବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ମଧ୍ୟପ୍ରଦେଶର ଟାଣୁଆ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ଦୀପକ ଯୋଶୀ ଓ ପୂର୍ବତନ…