Latest Odisha News

BREAKING NEWS

Browsing Tag

Bjp

ଥାନାରେ କୁସୁମ ଟେଟେଙ୍କ ଏତଲା ପରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପ୍ରଚାରେ ବେଳେ ହିଂସାକୁ ନେଇ ଟଣାଓଟରା ହୋଇଛନ୍ତି ଦୁଇ ଦଳ । ମେ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଉଭୟ ଦଳ ଉଭୟଙ୍କ ବିରୋଧରେ…

କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: କୋରାପୁଟର କୋଟିଆକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି କୋଟିଆ ବିବାଦର ସମାଧାନ ପାଇଁ କଣ କରିଛି ଉତ୍ତର ଦିଅ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଟିଆରେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ…

‘ଛତିଶଗଡ଼ ରାଜନୀତି’, ବିଜେପି ଛାଡି ହାତ ଧରିଲେ ନନ୍ଦ

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟକା ଲାଗିଛି। ଛତିଶଗଡ଼ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନନ୍ଦ କୁମାର ସାଏ ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି। ନନ୍ଦ କୁମାର ବିଜେପିର ପ୍ରମୁଖ ସଂଗଠନ ଦାୟିତ୍ୱ ସହ ବିଜେପିର ଟାଣୁଆ…

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ…

ସତ୍ୟପାଲଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ୱର: ସତ୍ୟପାଲଙ୍କ ଘରେ ସିବିଆଇ। ବୀମା ଦୁର୍ନୀତି ପ୍ରସଙ୍ଗରେ ସିବିଆଇର ଏକ ଟିମ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଯିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପୁଲୱାମା ପ୍ରସଙ୍ଗକୁ ନେଇ ସତ୍ୟପାଲ ପ୍ରଧାନମନ୍ତ୍ରୀ ମୋଦି ଓ…

ରାହୁଲଙ୍କ ‘କୋଲାର’ରେ ସଭା କରିବେ ମୋଦି!

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ମୋଦି କରିବେ ପ୍ରଚାର। କୋଲାରରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। ଏ ସମ୍ପର୍କିତ ଖବର ଆସିବା ପରେ କର୍ଣ୍ଣାଟକ ସମେତ ଦେଶର ରାଜନୀତି ତୀବ୍ର…

ମହାନଦୀକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି, ପୁଣି ତେଜିଲା ମାଟି ଓ ପାର୍ଟି ନାରା

ଭୁବନେଶ୍ୱର: ମହାନଦୀକୁ ନେଇ ପୁଣି ଥରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ନେଇ ଶାସକ ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ସମାଲୋଚନା କରିଛି । ବିଜେଡି କହିଛି, ମହାନଦୀ ଓଡ଼ିଶାର ଜୀବନ ରେଖା । ଛତିଶଗଡ଼ର ବେଆଇନ୍ କାର୍ଯ୍ୟ…

ସମ୍ବଲପୁର ହିଂସାର ତଦନ୍ତ ପାଇଁ ବିଜେପି ଅଧ୍ୟକ୍ଷ ନଡ୍ଡା ଗଠନ କଲେ ୪ ଜଣିଆ ଟିମ୍

ଭୁବନେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ହିଂସାର ତଦନ୍ତ କରିବ ବିଜେପିର ୪ ଜଣିଆ ଟିମ୍ । ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁର ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି…

‘କର୍ଣ୍ଣାଟକ ନିର୍ବାଚନ’, ଶାହାଙ୍କୁ ଥାନାକୁ ଟାଣିଲା କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ପ୍ରଚାରରେ କର୍ଣ୍ଣାଟକ କମ୍ପୁଥିବା ବେଳେ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ପୋଲିସ ପାଖରେ ଫେରାଦ ହୋଇଛି। କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ଦଙ୍ଗା ହେବ ବୋଲି ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା କହିଛନ୍ତି। ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ତୀବ୍ର…

‘କର୍ଣ୍ଣାଟକ ନିର୍ବାଚନ’, ଯୋଗୀ ଖେଳିଲେ ରାମମନ୍ଦିର କାର୍ଡ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ବିଜେପି ପ୍ରମୁଖ ମୁଦ୍ଦା କରିଛି। ମୁସଲମାନ ସଂରକ୍ଷଣ କାହିଁକି ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି। କୌଣସି ଧର୍ମ ଭିତ୍ତିରେ ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପରେ…