Latest Odisha News

BREAKING NEWS

Browsing Tag

Bjp

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏତଲା ରଖୁଛି ପୋଲିସ, ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ହାଇକୋର୍ଟ ହସ୍ତକ୍ଷେପ ନକଲେ ପୋଲିସ ଏତଲା ରଖୁନି । ରାଜ୍ୟରେ ପୋଲିସ ବିଭାଗ ବଲଗାମ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ବେସାହାରା ହୋଇ ପଡ଼ିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ । ସେ…

ବିଜେଡିର ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା, କିଏ ମଲା କିଏ ଗଲା କିଛି ଯାଏ ଆସେନି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ, କିଏ ବିଧାୟକ ସେମାନେ କିଛି ଦେଖୁ ନାହାଁନ୍ତି । ସେମାନେ ଦେଖୁଛନ୍ତି କିଏ ମରିଗଲା, ସେଠି ନିର୍ବାଚନ କରି କିଭଳି ଜିତିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ…

ଅପରାଧକୁ ନେଇ ବିଜେପିର ରାଜନୀତି ଫର୍ମୁଲାକୁ ପ୍ରତ୍ୟାଖାନ କରୁଛନ୍ତି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ଆଇନ ଶୃଙ୍ଖଳା ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ଶାସିତ ରାଜ୍ୟଗୁଡିକରେ ମଦ ଜନିତ ଦୁର୍ଘଟଣା ହେଉ କିମ୍ବା ପୋଲ ଭୁଶୁଡ଼ିବା ହେଉ ଅନେକ ଲୋକଙ୍କ ମୃତ୍ୟୁ…

କାହା ଯୋଜନା କେତେ ଭଲ ? ଚାଲିଲା ଆୟୁଷ୍ମାନ ଭାରତ-ବିଏସକେୱାଇ ଲଢେଇ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ବିଜେଡି ଓ ବିଜେପି  । ଆୟୁଷ୍ମାନ ଭାରତ-ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ତୁଳନାତ୍ମକ ବିଚାର ବିଜେଡି ଆରମ୍ଭ କରିଥିବାବେଳେ ବିଜେପି ବିଜୁ ସ୍ୱାସ୍ଥ୍ୟ କାର୍ଡର ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ସମାଲୋଚନା କରିଛି ।…

ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର

ଭୁବନେଶ୍ଠର:ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁତ୍ର ଶିଶିର ଗମାଙ୍ଗ । ଏ ନେଇ ଆଜି ଏକ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାପା-ପୁଅ । ଉଭୟେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ…

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ…

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ: ବିଜେଡି

ଭୁବନେଶ୍ୱର: ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଯିବା ପରେ ଓଡ଼ିଶା ବିଜେପି ହତାଶ ହୋଇପଡିଥିବା ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି । ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପିର…

ଦୃଢ଼ୀଭୂତ ହେଲା ଚର୍ଚ୍ଚା, ବିଜେପି ଛାଡ଼ିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ । ହେଲେ କାର୍ଯ୍ୟକାରିଣୀକୁ ଆସି ନାହାଁନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଯାହାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ହେଉଥିଲେ ବି ନେତା ମୁହଁ ଖୋଲୁ ନାହାନ୍ତି । ତେବେ ଗମାଙ୍ଗ ବାପପୁଅ…

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ବିଜେପିର ମାନସ ମନ୍ଥନ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବ । ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ବସିବାକୁ ଥିବା ବେଳେ ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । ଆଗାମୀ ନିର୍ବାଚନରେ ବିଜେପି…

‘ଓଡିଶାର ଗରିବ ଲୋକଙ୍କ ଅଧିକାର ଛଡାଇ ନେଉଛି ବିଜେପି’

ଭୁବନେଶ୍ୱର: ବିଜେପି ସବୁବେଳେ ରାଜ୍ୟର ଗରିବ ଲୋକଙ୍କ ଅଧିକାରକୁ ଛଡାଇ ନେଇଛି । ଓଡ଼ିଶାର ଗରିିବଙ୍କୁ ମିଳିବାକୁ ଥିବା ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରହେଉ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ହେଉ ବିଜେପି ଏହାକୁ ଲୋକଙ୍କଠାରୁ ଛଡ଼ାଇ…