Latest Odisha News

BREAKING NEWS

Browsing Tag

Bjp

ନବୀନଙ୍କ ମହିଳା କାର୍ଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ କାଉଣ୍ଟର !

ଭୁବନେଶ୍ୱର: ଧାମନଗରରେ ପ୍ରଚାର ଜମିବ । ବିଜେଡିକୁ ଗୋଡ଼େ ଗୋଡ଼େ ଜଗିବ ବିଜେପି । ନାମାଙ୍କନ ସରିନି କି ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟର ରାଜନୀତି । ବୁଧବାର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ…

ଅର୍ଚ୍ଚନାଙ୍କୁ ନେଇ ରାଜନୀତି, କଣ କହିବେ ଭାଷା ପାଉନାହାଁନ୍ତି ନେତା

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ପୋଲିସର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଅର୍ଚ୍ଚନାଙ୍କ ରାକେଟ ପଛରେ ବଡ଼ ବଡ଼ ନେତା, ମନ୍ତ୍ରୀ ଅଛନ୍ତି । ସରକାରୀ ଦଳର ପ୍ରଛଦ ପ୍ରୋତ୍ସାହନରେ ଅର୍ଚ୍ଚନା ରାକେଟ ଚଳାଉଥିବା ଅଭିଯୋଗ କରିଛି ବିଜେପି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା,…

ବିଜେପିରୁ ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଦାଖଲ, ପ୍ରାର୍ଥୀ ଚୟନକୁ ନେଇ ଦୋଛକିରେ ବିଜେଡି ଓ କଂଗ୍ରେସ

ଭଦ୍ରକ: ଧାମନଗର ପାଇଁ ଛାତି ଧଡ଼ ଧଡ଼ । ମଙ୍ଗଳବାର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ବିଜେପି ରାଜ୍ୟ ସଭାପତି ସମୀର ଦାସଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାମିଲ୍…

ଉପନିର୍ବାଚନ ପାଇଁ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ବାପା ବିଷ୍ଣୁଙ୍କ ଭଳି ଧାମନଗର ନିର୍ବାଚନ ମଣ୍ଡଳୀରେ ପୁଅ ସୂର୍ଯ୍ୟବଂଶୀଙ୍କ ଭଲ ଲୋକ ସମ୍ପର୍କ ଥିବା କୁହାଯାଉଛି ।…

କ’ଣ କହୁଛି ଧାମନଗର ବିଧାନସଭା ନିର୍ବାଚନ ଇତିହାସ ? କାହା ପଲ୍ଲା କେତେ ଭାରି ?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ବିଜେପି ପୁଣି ଥରେ ଆସନ ଅକ୍ତିଆର କରିବ ବୋଲି ଦାବି କରିଥିବା ବେଳେ ବିଜେଡି କହିଛି ଏକତରଫା ବିଜୟ ହେବ । ହେଲେ ୨ ହଜାର ମସିହାରୁ ଆଜି ଯାଏ ୨୨ ବର୍ଷ ଭିତରେ ଧାମନଗରବାସୀ କୌଣସି ଗୋଟିଏ ଦଳ କି ପ୍ରାର୍ଥୀ ଉପରେ ଭରସା କରି…

ଧାମନଗର ସିଟ ଆମର ଥିଲା ଆମର ରହିବ: ବିରୋଧୀ ଦଳ ନେତା

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଭାରତୀୟ ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୫ରେ…

ଡିସିପି ଅଫିସ ଘେରାଉ କଲା ବିଜେପି 

ଭୁବନେଶ୍ୱର :  ପୁରୀର ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି  । ପୁରୀ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତାମାନେ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ…

ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା, ବିଜେପିରେ ମିଶିବେ !

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇମେଲ୍ ଯୋଗେ ଦଳର ସଭାପତିଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦ୍ୟରୁ ଇସ୍ତଫା ଦେଇଛନ୍ତି ତେଜେଶ୍ୱର । ଆଜି ଅପରାହ୍ଣରେ ତେଜେଶ୍ୱର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି ।…

୨୪ ପୂର୍ବରୁ ରାଜଧାନୀରେ ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ୨୦୨୪ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଥିବା ବେଳେ ଭୁବନେଶ୍ୱରରେ ଶାସକ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି । ଜନତା ମଇଦାନରେ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ…

ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବେ ନାହିଁ : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର :  ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ  ରାଜ୍ୟ ସରକାରଙ୍କ ଉପରେ…