Latest Odisha News

BREAKING NEWS

Browsing Tag

Bjp

ରାଜ୍ୟ ସରକାର ଦୁର୍ଯ୍ୟୋଧନ ମାନସିକତାରେ ଥିବାସହ , ଧୃତରାଷ୍ଟ୍ରଙ୍କ ରୋଗରେ ପୀଡ଼ିତ ଅଛନ୍ତି

ଭୁବନେଶ୍ୱର : ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେଇ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦବୋଧନ ଦେଇଛନ୍ତି  । ଜେପି ନଡ୍ଡାଙ୍କ ଉଦବୋଧନ ପୂର୍ବରୁ  କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ…

ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ ଜେ.ପି. ନଡ୍ଡା

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି. ନଡ୍ଡା  । ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତା ୩୦ ତାରିଖରେ କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଜେ ପି ନଡ୍ଡା  । କଟକ ଜିଲ୍ଲା ଓଲଟପୁରସ୍ଥିତ…

କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଓ ଢେଙ୍କାନାଳରେ ଥିବା ବିଭିନ୍ନ ରେଳ ଷ୍ଟେସନ…

‘ଦେଶରେ ସାରର ଘୋର ଅଭାବ’, ଜୟ ନାରାୟଣଙ୍କୁ ଏମିତି କାହିଁକି କହିଲା ବିଜେଡି ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହେଲାଣି । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ବିଜେପିର ଶୀର୍ଷ ନେତାଙ୍କୁ ଭେଟି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ଶାସକ ବିଜେଡି ଗ୍ରହଣ କରି ପାରିନି । ବିଜେଡି…

ବିଜେପିରେ ମିଶିବେ କ୍ୟାପଟେନ୍

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ଟାଣୁଆ ନେତା ବୋଲାଉଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ଧରିବେ ପଦ୍ମ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ପ୍ରମୁଖ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ବିଜେପି ରେ ଯୋଗ ଦେବେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ…

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର :  ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି  ଯାତ୍ରା।  ଏଥିରେ ବିଭିନ୍ନ ସାମାଜିକ କର୍ମୀଙ୍କୁ…

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି  । ସେ କହିଛନ୍ତି  ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ…

ପୀଡିତା ବାପାଙ୍କ ଅଭିଯୋଗ : ହୀନ ରାଜନୀତି କରୁଛି ପାରାଦ୍ଵୀପ ବିଜେପି

ପାରାଦ୍ଵୀପ :  ଅଗଷ୍ଟ ୨୬ ତାରିଖରେ ପାରାଦ୍ଵୀପ ଠାରେ ଆଶା କର୍ମୀ ବଳତ୍କାର ଘଟଣାକୁ ନେଇ ରାଜନୀତି ଆରମ୍ଭ ହେଇଯାଇଛି  । ଏହାକୁ ନେଇ ପାରାଦ୍ଵୀପ ବିଜେପି ହୀନ ରାଜନୀତି କରୁଥିବାର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ପୀଡିତା ଙ୍କ ବାପା  । ଘଟଣାକୁ ଭୁଲି ବଞ୍ଚିବା ପାଇଁ ଚେଷ୍ଟା…

ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ପୁରୀ: ବିଜେପିକୁ ଧୋକା ଦେଇଛି ବିଜେଡି । ଆମେ ବିଜେଡି ସାଙ୍ଗରେ ୯ ବର୍ଷ ଥିଲୁ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଏବେ ଆମେ ପ୍ରତିଶୋଧ ନେବୁ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । କେନ୍ଦ୍ରରେ ସଂଖ୍ୟା…