Latest Odisha News

BREAKING NEWS

Browsing Tag

Bjp

ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ପୁରୀ: ବିଜେପିକୁ ଧୋକା ଦେଇଛି ବିଜେଡି । ଆମେ ବିଜେଡି ସାଙ୍ଗରେ ୯ ବର୍ଷ ଥିଲୁ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଏବେ ଆମେ ପ୍ରତିଶୋଧ ନେବୁ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । କେନ୍ଦ୍ରରେ ସଂଖ୍ୟା…

ଆରଏସଏସ ପୋଷାକରେ ନିଆଁ ଲଗାଇ ଟୁଇଟ କଲା କଂଗ୍ରେସ

ଭୁବନେଶ୍ୱର :  ଦେଶ ରାଜନୀତିରେ କଂଗ୍ରେସର ଭାରତ  ଯୋଡ଼ୋ ଯାତ୍ରା କୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି  ।  ଏହି ଯାତ୍ରା ଦିନକୁ ଦିନ ଯେତେ ଆଗକୁ ଯାଉଛି କଂଗ୍ରେସ ନିଜ ସ୍ଥିତିକୁ ସେତେ ଶକ୍ତିଶାଳୀ କରିବାରେ ଲାଗିଛି  । କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଏହି ପଦଯାତ୍ରାକୁ ନେଇ…

ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା

ଭୁବନେଶ୍ୱର :  କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା  ଓଡ଼ିଶାରେ  ହେବାକୁ ଯାଉଛି  । ଓଡିଶାରେ "ଭାରତ ଯୋଡ" ପଦଯାତ୍ରା  ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ ।…

ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ନିଷ୍କ୍ରିୟ ରହିଛନ୍ତି – କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ : ଓଡିଶା ଗ୍ରସ୍ତରେ ଆସିଛନ୍ତି  କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।  ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଆଜି କଟକ  ଜିଲ୍ଲାରେ  ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା…

ବିଜେଡିକୁ ଟକ୍କର ଦେଇପାରିବ କି ବିଜେପି?

ଓଡ଼ିଶା ସମ୍ବାଦ: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଜାତୀୟ ରାଜନୀତିରେ କଂଗ୍ରେସ, ଆପ ନିର୍ବାଚନ ପ୍ରଚାର ଜୋରସୋରରେ ଚଳାଇଥିବାବେଳେ କେନ୍ଦ୍ରରେ ବିଜେପି ମଧ୍ୟ ପଛରେ ନାହିଁ । କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ୨୦୦୯ରୁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ୩୦ ଆସନ ଟପିପାରୁନାହିଁ ।…

ଫୋକସରେ ୨୦୨୪, ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଫୋକସରେ ୨୦୨୪, ନଜରରେ ଓଡ଼ିଶା । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଶାସନରେ ଥିବା ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି । ଚଳିତ ମାସ ତୃତୀୟ ସପ୍ତାହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଥିବା ବେଳେ କଂଗ୍ରେସ ବି…

ବନ୍ୟା କ୍ଷୟକ୍ଷତି ରିପୋର୍ଟର ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର

ଭୁବନେଶ୍ୱର : ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାର ବନ୍ୟା କ୍ଷୟକ୍ଷତି ଆକଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି  । ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ ଆଧାରରେ ୧୨୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ? ମିଛ…

ବିଜେପି ଯୁବ ମୋର୍ଚ୍ଚାର ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ବିଜେଡି ନେତା ମଦପିଇବା ଘଟଣାସହ ଗଣ୍ଡଗୋଳ କରିଥିବାର ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଜେଡିକୁ ଟାର୍ଗେଟ କରିଛି  ।  ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ବିଜେଡି ସରକାରଙ୍କୁ ଘେରିଥିଲେ  । ରାଜ୍ୟରେ…

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର…

ବିଜେପିର ମିଶନ TWO ସହ ସୁନୀଲଙ୍କ ସମ୍ପର୍କ

ଭୁବନେଶ୍ୱର : ଆଜିଠୁ ଓଡିଶା ଗ୍ରସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ  । ଓଡିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ  । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୁଇଦିନ  ଓଡ଼ିଶା ଗସ୍ତର ଆସିଥିବା ବେଳେ ଓଡିଶାରେ ବିଜେପି ସରକାର ଗଠନ ହେବାକୁ…