Latest Odisha News

BREAKING NEWS

Browsing Tag

Bollywood Actor

ନିଜ ରେଟ କମାଇଲେ ଅକ୍ଷୟ , ରଖିଲେ ବଡ ବୟାନ

ମୁମ୍ବାଇ: ନିଜ ଦର କମାଇଲେ ଅକ୍ଷୟ କୁମାର । ଯେତିକି ନେଉଥିଲେ ତା’ଠାରୁ ୩୦ରୁ ୪୦ ପ୍ରତିଶତ ଦର କମାଇଲେ ଆକ୍ସନ ହିରୋ । ତେବେ କାହିଁକି ଏମିତି ନିଷ୍ପତି ନେଲେ ଏଇ ପପୁଲାର ଆାକ୍ଟର ? ସବୁଠାରୁ ଅଧିକ ଫିଲ୍ମ  ଭେଟି ଦେଉଥିବା ଅଭିନେତା ହେଉଛନ୍ତି ଅକ୍ଷୟ କୁମାର ।  ଚାହିଦା  ରହିଛି ।…

ଆଜି କୋର୍ଟରେ ହାଜର ହେବେ ଅରମାନ୍‌ କୋହଲି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦିନ ବଲିଉଡ୍‌ ଅଭିନେତା ଅରମାନ କୋହଲିଙ୍କ ଜୁହୁସ୍ଥିତ ବାସଭବନରେ ଚଢାଉ ପରେ ଅରମାନଙ୍କୁ ଅଟକ ରଖି ତାଙ୍କୁ ଜେରା କରିଥିଲା। ସେଠାରୁ କିଛି ପରିମାଣର କୋକେନ ଜବତ କରିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ଅଭିନେତାଙ୍କୁ ଆଜି…

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁମ୍ବାଇ: ଆରପାରିରେ ବଲିଉଡ ଅଭିନେତା ଫରାଜ ଖାନ୍ । ବୁଧବାର ତାଙ୍କ ଦେହାନ୍ତ ହୋଇଛି । ବେଙ୍ଗଳୁରୁ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ‘ଫରେବ’ ଓ ‘ମେହେନ୍ଦୀ’ ଭଳି…

ସ୍ମୃତିରେ ଅଶୋକ କୁମାର…

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ କଳାକାର ଅଶୋକ କୁମାରଙ୍କ ଜନ୍ମ ୧୩ ଅକ୍ଟୋବର ୧୯୧୧ରେ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ମହାନ୍‌ କଳାକାରଙ୍କ ମୂଳ ନାମ କୁମୁଦଲାଲ କୁଞ୍ଜୀଲାଲ…

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ସଂଜୁ ବାବା । ଫୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥିବା ଅଭିନେତା ସଂଜୟ ଦତ୍ତଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯିବ । ଏହା ପୂର୍ବରୁ ଶନିବାର…

ସଂଜୟ ଦତ୍ତଙ୍କୁ ଫୁସଫୁସ୍ କ୍ୟାନସର, ଚିକିତ୍ସା ପାଇଁ ଯିବେ ଆମେରିକା

ମୁମ୍ବାଇ: ସଞ୍ଜୟ ଦତ୍ତ ଫ୍ୟାନଙ୍କ ପାଇଁ ଖରାପ ଖବର । ସଞ୍ଜୁ ବାବାଙ୍କୁ କ୍ୟାନସର । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଜ ଥ୍ରୀ ଆଡଭାନ୍ସ କ୍ୟାନସର ହୋଇଛି । ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ସୂଚନା ମିଳିଛି । ତେବେ ଏଯାଏଁ ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା…

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

ବାପା ହେଲେ ଅଫତାବ ଶିବଦାସନି

ମୁମ୍ବାଇ: ବଲିଉଡ ଅଭିନେତା ଅଫତାବ ଶିବଦାସନି ଓ ପତ୍ନୀ ନିନ ଦୁସଂଜ ପିତା ମାତା ହୋଇଛନ୍ତି । ଆଜି ସେମାନଙ୍କର ଗୋଟିଏ ଝିଅ ହୋଇଛି । ୨୦୧୪ ମସିହାରେ ଏହି ଦମ୍ପତ୍ତି ବିବାହ କରିଥିଲେ । ଝିଅ ଜନ୍ମ ହେବା ପରେ ସେମାନେ ବେଶ୍ ଖୁସି ଅଛନ୍ତି । ଅଫତାବ ୧୯୯୯ ମସିହାରେ ଚଳଚ୍ଚିତ୍ର ମସ୍ତ ଜରିଆରେ…

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ମୁମ୍ବାଇ: ଆଜିକୁ ପ୍ରାୟ ୧୫ ଦିନ ପୂର୍ବରୁ ବଲିଉଡ଼ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟ ହୋଇଥିଲା । ଏହି ମୃତ୍ୟୁ ସମ୍ପର୍କୀତ ଭିସେରା ରିପୋର୍ଟ ଫୋରେନସିକ୍ ଲ୍ୟାବରୁ  ଆସିଥିବା ସୂଚନା ମିଳିଛି । ଏହି ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ଅଭିନେତାଙ୍କ ଶରୀରରେ…

ସୁଶାନ୍ତଙ୍କ ମୃତ୍ୟୁ: ଶୋକାତୁରା ଯୁବତୀ ହାରିଲେ ଜୀବନ !

ବିଶାଖାପାଟଣା: ବଲିଉଡର ଶାନ୍ତଶିଷ୍ଟ ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନଙ୍କୁ ବ୍ୟଥିତ କରିଦେଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର ଅନେକ ସ୍ଥାନରେ ତାଙ୍କର ଫ୍ୟାନ୍ ଶୋକରେ ଜୀବନ ହାରିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ…