Latest Odisha News

BREAKING NEWS

Browsing Tag

Book Notice

ପୁସ୍ତକ ପରିଚୟ : ଧାନ ସାଉଁଟା ଝିଅ

ଧାନ ସାଉଁଟା ଝିଅ କବି : ହୃଷିକେଶ ମଲ୍ଲିକ ପ୍ରକାଶକ : ବ୍ଲାକ ଇଗଲ ପବ୍ଲିକେସନ ପୃଷ୍ଠା : ୯୨ ମୂଲ୍ୟ : ୧୪୫ ଓଡ଼ିଆ ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା, ଓଡ଼ିଆ ଗଦ୍ୟ, ପଦ୍ୟ, ସମାଲୋଚନାରେ ଦକ୍ଷ, ଅଧ୍ୟାପନା ଓ ସମ୍ପାଦନାରେ ପାରଙ୍ଗମ,  ଆଧୁନିକ ଓଡ଼ିଆ ସାହିତ୍ୟର ପଞ୍ଚ ସଖାଙ୍କ…

ପୁସ୍ତକ ପରିଚୟ : କବିତା ସାରା ଜୀବନ

କବିତା ସାରା ଜୀବନ କବି : ସମରେନ୍ଦ୍ରନାଥ ମହାପାତ୍ର ପ୍ରକାଶକ : ଶ୍ରଦ୍ଧା ପବ୍ଲିକେସନ " କବିତା ପାଇଁ ସହିଲି ସବୁକିଛି ।ତଥାପି ଲେଖି ପାରିଲି ନାହିଁ କବିତାଟିଏ ଏଯାଏଁ ଠିକ୍ ସେ ଠିକ୍ ବାଗରେ ।ହୃଦୟରୁ ଚିପୁଡା , ରକ୍ତରେ ନିଗିଡା , ହାଡରେ ଗହୀରା ଶବ୍ଦ ମାନେ ଯେ ବହିଯାଆନ୍ତି ନିବିଡ…

ପୁସ୍ତକ ପରିଚୟ : ଅବୋଲକରା

ଅବୋଲକରା ଗାଳ୍ପିକ : ରାଜ କିଶୋର ଦାସ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର -୨ ପୃଷ୍ଠା : ୧୩୬ ମୂଲ୍ୟ : ୧୦୦ ଗପଟେ ଲେଖିଲା ବେଳେ ଗାଳ୍ପିକ ଏକ ଚରିତ୍ରକୁ ଆଧାର କରି ଘଟଣା ପ୍ରବାହ ସହ କାହାଣୀକୁ ଗତିଶୀଳ କରନ୍ତି । କିନ୍ତୁ ପୁରା ଗଳ୍ପ ସଙ୍କଳନ ଯେତେବେଳେ କେବଳ ଗୋଟିଏ ଚରିତ୍ର ସହ…

ପୁସ୍ତକ ପରିଚୟ : ଈଶ୍ୱରଙ୍କ ଭାଡ଼ି

ଈଶ୍ୱରଙ୍କ ଭାଡ଼ି କବି : ବଳରାମ ପୂଜାରୀ ପ୍ରକାଶକ : ପେନ ଇନ ବୁକ୍ସ ଭୁବନେଶ୍ୱର ପୃଷ୍ଠା : ୧୨୮ ମୂଲ୍ୟ : ୧୯୯ କବିତା ଯାହା ମନକୁ ଛୁଏଁ, ଯାହା ହୃଦୟରେ ଆବେଗ ଭରେ, ଯାହା ପ୍ରାଣକୁ ପୁଲକିତ କରେ, ଯାହା ସବୁ ଅନୁଭବରେ ଜୀବନ ଭରିପାରେ, ସେ ହିଁ ଯେ ନିର୍ଜୀବକୁ ବି ଦେଇପାରେ ମୋକ୍ଷ,…

ପୁସ୍ତକ ପରିଚୟ : ପଣତ କାନିରେ ଘର

ପଣତ କାନିରେ ଘର ଗାଳ୍ପିକା : ଗାୟତ୍ରୀ ସରାଫ ବ୍ଲାକ ଇଗଲ ବୁକସ ଉଇସଡମ ଲେନ , ଡବଲିନ ୪୩୦୧୬ ପୃଷ୍ଠା : ୧୬୧ ମୂଲ୍ୟ : ୨୦୦ ଗପଟିଏ ପଢ଼ିଲେ ତା ଭିତରେ ଥିବା ଚରିତ୍ରମାନଙ୍କ ଭିତରେ ବ୍ୟକ୍ତି ନିଜେ ଚରିତ୍ରଟିଏ ହୋଇଯାଏ । ସେଇ ଅନୁସାରେ ନିଜକୁ ହଜେଇଦିଏ । ଗାଳ୍ପିକା ଗାୟତ୍ରୀ…

ପୁସ୍ତକ ପରିଚୟ : ଅହଲ୍ୟା

ଉପନ୍ୟାସ- ଅହଲ୍ୟା ଔପନ୍ୟାସିକା- ସ୍ବର୍ଣ୍ଣଲତା ମହାପାତ୍ର ପ୍ରକାଶକ- ବ୍ଲାକ ଇଗଲ ବୁକ୍ସ,ଉଇସ୍ଡଡ଼ମ୍ ଲେନ୍,ଡ଼ବଲିନ୍,ଆମେରିକା ମୂଲ୍ୟ-୨୧୦ଟଙ୍କା  ପୃଷ୍ଠା-୧୭୬ "ଅହଲ୍ୟା" କହିଲେ ମନକୁ ସ୍ୱତଃ ଚାଲି ଆସନ୍ତି ପ୍ରଭୁ ରାମଚନ୍ଦ୍ର ଓ ଋଷି ଗୌତମ । ଯୁଗ ଯୁଗ ଧରି ଶିଳାରେ ପରିଣତ ହୋଇଥିବା…

ପୁସ୍ତକ ପରିଚୟ : ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମୂଳ ବଙ୍ଗଳା : ଶେଖ ମକବୁଲ ଇସଲାମ ଅନୁବାଦ : ପ୍ରଦୀପ କୁମାର ରାୟ ପ୍ରକାଶକ ଆଦିତ୍ୟ ଭାରତ ଇ ୩୯୫ , ସେକ୍ଟର - ୬ ସିଡିଏ କଟକ - ୭୫୩୦୧୪ ପୃଷ୍ଠା : ୯୪ ମୂଲ୍ୟ : ୧୨୦ ଟଙ୍କା ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବ ଶାସ୍ତ୍ର ଏବଂ…

ପୁସ୍ତକ ପରିଚୟ : ରେଡରୋଜ

ରେଡରୋଜ ଗାଳ୍ପିକା : ସ୍ବର୍ଣ୍ଣଲତା ମହାପାତ୍ର ପ୍ରକାଶକ : ପଶ୍ଚିମା ପବ୍ଲିକେଶନ୍ ନୟାପଲ୍ଲୀ, ଭୁବନେଶ୍ୱର-୧୨ ପୃଷ୍ଠା : ୧୬୦ ମୂଲ୍ୟ : ୧୩୦ ଚବିଶଟି ଗଳ୍ପକୁ ନେଇ ଗାଳ୍ପିକା ସ୍ଵର୍ଣ୍ଣଲତା ମହାପାତ୍ରଙ୍କର ଗଳ୍ପ ସଙ୍କଳନ ରେଡରୋଜ ଏକ ସ୍ୱତନ୍ତ୍ର ସୃଷ୍ଟି । ଅତି ସରଳ, ସାଧାରଣ…

ପୁସ୍ତକ ପରିଚୟ : ପ୍ରୀତିନୀଡ଼

କବିତା ସଙ୍କଳନ : ପ୍ରୀତିନୀଡ଼ କବି : ନିରଞ୍ଜନ ସେଠୀ ପ୍ରକାଶକ : ସାଇସ୍ମୃତି ପବ୍ଲିକେଶନ ଏଲ . ପି ୮୩୨ ଓ ୮୩୪ ପ୍ରଶାନ୍ତି ବିହାର , ପଟିଆ ଭୁବନେଶ୍ୱର, ଯୋଗାଯୋଗ : ୮୯୮୪୬୯୨୨୨୯  ପୃଷ୍ଠା : ୧୩୭ ମୂଲ୍ୟ : ୧୬୦ କବିତା କହିଲେ ପ୍ରଥମେ ଭାବ, ଲୟ , ଏବଂ ଶବ୍ଦ ମାଧୁର୍ଯ୍ୟ କଥା…

ପୁସ୍ତକ ପରିଚୟ : ହୄଦୟକୁ ରାସ୍ତା

ହୄଦୟକୁ ରାସ୍ତା ଗାଳ୍ପିକା : ଡ.ସୁଚିତ୍ରା ରଥ ପ୍ରକାଶନ: ସାଇ ଯମୁନା ପବ୍ଲିକେଶନ୍ସ ଝାଞ୍ଜିରୀମଙ୍ଗଳା, କଟକ ମୂଲ୍ୟ : ୧୫୦ଟଙ୍କା ପୄଷ୍ଠା: ୧୩୬ ଗାଳ୍ପିକା ଡକ୍ଟର ସୁଚିତ୍ରା ରଥଙ୍କ ଗଳ୍ପ ସଙ୍କଳନ 'ହୄଦୟକୁ ରାସ୍ତା' ବାଇଶିଟି ଗଳ୍ପକୁ ନେଇ ବେଶ୍ ପରିପୂର୍ଣ୍ଣ ତା' ନିଜସ୍ବପଣରେ ।…