Latest Odisha News

BREAKING NEWS

Browsing Tag

Brahmapur

୧୫୦ ବ୍ଲକରେ ଖୋଲିବ ଶ୍ରମ କାର୍ଯ୍ୟାଳୟ: ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର : ଶ୍ରମିକମାନଙ୍କ ପାଖରେ ସରକାରୀ ଯୋଜନା ଓ ସେବା ଯୋଗାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟର ୧୫୦ଟି ବ୍ଲକରେ ସହକାରୀ ଶ୍ରମ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ଜଣେ ସହକାରୀ ଶ୍ରମ ଅଧିକାରୀ ନିୟୋଜିତ ରହିବ । ଏହି କାର୍ଯ୍ୟାଳୟ…

ଆହାର କେନ୍ଦ୍ର ସମୀକ୍ଷା କଲେ, ୫ଟଙ୍କିଆ ଭାତ ଡାଲମା ଖାଇଲେ ବିଇଏମସି କମିଶନର

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଆହାର କେନ୍ଦ୍ରଗୁଡ଼ିକରେ ଖାଦ୍ୟର ମାନ ଏବଂ ସଫେଇକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଥିଲା । ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ନିଜେ ଆହାର କେନ୍ଦ୍ରକୁ ଯାଇ ଭୋଜନ କରିବା ସହ ସମୀକ୍ଷା କରିଛନ୍ତି। ନୂଆ ବସଷ୍ଟାଣ୍ଡସ୍ଥିତ ‘ଆହାର’…

୧୫ ଦିନ ଭିତରେ ଅର୍ଦ୍ଧନିର୍ମିତ ଡ୍ରେନ୍‌, ରାସ୍ତା କାମ ଶେଷ କରିବାକୁ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ବର୍ଷା ସମୟରେ ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ରୂପ ନେଉଛି । ସୋମବାର ଏହାର ଉଦାହରଣ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେଲା ସହରରେ କେତେକ ରାସ୍ତା ଏବଂ ଡ୍ରେନ୍‌ ନିର୍ମାଣ ଚାଲିଥିବା ଯୋଗୁ ସମସ୍ୟା ଅଧିକ ସାଂଘାତିକ ହୋଇଯାଇଥିଲା । କାରଣ ବର୍ଷା ସମୟରେ…

୧୦ ଜିଲ୍ଲାର ‘ଆହାର’ରେ ବ୍ରହ୍ମପୁର ଆଚାର

ବ୍ରହ୍ମପୁର:ବ୍ରହ୍ମପୁର ଆଚାରର ପ୍ରସିଦ୍ଧି ଦେଶ ବିଦେଶରେ ରହିଛି । ଦୂରଦୂରାନ୍ତରରୁ ଲୋକମାନେ ବ୍ରହ୍ମପୁର ଆସନ୍ତି ଆଚାର କିଣିବା ପାଇଁ । ବ୍ରହ୍ମପୁର ଆଚାରର ଏହି ସ୍ବତନ୍ତ୍ରତା ବର୍ତ୍ତମାନ ମହିଳାଙ୍କ ସଶକ୍ତିକରଣ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ମିଶନ ଶକ୍ତି ଏବଂ…

‘ଅଗ୍ନିପଥ’ ହିଂସା ଆଶଙ୍କାରେ ବ୍ରହ୍ମପୁର ଷ୍ଟେସନରେ କଡ଼ା ସୁରକ୍ଷା

ବ୍ରହ୍ମପୁର: 'ଅଗ୍ନିପଥ' ବିରୋଧରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଶେଷ କରି ପଡୋଶୀ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଟ୍ରେନରେ ନିଆଁ ଲଗାଇଦେବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଯାଇଛି ରେଳ ବିଭାଗ। ବ୍ରହ୍ମପୁର ରେଳ…

ବ୍ରହ୍ମପୁରରେ ‘ଅଗ୍ନିପଥ’କୁ ତୀବ୍ର ବିରୋଧ

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ' ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ମଧ୍ୟ ଏହାର ପ୍ରଭାବ ପଡିଛି। ବିଭିନ୍ନ ସଂଗଠନ ଏବଂ ସେନାରେ ନିଯୁକ୍ତି ଆଶାୟୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ବାହ୍ନରେ ବହୁ ସଂଖ୍ୟକ ସେନା…

ଉଦ୍ଧାର ଚୋରି ସାମଗ୍ରୀ ଦୋକାନୀଙ୍କୁ ଫେରାଇଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଇଞ୍ଜିନିୟରିଂ ସ୍କୁଲ ଛକରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପରେ ସେଗୁଡିକୁ ସଂପୃକ୍ତ ଦୋକାନୀମାନଙ୍କୁ ଫେରାଇ ଦିଆଯାଇଛି। କେବଳ ସାମଗ୍ରୀ ନୁହଁ ଚୋରଙ୍କ ଠାରୁ ଜବତ ହୋଇଥିବା ନଗଦ ଟଙ୍କା ଏବଂ ମୋବାଇଲକୁ ମଧ୍ୟ ଦୋକାନୀଙ୍କୁ ଫେରାଇଛି ବ୍ରହ୍ମପୁର ପୋଲିସ । ଗତ ମେ’ ୨୭ ତାରିଖ ଓ…

ପ୍ଲାଷ୍ଟିକ ବୋତଲ ଦେଲେ ଖାଦ୍ୟରେ ରିହାତି

ବ୍ରହ୍ମପୁର: ବ୍ରହ୍ମପୁରକୁ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ଆଉ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି । ପୁରୁଣା ବସ ଷ୍ଟାଣ୍ଡ ଠାରେ ରିଭର୍ସ ଭେଣ୍ଡିଂ ମଶିନ(ଆର୍‌ଭିଏମ୍‌)ନାମକ ଏକ ସ୍ୱତନ୍ତ୍ର ମେସିନ୍ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ପ୍ଲାଷ୍ଟିକ, ପଲିଥିନ ଆଦି ପକାଇଲେ ବଦଳରେ ଏକ ରସିଦ…

ହସପିଟାଲ କିଣାବିକାରେ ୩.୪୩ କୋଟି ଠକେଇର ଶିକାର ଡାକ୍ତର

ବ୍ରହ୍ମପୁର:ହସ୍‌ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ବ୍ରହ୍ମପୁରରେ ଗରିବଙ୍କୁ ମିଳୁଛି ‘ବସ୍ତ୍ର ଉପହାର’; ୮ ମାସରେ ୩୦ ହଜାର ପୋଷାକ

ବ୍ରହ୍ମପୁର: ମଣିଷର ସର୍ବନିମ୍ନ ଆବଶ୍ୟକତା ଭିତରେ ରହିଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ । ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରେ ଖାଦ୍ୟ ଏବଂ ବାସଗୃହ ମିଳୁଥିଲା । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତ୍ର ମଧ୍ୟ ଯୋଗାଇ ଦିଆଯିବ । ଅସହାୟ ଏବଂ ଆବଶ୍ୟକକାରୀଙ୍କୁ ବସ୍ତ୍ର…