Latest Odisha News

BREAKING NEWS

Browsing Tag

Bridge Collapsed

ଏନ୍ଏଚ୍-୧୬ରେ ବ୍ରିଜ୍ ଦବିବା ଘଟଣା, ନିର୍ମାଣଗତ ତ୍ରୁଟି ବୋଲି କହିଲା ଏନ୍ଏଚ୍ଆଇ

ଯାଜପୁର: ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ରେ ଯାଜପୁର ରସୁଲପୁର ନିକଟରେ ବ୍ରିଜ୍ ଦବି ଯାଇଛି । ଫଳରେ ଏନ୍ଏଚ୍-୧୬ରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ମଙ୍ଗଳବାର ସକାଳୁ ବାଲେଶ୍ୱର-ଭୁବନେଶ୍ୱର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ,…

[ଦେଖନ୍ତୁ ଭିଡିଓ] ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ୍, ୩୦ଟି ଗାଁ ସହ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ନୂଆପଡ଼ା: ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁ ସହ ପଡ଼ୋଶୀ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର…

ବ୍ରିଜ ସ୍ଲାବ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର: କେମିତି ଓ କିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରଠାରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିଲା ? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ…

ରେଲୱେ ଓଭରବ୍ରିଜ୍ ଭୁଶୁଡିବା ଘଟଣା; ଜାଣନ୍ତୁ, କେଉଁସବୁ ଟ୍ରେନ୍ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ରେଲୱେ କ୍ରସିଂ ନିକଟରେ ଥିବା ଏକ ନିର୍ମାଣଧିନ ଓଭରବ୍ରିଜ ଗତକାଲି ରେଳଧାରଣା ଉପରେ ଭୁଶୁଡି ପଡିଯାଇଥିଲା । ଯାହାଫଳରେ ଖୋର୍ଦ୍ଧା-ଖଡଗପୁର ରୁଟରେ ଅନେକ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ବେଳେ ଆଉ କିଛି ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ…

ଗୁଜୁରାଟରେ ଭାଙ୍ଗିଲା ବ୍ରିଜ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁଜୁରାଟ: ଗୁଜୁରାଟର ଜୁନାଗଡ ଠାରେ ଅବସ୍ଥିତ ଏକ ପୋଲ୍ ରବିବାର ଦିନ କୌଣସିକାରଣ ବଶତଃ ଭାଙ୍ଗିଯାଇଥିଲା । ଯାହାକୁ ନେଇ ଦେଖଣାହାରୀଙ୍କ ମଧ୍ୟରେ ଅଚାନକ କିଛି ସମୟ ଲାଗି ଆତଙ୍କ ଖେଳିଯାଇଥିଲା । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…