Latest Odisha News
Browsing Tag

Budget Session

ସରିଲା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ, ଗୃହ ମୁଲତବି

ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନ ଶେଷ ହୋଇଛି । ଏଥିସହ ବିଧାନସଭାକୁ ବାଚସ୍ପତି ଆସନ୍ତା ୧୦ ତାରିଖ ଯାଏ ମୁଲତବି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷ ଦିନରେ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରାବାହିନୀ ପତି ଗ୍ୟାସ…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ମାଗଣା ଚାଉଳ,…

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ୨ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ପ୍ରେସ୍ ଗ୍ୟାଲେରି

ଭୁବନେଶ୍ୱର: ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନରେ ସାମ୍ବାଦିକଙ୍କ ଲାଗି ପ୍ରେସ୍ ଗ୍ୟାଲେରି ଓ ସାଧାରଣ ଲୋକଙ୍କ ପାଇଁ ଭିଉର୍ସ ଗ୍ୟାଲେରି ପୁଣି ଥରେ ଖୋଲିବ ବୋଲି ଜଣାପଡ଼ିଛି । ଆଜି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏନେଇ…

ଫେବ୍ରୁଆରୀ୨୧ରୁ ବଜେଟ ଅଧିବେଶନ, ୨୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର :ଆସନ୍ତା ୨୧ ତାରିଖରୁଆରମ୍ଭ ହେବ  ବିଧାନସଭା ବଜେଟ ଅଧିବେଶନ । ଫେବ୍ରୁଆରୀ ୨୧ରୁ ଆରମ୍ଭହୋଇ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୩-୨୪ ପାଇଁ ବଜେଟ ଏହି ଅଧିବେଶନରେ ଉପସ୍ଥାପନ କରାଯିବ । ହେଲେ ତା ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ୨୦ ତାରିଖରେ ସର୍ବଦଳୀୟ…

ଜାନୁଆରୀ ୩୧ ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ ରୁ ଆରମ୍ଭ ହେବ  ଚଳିତ ବର୍ଷ ସଂସଦ ଅଧିବେଶନ ।   ୨୦୨୩ ବଜେଟ୍ ଅଧିବେଶନ ଏପ୍ରିଲ ୬ ‌ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସମୁଦାୟ ୨୭ଟି ବୈଠକ ବସିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି…

ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଇରଙ୍ଗପୁରପୁରରୁ ରାଇସିନା ହିଲ୍ ଯାଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ । ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ମହାମହିମ ମୁର୍ମୁ  । ପ୍ରଥମ ଥର ପାଇଁ ସେ ଆଗାମୀ ବଜେଟ୍ ଅଧିବେଶନକୁ ଉଦଘାଟନ କରିବାକୁ ଯାଉଛନ୍ତି । ଜାନୁଆରୀ…

ଶେଷ ହେଲା ବଜେଟ୍ ଅଧିବେଶନ: ଦରମା ବଢ଼ିବା ନିଷ୍ପତ୍ତି ନେବ କମିଟି

ଭୁବନେଶ୍ବର:  ଶେଷ ହେଲା ବଜେଟ୍ ଅଧିବେଶନ (ମୈାସୁମୀ ଅଧିବେଶନ) ।  ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି  । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ  । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା…

ଦିନକ ଆଗରୁ ସରିଗଲା ସଂସଦର ବଜେଟ ଅଧିବେଶନ, ୧୨୯ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: ଆଜି ସରିଲା ସଂସଦର ବଜେଟ ଅଧିବେଶନ । ଧାର୍ଯ୍ୟ ସମୟର ଦିନକ ଆଗରୁ ସରିଯାଇଛି ବଜେଟ ଅଧିବେଶନ । ୨୭ଟି କାର୍ଯ୍ୟ ଦିବସ ଅର୍ଥାତ୍ ୧୭୭ ଘଣ୍ଟା ୫୦ ମିନିଟ ଚାଲିଲା । ଲୋକସଭାରେ ଶେଷ ଦିନ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି । ତା ସହିତ ଏହି ଅଧିବେଶନ ୧୨୯ ପ୍ରତିଶତ ଫଳପ୍ରଦ…

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନ ବି ସଂପୂର୍ଣ୍ଣ କୋଭିଡ କଟକଣାରେ ବିଧାନସଭା ଚାଲିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ ଓ ସାମ୍ବାଦିକମାନଙ୍କର କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।…

୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ ଦିନିଆ ଅଧିବେଶନ । ତାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଆଜି ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ସୁରୁଖୁରୁରେ…