Latest Odisha News

BREAKING NEWS

Browsing Tag

Chhatishgarh

[ଦେଖନ୍ତୁ ଭିଡିଓ] ବାପା ଖୋଳିଥିବା ବୋରୱେଲରେ ପଡ଼ିଗଲା ୧୦ ବର୍ଷର ପୁଅ, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ୮୦ ଫୁଟ୍ ତଳେ ୧୦ ବର୍ଷ ଛୁଆ । ବାପା ଖୋଳିଥିବା ବୋରୱେଲରେ ଫସିଲା ପୁଅ । ଚାଷ ପାଇଁ ବାପା ଘର ପଛପଟେ ବୋରୱେଲ୍ ଖୋଳିଥିଲେ । ହେଲେ ପାଣି ନମିଳିବାରୁ ପୋତିଲେନି, ସେମିତି ଛାଡ଼ି ଦେଇଥିଲେ । ଏବେ ସେ ବୋରୱେଲରେ ଫସିଛି ପୁଅ । ଏଭଳି ଘଟଣା ଘଟିଛି ଛତିଶଗଡ଼ର ଜଞ୍ଜଗିର ଚମ୍ପା ଜିଲ୍ଲାରେ…

ମାଓବାଦୀଙ୍କ ଭାରତ ବନ୍ଦ ପୂର୍ବରୁ ହିଂସା, ଜାଳିଦେଲେ ୮ରୁ ଅଧିକ ଗାଡ଼ି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମାରେ ଲାଲ୍ ବାହିନୀ ହିଂସାକାଣ୍ଡ ଘଟାଇଛନ୍ତି । ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର ମାଓବାଦୀ । ୩୦ ନମ୍ବର ଜାତୀୟ ରାଜପଥର ଏରାବୋର ଅଞ୍ଚଳରେ ନକ୍ସଲ ମାନେ ହିଂସାକାଣ୍ଡ ଘଟାଇ ଥିବା…

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ…

ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ

ମାଲକାନଗିରି: ବିଜାପୁରରେ ପୁଣି ଲାଲବାହିନୀର ଆତଙ୍କରାଜ । ଯବାନଙ୍କୁ ଅପରହଣ ପରେ ମୁକ୍ତ କରିବାକୁ ୨୪ ଘଣ୍ଟା ବିତିନି । ପୁଣି ଆଉ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଖବର…

ପଶ୍ଚିମ ଓଡ଼ିଶା ଯିବାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମୁଖ୍ୟତଃ କରୋନା ସଂକ୍ରମଣ ମାମଲା ବଢ଼ିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାବ୍ୟକ୍ତ କରିଛନ୍ତି । ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବାରୁ ମୁଖ୍ୟ ଶାସନ ସଚିବ,…

ଅନ୍ତର୍ଜାତୀୟ ମହିଳା ଦିବସରେ ସଶସ୍ତ୍ର ମାଓବାଦୀଙ୍କ ପ୍ରଜାମେଳି, ପୋଲିସକୁ ଚ୍ୟାଲେଞ୍ଜ

ମାଲକାନଗିରି: ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ମହିଳାଙ୍କୁ ସଶସ୍ତ୍ର ଓ ମଜଭୁତ୍ ଲାଗି ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବା ବେଳେ ପ୍ରଜାମେଳି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ…

୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

କୋରାପୁଟ: ପୋଲିସକୁ ବଡ଼ ସଫଳତା । ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ବିପୁଳ ପରିମାଣର ଜାଲ୍ ନୋଟ୍ ନେଇ ଏକ କାରରେ ୩ ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିଛି । ଏନେଇ ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି । ସୂଚନା…