Latest Odisha News
Browsing Tag

CM Naveen Pattanaik

ପିପିଲି ଉପନିର୍ବାଚନ: କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଜୁନିଅର ମହାରଥୀଙ୍କ ପାଇଁ ମାଗିବେ ଭୋଟ 

ଭୁବନେଶ୍ବର: ପିପିଲିରେ ଉପନିର୍ବାଚନ ତାତି । ଭୋଟରଙ୍କ ମନ ଜିତିବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି ସବୁ ଦଳର ନେତା ଓ କର୍ମୀ । ଆସନ୍ତାକାଲି ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ପିପିଲି ବ୍ଳକ୍ ଓ ଏନଏସି ପାଇଁ କରିବେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ…

ପୁଣି ଲକଡାଉନ ହେବ କି ନାହିଁ, କାଲି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ ଏସପିଙ୍କ ସହିତ ସ୍ଥିତିର କରିବେ…

ଭୁବନେଶ୍ଵର: ରାଜ୍ୟକୁ ପୁଣି ଘାରିଲାଣି କରୋନା ଭୟ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।…

କେନ୍ଦ୍ରାପଡାର ପ୍ରତି ବ୍ଳକ୍‌କୁ ମିଳିବ ଭେଂଟିଲେଟର ଯୁକ୍ତ ଆମ୍ବୁଲାନ୍ସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡାର ବିଧାୟକ ଓ ସରପଂଚ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ କରୋନା ସ୍ଥିତି ବାବଦରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାରେ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଗକୁ ସତର୍କ ରହି ଲଢେଇ…

ପ୍ଲାଜମା ଦାନ କରନ୍ତୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ ହେଲା । କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେଲା ଏହି…

ଗାନ୍ଧୀ ଜୟନ୍ତୀରୁ ଅନଲାଇନରେ ହେବ ସବୁ ସରକାରୀ ସେବା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ସମସ୍ତ ସରକାରୀ ସେବା ଅନ୍ଲାଇନ୍ରେ ଉପଲବ୍ଧ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କରିଛନ୍ତି। ସରକାରୀ ସେବା ପାଇଁ ଆଉ ଅଫିସ ଆସିବାକୁ ପଡ଼ିବ ନାହିଁ । ଗୃହ, ସାଧାରଣ ପ୍ରଶାସନ ଓ…

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଓ ୱାର୍ଡ ସ୍ତରୀୟ କମିଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋଭିଡ୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କୋଭିଡ କେୟାର…

କରୋନା ମୁକାବିଲା: ୧୬ ଓ ୧୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ । କୋଭିଡ ମୁକାବିଲା, ଅନଲକ୍ ପରିସ୍ଥିତି ନେଇ ଆଲୋଚନା ହେବ ବୋଲି ଜଣାପଡିଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି…

ଲକ୍‌ଡାଉନ ବେଳେ ପୋଲିସର କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଏସ୍‌.ପି ଓ ଡିସିପିମାନଙ୍କ ସହିତ ଆଲୋଚନା କରିଛନ୍ତି । ଲକ୍‌ଡାଉନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସେ ଆଲୋଚନା କରିଥିଲେ ।…

ସ୍ୱାସ୍ଥ୍ୟକର୍ମୀ ଆମ ହିରୋ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆମ ହିରୋ । ସେମାନେ ଆମର ମୂଲ୍ୟବାନ ସମ୍ପତ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗ…

ସତର୍କ ରହିବାରେ ଢିଲା କରନ୍ତୁ ନାହିଁ, ସଟ୍ ଡାଉନ ମାନନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲକ୍‌ଡାଉନ କେତେକାଂଶରେ କୋହଳ ହୋଇଥିବା ବେଳେ ସମସ୍ତେ ସତର୍କ ଓ ସାବଧାନ ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ଏବଂ ଏହା ଆମକୁ ଓ ଆମ ପରିବାରକୁ…