Latest Odisha News

BREAKING NEWS

Browsing Tag

combing operation

କମ୍ବିଂ ବେଳେ ଦୁଇ ହାର୍ଡକୋର ମାଓବାଦୀ ଗିରଫ

ନବରଙ୍ଗପୁର: ହାର୍ଡକୋର ମାଓବାଦୀଙ୍କ ହାତରେ ପଡ଼ିଲା ହାତକଡ଼ି । କମ୍ବିଂ ବେଳେ ନବରଙ୍ଗପୁର ପୋଲିସକୁ ସଫଳତା ମିଳିଛି । ମେନପୁର ନୂଆପଡ଼ା ଡିଭିଜନର ୨ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ…

କମ୍ବିଂ ଅପରେସନ୍ ବେଳେ ବାଇକରୁ ଖସି BSF କମାଣ୍ଡାଣ୍ଟଙ୍କ ମୃତ୍ୟୁ

କାଲିମେଳା: କମ୍ବିଂ ଅପରେସନ୍ ବେଳେ ଚାଲିଗଲା ବିଏସ୍ଏଫ କମାଣ୍ଡାଣ୍ଟଙ୍କ ଜୀବନ । ବାଇକରେ କମ୍ବିଂ ପାଇଁ ଯିବାବେଳେ ଖସି ପଡ଼ି ବିଏସ୍ଏଫ କମାଣ୍ଡାଣ୍ଟ ରାକେଶ କୁମାରଙ୍କ ମୃତ୍ୟୁ ହୋଇଛି । ବିଏସଏଫ ୬୭ ବାଟାଲିୟନରେ କାଲିମେଳା ଏମପିଭିରେ-୨୧ରେ ମୁତୟନ ଥିଲେ ରାକେଶ । ସାଥି ଯବାନଙ୍କ ସହିତ ରବିବାର…

ସହିଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର, ଯବାନଙ୍କ ଜୋରଦାର କୁମ୍ବିଂ ଅପରେସନ୍

ମାଲକାନଗିରି: ମାଓବାଦିଙ୍କ ସହିଦ ସପ୍ତାହର ତୃତୀୟ ଦିନରେ ସ୍ୱାଭିମାନ ଅଚଂଳରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର । ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହକୁ ପାଳନ କରିବା ଲାଗି ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ଚିତ୍ରକୋଣ୍ଡା ବ୍ଲକ…

ଛତିଶଗଡରେ ଜୋରଦାର କୁମ୍ବିଂ ଅପରେସନ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ !

ମାଲକାନଗରି: ଛତିଶଗଡ ରାଜ୍ୟର ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଜୋରଦାର କୁମ୍ବିଂ ଅପରେସନ୍ । ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆଜି ସକାଳେ ଦାନ୍ତେୱାଡାର ପଲ୍ଲୀ ବୀରାସୁର ଗାଁର ଘୋଟିଆ ଜଙ୍ଗଳରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଥିଲା । ଖବର ପାଇ…