Latest Odisha News

BREAKING NEWS

Browsing Tag

commissionerate police

ରଥଯାତ୍ରା: ଆବେଦନକାରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର: ରଥଯାତ୍ରା ଅନୁମତି ନଦେବାକୁ ସୁପ୍ରିମକୋର୍ଟରେ ପିଟିସିନ ଦାଖଲ କରିଥିବା ଓକିଲଙ୍କ ଘରକୁ ଅଣ୍ଡାମାଡ । ଆବେଦନକାରୀ ଓକିଲ ସୁଶାନ୍ତ ପାଢ଼ୀଙ୍କ ଘରକୁ ଅଣ୍ଡାମାଡ ହୋଇଛି । ବମିଖାଲ ସାହି ବିହାର ସ୍ଥିତ ତାଙ୍କ ଘରକୁ କିଛି ଦୁର୍ବୃତ୍ତ ଅଣ୍ଡାମାଡ କରିଛନ୍ତି । ବାହାରେ ପୋଲିସ ଉପସ୍ଥିତ…

ବନ୍ଦ ହେବ ରସୁଲଗଡ-ବାଣୀବିହାର ରାସ୍ତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓ ରସୁଲଗଡକୁ ସଂଯୋଗ କରୁଥିବା ରାସ୍ତା । ସହିଦ ନଗର ରେଳ ଓଭରବ୍ରିଜ୍‌ର ସମ୍ପ୍ରସାରଣ ହେବ । ତେଣୁ ଜାତୀୟ ରାଜପଥ ୧୬ର ଏହି ରାସ୍ତା ବଦଳରେ ବିକଳ୍ପ ରାସ୍ତା ଦେଇ ଯାତାୟତ ପାଇଁ କମିଶନରେଟ୍ ପୋଲିସ ଚିଠି ଲେଖିଛି । ରେଳ…

ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର: ସତର୍କ ରୁହନ୍ତୁ । କରୋନା ଯାଇନି । ଲକଡାଉନ୍ ଉଠିଗଲା ମାନେ ନାର୍ହି ଯେ, କରୋନା ଚାଲିଗଲା । ସାମାଜିକ ବ୍ୟବଧାନ ଓ ମାସ୍କ ପିନ୍ଧିବା ନେଇ ହୋଇଥିବା ବୈଠକରେ ଆଜି କିଛି ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି, ଲକଡାଉନ କୋହଳ ହେବା…

ରାଜଧାନୀରେ ଚାଞ୍ଚଲ୍ୟ, ନୟାପଲ୍ଲୀ ଅଂଚଳରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ । ନୟାପଲ୍ଲୀ ଅଂଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତକଙ୍କ ନାଁ ବନୁ ଶବର । ଗତ ୫ ତାରିଖରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଟୁକୁନା ବେହେରାଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ମୃତ ବନୁ ଓ ହତ୍ୟାକାରୀ ଟୁକୁନା ଦୁଇ…

ସାବଧାନ! ସନ୍ଧ୍ୟା ୭ଟା ପରେ ବାହାରେ ବୁଲୁଛି ଭୂତ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଛି କର୍ଫ୍ୟୁ । ଏହି ସମୟରେ ଦୋକାନ ବଜାର ବନ୍ଦ ସହ ଯାତାୟତ ଉପରେ ବି କଟକଣା ଲାଗିଛି । ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ବାର୍ତ୍ତା ଦିଆଯାଇଛି । ସନ୍ଧ୍ୟା ୭ଟାରୁ ସକାଳ…

ନକଲି ଆଇପିଏସ୍ ଅଫିସରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଏହି ନକଲି ଅଫିସରଙ୍କ ନାଁ ଶର୍ମିଷ୍ଠା ବେହେରା । ସେ ଜଣେ ମହିଳା କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ବାରମ୍ବାର ରିଜର୍ଭ ଅଫିସରଙ୍କୁ ଚାପ ପକାଉଥିବା ଅଭିଯୋଗ…

କରୋନା ଭୟରେ ଭାଙ୍ଗିଲା ପରମ୍ପରା : ଗଡିବ ନାହିଁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଇତିହାସରେ ପ୍ରଥମ ଥର ପାଇଁ ଅଶୋକାଷ୍ଟମୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥ ଗଡିବ ନାହିଁ । କରୋନା ଭୟବହତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଯୋଗ୍ୟ ଯେ, ଏହି ନିଷ୍ପତ୍ତି ଫଳରେ ଭୁବନେଶ୍ୱରର ଏକ ପ୍ରମୁଖ ଯାତ୍ରା ବନ୍ଦ ହୋଇଛି । ଏ ନେଇ ମନ୍ଦିର…

ଯାନବାହାନ ପାସ୍‌ର ଅପବ୍ୟବହାର କରନ୍ତୁନି: ପୋଲିସ କମିଶନର

ଭୁବନେଶ୍ୱର: ଜରୁରୀକାଳୀନ ସେବା ପାଇଁ ଦିଆଯାଇଥିବା ଯାନବାହାନ ପାସ୍‌ର ଅପବ୍ୟବହାର ହେଉଛି । ହସ୍ପିଟାଲ, ମିଡିଆ ଓ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କେବଳ ଘରୁ ଅଫିସକୁ ଯାତାୟତ ପାଇଁ ଦିଆଯାଇଥିବା ପାସ୍‌ର ଲୋକେ ଅପବ୍ୟବହାର କରୁଥିବା ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟରରେ ସୂଚନା…

ଅଯଥାରେ ଘରୁ ବାହାରନ୍ତୁନି, ନଚେତ୍ ପୋଲିସ କରିବ ଉଠବସ୍

ଭୁବନେଶ୍ୱର : ବାଣୀବିହାର ଛକରେ କାନ ଧରି ଠିଆ ହୋଇଥିବା ଏହି ଯୁବକମାନଙ୍କୁ ପୋଲିସ ଦେଇଛି ଶାସ୍ତି । କରୋନା ଭୟରେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଘରୁ ବାହାରକୁ ନ ବାହାରିବା ପାଇଁ ବାରମ୍ବାର କୁହାଯାଉଛି । କିନ୍ତୁ ଏହାକୁ ନ ମାନି ଏହି ଯୁବକମାନେ ବୁଲୁଥିବା ବେଳେ ପୋଲିସ…

ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସବୁ ଘରୋଇ ଗାଡି ପାଇଁ ଲକ୍ ଡାଉନ ପାସ୍ ଜରୁରୀ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାର ୫ଟି ଜିଲ୍ଲା ସମେତ କେତେକ ସହରରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ନଜରକୁ ଆସୁଥିବାରୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ କେତେକ ନିୟମ କରାଯାଇଛି ।…