Latest Odisha News

BREAKING NEWS

Browsing Tag

congress

ବିଜେପିର କଂଗ୍ରେସ ଫାଇଲ୍: ପ୍ରଥମ ଏପିସୋଡରେ ୪.୮୨ ଲକ୍ଷ କୋଟି ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଗଣତନ୍ତ୍ର ଲୁପ୍ତ ପାଉଥିବା କହି କଂଗ୍ରେସ କ୍ୟାମ୍ପେନ୍ ଆରମ୍ଭ କରିଛି ।…

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା…

ଚକ୍ରବ୍ୟୁହରେ ରାହୁଲ, ଘେରିଛନ୍ତି ସପ୍ତରଥୀ, ବାହାରିପାରିବେ ତ?

ଭୁବନେଶ୍ୱର: ଗୋଟିଏ ପ୍ରସଙ୍ଗରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ଏବେ ଚାରିଆଡୁ ବିପଦ ଘୋଟି ଆସିଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ପରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ପାଟନା କୋର୍ଟ ସମନ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପକ୍ଷରୁ କରାଯାଇଥିବା ମାନହାନି…

କଂଗ୍ରେସ ପଚାରିଲା ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?

ଭୁବନେଶ୍ୱର : ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆମୀ ୟାଗ୍‌ନିକ ଉଦ୍‌ବୋଧନ ଦେଇ ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଓ ନିମ୍ନମତେ…

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନରେ ଦୁଇଟି…

ମୋ ବିରୋଧରେ ଯଦି ଅଭିଯୋଗ ଅଛି ତଦନ୍ତ ହେଉ : ନରସିଂହ ମିଶ୍ର

ଭୁବନେଶ୍ୱର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ପ୍ରସଙ୍ଗରେ ବିଧାନସଭା ବାହାରେ ଶୁକ୍ରବାର ଦେଖିବାକୁ ମିଳିଥଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିଷୋଦଗାର। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଥିଲେ, ମୋ ବିରୋଧରେ ଯଦି କିଛି ଫଟୋ କିମ୍ୱା ଅଭିଯୋଗ ଅଛି, ତାହାହେଲେ…

‘ରାହୁଲ’ ସମର୍ଥନ ବଢୁଛି, ବିବାଦ ବି ବଢୁଛି!

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲଙ୍କ ପ୍ରତି ଦେଶ ସମେତ ବିଦେଶରୁ ସମର୍ଥନ ବଢ଼ିବାରେ ଲାଗିଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆମେରିକା ପରେ ଜର୍ମାନୀ ମୁହଁ ଖୋଲିଛି। ରାହୁଲଙ୍କ ପ୍ରସଙ୍ଗରେ ବିଚାର ବିଭାଗୀୟ ସ୍ୱାଧୀନତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ ହେବା ଉଚିତ ବୋଲି…

ବିନା ରାଜୁ ଦାସରେ କଣ ବିଜେଡି ହାରିବ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ଶେଷ ଉପନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ତେଣୁ ଏହା ପ୍ରମୁଖ ଦଳ ଗୁଡିକ ପାଇଁ ସେମିଫାଇନାଲ ମ୍ୟାଚ ବୋଲି ଆଲୋଚନା ହେଉଛି। ସାଧାରଣ ଭାବେ ରାଜ୍ୟରେ ଶାସକ ଦଳ ବିଜେଡି ସବୁଠୁ ପ୍ରଭାବୀ ଦଳ ଭାବେ ଉଭା ହୋଇଛି।…

ଟାର୍ଗେଟରେ ‘ରାହୁଲ’ ସଂସଦରୁ ବିଦା କଲେ, ଘରୁ ତଡିଦେବେ, ଆଗକୁ କଣ ?

ଭୁବନେଶ୍ୱର: ସଦସ୍ୟ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା। ରାହୁଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସାରା ଦେଶରେ ରାହୁଲଙ୍କ ସପକ୍ଷରେ ଏକ ମାହୋଲ ତିଆରି କରିଛି। କିନ୍ତୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଜି ନୁହେଁ କେବେଠୁ ରାହୁଲ ଟାର୍ଗେଟରେ…

‘ସତ୍ୟମେବ ଜୟତେ’ ନେଇ ଜାତୀୟ ରାଜନୀତି ସରଗରମ ! କର୍ଣ୍ଣାଟକର କୋଲାରରୁ ଋଣହୁଙ୍କାର ଦେବେ ରାହୁଲ

ନୂଆଦିଲ୍ଲୀ : ଯେଉଁଠି ମୋଦି ସାଙ୍ଗିଆକୁ ନେଇ ବୟାନ ଦେଇଥିଲେ, ସେହିଠାରୁ ଆନ୍ଦୋଳନ ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଉ ବଜାଇବେ 'ସତ୍ୟମେବ ଜୟତେ' ମୁହିମର ବିଗୁଲ୍ । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କ ସୂଚନା ଅନୁସାରେ ରାହୁଲ ଏପ୍ରିଲ ୫ ତାରିଖ କର୍ଣ୍ଣାଟକ…