ବିଦ୍ରୋହୀ ଚାହିଁଲେ ଜିତିବ ବିଜେପି !
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଚଳିତ ମାସ ୧୭ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାବେଳେ ଭିନ୍ନ ଭିନ୍ନ ରଣନୀତି ନେଇ ପ୍ରମୁଖ ଦଳ କାର୍ଯ୍ୟ କରୁଛନ୍ତି। ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ଘାରିଛି ବିଦ୍ରୋହୀ ଚିନ୍ତା।
ଯେଉଁ ପ୍ରମୁଖ ନେତାମାନେ ଟିକେଟ ପାଇ ନାହାନ୍ତି ସେମାନଙ୍କ ମଧ୍ୟରୁ କିଛି…