Latest Odisha News
Browsing Tag

corona impact

ନଭେମ୍ବର ୩ରୁ ଓଜେଏସ(OJS) ମେନ ପରୀକ୍ଷା

କଟକ: ଓଡିଶା ଜୁଡିସିଆଲ୍ ସର୍ଭିସେସ୍ (OJS) ର ମୁଖ୍ୟ ଲିଖିତ ପରୀକ୍ଷା ନଭେମ୍ବର 3 ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସି) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର 6 ରେ ଲିଖିତ ପରୀକ୍ଷା ଶେଷ ହେବ। ପରବର୍ତ୍ତୀ ସମୟରେ ସବିଶେଷ କାର୍ଯ୍ୟସୂଚୀ…

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି । ସହସ୍ରାଧିକ ବିଦେଶୀ…

କରୋନା ସଂକ୍ରମଣ ଭୟରେ କୁନି ଝିଅ ପାଖକୁ ଆସିପାରୁ ନାହାନ୍ତି ବାପା, ଭିଡିଓ ଭାଇରାଲ

ବାପା କାଚ କବାଟର ସେପାଖେ, କୁନି ଝିଅ ଏ ପାଖେ । ବାପା ଏବେ ଅଫିସରୁ ଆସିଛନ୍ତି କୁନି ଝିଅର ମନ ବାପା ପାଖେ କାଖ ହୋଇ ବହୁତ ଗେଲ ହୁଅନ୍ତା । ତା କୁନି କୁନି କଥା କୁହା ଓଠରେ କେତେ କଣ ଗପି ଦିଅନ୍ତା । କିନ୍ତୁ ବାପା କବାଟ ସେପାଖେ ଥାଇ ଝିଅକୁ ଫ୍ଲାଇଙ୍ଗ କିସ୍ ଦେଉଛନ୍ତି । ତେବେ କାହିଁକି ସେ…

କରୋନା ପ୍ରଭାବ ; କେମିତି ରହିଛି ଟିଭି ଚ୍ୟାନେଲ୍, ଡିଜିଟାଲ୍ ନ୍ୟୁଜ୍ ୱେବ୍‌ସାଇଟ୍ ଓ ଖବର କାଗଜ ଉଦ୍ୟୋଗମାନଙ୍କର…

ଭୁବନେଶ୍ୱର: ଗଣମାଧ୍ୟମ ଉଦ୍ୟୋଗ ପାଇଁ ଅମାବାସ୍ୟାର ଗ୍ରହଣ ସାଜିଛି କରୋନାଭାଇରସ୍ । ଗଣମାଧ୍ୟମର ତିନୋଟି ସ୍ରୋତ ଟିଭି ଚ୍ୟାନେଲ୍ ଓ ଡିଜିଟାଲ୍ ନ୍ୟୁଜ୍ ୱେବ୍‌ସାଇଟ୍ ଓ ଖବର କାଗଜ/ମ୍ୟାଗାଜିନ୍ ମୁଖ୍ୟତଃ ପ୍ରସାର, ରେଟିଂ ଓ ବିଜ୍ଞାପନ ଦାତାଙ୍କ ଉପରେ ନିର୍ଭର କରିଥାନ୍ତି । ତେବେ…

ଲକ୍‌ଡାଉନ୍ ଡାଏରୀ: ସବୁବେଳେ ବ୍ୟସ୍ତ ରହୁଥିବା ସଂଜୟ ହଂସ୍‌ଙ୍କ ଫୋକସ୍ ଏବେ ଫିଟନେସ୍ ଉପରେ

ଭୁବନେଶ୍ୱର: ବର୍ତ୍ତମାନର ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ସମସ୍ତେ ଏବେ ଘରେ । ତେବେ ବ୍ୟସ୍ତବହୂଳ ଜୀବନରେ ନିଜ ପାଇଁ ସମୟ ପାଉନଥିବା ଅନେକ ବ୍ୟକ୍ତି ଏବେ ନିଜ ପସନ୍ଦର କାର୍ଯ୍ୟକୁ ସମୟ ଦେବା ଆରମ୍ଭ କରିଛନ୍ତି । ଆଜିର ଲକ୍‌ଡାଉନ୍ ଡାଏରୀରେ ଆସନ୍ତୁ ଜାଣିବା ପ୍ରସିଦ୍ଧ…

ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ତୁରନ୍ତ ପ୍ରଦାନ କରିବେ ସରକାର

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ତୁରନ୍ତ ପ୍ରଦାନ କରିବା ଲାଗି ଆୟକର ବିଭାଗ ଘୋଷଣା କରିଛି । ]ଏହା ଦ୍ୱାରା ୧୪ ଲକ୍ଷ ଟିକସଦାତା ଉପକୃତ…

କରୋନା ମହାପ୍ରଭାବ; ଫିଫା (U-17) ମହିଳା ଫୁଟବଲ୍ ବିଶ୍ୱକପ୍ ସ୍ଥଗିତ !

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବନି ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ ପ୍ରତିଯୋଗୀତା । ଶନିବାର ଦିନ ଫିଫାର ବିଶ୍ୱ ପରିଚାଳନା କମିଟି ଏହି ପ୍ରତିଯୋଗୀତାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । Dedicated COVID-19 working group proposes…