Latest Odisha News
Browsing Tag

Corona Virus

କରୋନା ମୁକାବିଲା: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କରୋନା ଭୟରେ ସାରାଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ଅଯଥା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏହି ସମୟରେ ଲୋକେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଭାରତୀୟ ରେଳ ପକ୍ଷରୁ…

୩୧ ନୁହେଁ ୩୦ରେ ବସିବ ବିଧାନସଭା…ଲୋକସେବା ଭବନର କନଭେନସନ ହଲରେ ଚାଲିବ ଅଧିବେଶନ

ଭୁବନେଶ୍ୱର: ରାଜଧାନୀରେ ତୃତୀୟ କରୋନା ରୋଗୀ ଚିହ୍ନଟ ପରେ ଚିନ୍ତା ବଢିଯାଇଛି । ରୋଗୀ ଜଣଙ୍କ ବିଧାନସଭା ପରିସରରେ ବହୁ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସଂକ୍ରମଣଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକାନ୍ତବାସରେ…

କରୋନା ଭୟ: ଭୁବନେଶ୍ୱରରେ ଘରେ ଗ୍ରୋସରୀ ପହଞ୍ଚାଇବା ପାଇଁ ବିଏମ୍‌ସିର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଭୟରେ ଲକ୍ ଡାଉନ ଘୋଷଣା ଯୋଗୁଁ ଘରୁ ବାହାରିବା ଏକ ରକମ ବନ୍ଦ । ଗ୍ରୋସରୀ, ପରିବା ଓ ଫଳ ଦୋକାନ ଖୋଲା ରହୁଥିଲେ ସୁଦ୍ଧା ଗ୍ରାହକ ସେଠାରେ ଭିଡ ଜମାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍‌,…

ତୃତୀୟ କରୋନା ପଜିଟିଭ: ସଂସ୍ପର୍ଶରେ ଆସିଥିବା କର କ୍ଲିନିକର ଡାକ୍ତର ଓ ଷ୍ଟାଫଙ୍କୁ ଏକାନ୍ତବାସ ନିର୍ଦ୍ଦେଶ

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ରାଜ୍ୟର ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱର କର କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ତାଙ୍କ ଚିକିତ୍ସାରେ ସଂପୃକ୍ତ…

ରାଜ୍ୟରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ପରେ କର କ୍ଲିନିକ ଯିବା ଉପରେ କଟକଣା ଜାରି

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବାରୁ ଭୁବନେଶ୍ୱରର କର କ୍ଲିନିକର ଆଉଟ୍ -ପେସେଣ୍ଟ ଓ ଇନ-ପେସେଣ୍ଟ ଚିକିତ୍ସା ପାଇଁ ନ ଯିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏଥି ସହିତ ସରକାରଙ୍କ…

ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱରର ବାସିନ୍ଦା ବୋଲି ଜଣାପଡିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୬୦ ବର୍ଷର ବୃଦ୍ଧ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କ…

କରୋନା ମୁକାବିଲା: ରାଜ୍ୟରେ ହେବ ଦେଶର ସବୁଠୁ ବଡ କରୋନା ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟ ସରକାର ଦେଶର ସବୁଠୁ ବଡ କରୋନା ହସ୍ପିଟାଲ ନିର୍ମାଣ କରିବାକୁ କିମ୍ସ ଓ ସମ୍ ହସ୍ପିଟାଲ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ୧୦୦୦ ଶଯ୍ୟା ବିଶିଷ୍ଟ ଏହି ପ୍ରସ୍ତାବିତ ହସ୍ପିଟାଲରେ କିମ୍ସ ହସ୍ପିଟାଲ ୪୫୦ ଶଯ୍ୟା ଓ ସମ୍…

ଲକ୍‌ଡାଉନ ପାଇଁ ପାଠପଢାରେ ବ୍ୟାଘାତକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ଅନଲାଇନ କ୍ଲାସ

କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ । ଅନେକ କ୍ଲାସ ପରୀକ୍ଷା ଓ ବୋର୍ଡ ପରୀକ୍ଷାକୁ ଅଧାରୁ ସ୍ଥଗିତ ରଖାଯାଇଛି । ଲକ୍‌ଡାଉନ ସ୍ଥିତି ସୃଷ୍ଟି ହୋଇଥିବାରୁ ପିଲାମାନଙ୍କ ଆର୍ଟ, ଗୀତ, ନାଚ ତଥା ଅନ୍ୟାନ୍ୟ କ୍ଲାସ ବି ବନ୍ଦ ରହିଛି । ଘରୁ କେହି ବାହାରୁ ନ ଥିବାରୁ ପିଲାମାନଙ୍କ ଖେଳକୁଦ ବି…

ସାମାଜିକ ଦୂରତ୍ୱ ନେଇ ରାଜ୍ୟର ବିଭିନ୍ନ ସହରର ହାଟରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ କୌଣସି କଟକଣା ନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ହାଟମାନଙ୍କରେ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର…

ମୋବାଇଲ ଡାଟା ଖର୍ଚ୍ଚ କମ କରିବା ପାଇଁ ପଦକ୍ଷେପ ନେଲେ ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ୨୧ ଦିନିଆ ଲକ୍ ଡାଉନ ସମୟରେ ଲୋକମାନେ ମୋବାଇଲରେ ଅଧିକ ଭିଡିଓ ଦେଖୁଥିବାରୁ ଡାଟା ବ୍ୟବହାର ହଠାତ୍ ବୃଦ୍ଧି ପାଇଛି । ଏଥିନେଇ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପକ୍ଷରୁ ନେଟୱାର୍କ ଉପରେ ଅତ୍ୟଧିକ ଚାପ ପଡୁଥିବା ପ୍ରକାଶ…