Latest Odisha News

BREAKING NEWS

Browsing Tag

COVID-19

ସମସ୍ତ ଫେରନ୍ତାଙ୍କ କରୋନା ପରୀକ୍ଷା ପ୍ରସଙ୍ଗ: ବିଜେପିର ଦାବିରେ ବିଜେଡ଼ି ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଆଇସିଏମଆର ଗାଇଡ଼ ଲାଇନ୍ ଅନୁସାରେ କରୋନା ପରୀକ୍ଷା ହେଉଛି, ଏବଂ ଏବେ ଓଡ଼ିଶା ନିୟନ୍ତ୍ରଣାଧିନ ରହିଥିବା ନେଇ ବିଜେଡ଼ି ମୁଖପାତ୍ର ଡଃ ସସ୍ମିତ୍ ପାତ୍ର ଶନିବାର ଦିନ କହିଛନ୍ତି । ଓଡ଼ିଶାକୁ ଆସୁଥିବା ସମସ୍ତ ଫେରନ୍ତାଙ୍କର ସରକାର କୋଭିଡ୍ ପରୀକ୍ଷା କରିବା ଉଚିତ୍ ବୋଲି ବିଜେପି…

‘ଷ୍ଟଡି ଇନ ଇଣ୍ଡିଆ’ ବ୍ରାଣ୍ଡ ଉପରେ ପ୍ରମୁଖ ବିଶ୍ୱବିଦ୍ୟାଳୟ ମାନଙ୍କୁ ଗୁରୁତ୍ୱ ଦେବାକୁ କହିଲେ କେନ୍ଦ୍ର…

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ 'ଷ୍ଟଡି ଇନ ଇଣ୍ଡିଆ' ଉପରେ ଗୁରୁତ୍ୱ ଦେବା ସହ ଏହାକୁ ଏକ ଅନ୍ତଃରାଷ୍ଟ୍ରୀୟ ବ୍ରାଣ୍ଡ ରୂପେ ଗଢି ତୋଳିବା କଥା କହିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ । ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ତଥା ଅନ୍ୟ ଶୈକ୍ଷିକ…

କୋଭିଡ-୧୯ ସଙ୍କଟ: ସ୍କୁଲ ବନ୍ଦ ଯୋଗୁଁ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ-୧୯ ସଙ୍କଟ ଜନିତ ସ୍କୁଲ ବନ୍ଦ ରହିବା କାରଣରୁ ପ୍ରାୟ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ଅଶୋକା ବିଶ୍ୱବିଦ୍ୟାଳୟର ସ୍କୁଲ ଏଜୁକେସନ ଏବଂ ଲିଟେରାସୀ ବିଭାଗର ସମ୍ପାଦିକା ଅନିତା କରୱାଲ, 'ଫ୍ୟୁଚର ଅଫ ସ୍କୁଲ ଅଭରକମିଂ କୋଭିଡ ଆଣ୍ଡ ବିୟଣ୍ଡ…

ସତ-ମିଛ ପରଖନ୍ତୁ, ଗୁଜବ ଠାରୁ ଦୂରେଇ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର: କରୋନାର ଅସଲ ଯୁଦ୍ଧ ଏବେ ବାକି ଅଛି । ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭିନ୍ନ ପର‌୍ୟ୍ୟାୟକୁ ଆଖିରେ ରଖି ପ୍ରଶାସନିକ ଅଦଳବଦଳ କରାଯାଇଛି । ଏ ସଂପର୍କରେ ଚାଲିଥିବା ଖବରକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ସତ-ମିଛ ପରଖନ୍ତୁ ବୋଲି ରାଜ୍ୟ…

ସଂକ୍ରମଣରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀର ରୂପ ନେଇ ସାରା ଦେଶରେ ବ୍ୟାପିବାରେ ଲାଗିଛି । ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ୧୦ ଦେଶ ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଦୁଇ ଦିନ ତଳେ ବିଶ୍ୱର ସପ୍ତମ ସ୍ଥାନରେ ଥିବା ଭାରତ ଏବେ ଷଷ୍ଠ ସ୍ଥାନରେ ପହଁଚିଯାଇଛି । ସଂକ୍ରମଣରେ ଇଟାଲୀକୁ ପଛରେ…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ; ସିଲ୍ ହେଲା ମୁଖ୍ୟାଳୟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଜଣ ଅଧିକାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ ହେବାପରେ ଦୁଇ ଦିନ ଲାଗି ମୁଖ୍ୟାଳୟ ଏବଂ ଏହା ଅଧିନରେ ଥିବା ସମସ୍ତ ଶାଖା କାର୍ଯ୍ୟାଳୟ ଗୁଡ଼ିକୁ ସିଲ୍ କରିଦିଆଯାଇଥିବା ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପ୍ରାୟ ୧୦…

କୋଭିଡ କିଟ୍ କିଣାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟରେ ଚିକିତ୍ସା ଉପକରଣ କ୍ରୟକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ରାଜ୍ୟ ବିଜେପି ଅଭିଯୋଗ କରିଛି ଯେ, ବିପତ୍ତି ସମୟରେ ଯିଏ ରାଜକୋଷକୁ ଲୁଟ୍ କରିଛି, ସେ ମହାପାପର ଅଂଶୀଦାର । ଭ୍ରଷ୍ଟାଚାର ଚରମସୀମାକୁ ଯାଇଛି । କୋଭିଡ ନିୟନ୍ତ୍ରଣ ପାଇଁ…

କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନାର କରାଳ କାଳ ବଳୟରେ ସମଗ୍ର ବିଶ୍ୱ ଆଜି ଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁ ଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠି ମଣିଷ ମନରେ ନିଆଁ…

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ । ପୂର୍ବରୁ ୟୁପିଏସସି ପ୍ରିଲିମ୍ସ…

ସଟଡାଉନ୍ ସମୟରେ ଗଡିବ ବସ୍

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇ ଦିନ ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୧୧ ଜିଲ୍ଲା ପୁରା ସଟ୍ଡାଉନ୍ ରହିବ । ତେବେ ଏହି ସଟଡାଉନ୍ ସମୟରେ ସ୍ୱାଭାବିକ ଭାବେ ଗଡିବ ବସ୍ । ବସ୍ ଉପରେ କୌଣସି କଟକଣା ଲାଗିବ…