Latest Odisha News

BREAKING NEWS

Browsing Tag

COVID19

ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ । କେବଳ ସେତିକି ନୁହେଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ । ଆଜି ଟ୍ୱିଟ୍ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜମା ଜିଲ୍ଲା ପ୍ରଶାସନ । ସେ କହିଛନ୍ତି ଯେ, ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି…

କଟକ ସହରରୁ ୭ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କଟକ ମହାନଗର ନିଗମର ବୋଲି ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସମସ୍ତ ୭ଟି କେସ୍ ଲୋକାଲ କଣ୍ଟାକ୍ଟ ବୋଲି ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର…

ରାଜଧାନୀର ବସ୍ତିରେ ବଢୁଛି ସଂକ୍ରମଣ, ଆଜି ୨ ନୂଆ ବସ୍ତିରୁ ୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ବିଏମସିର ଚିନ୍ତା ବଢାଇଲାଣି ବସ୍ତି ସଂକ୍ରମଣ । ଆଜି ଭୁବନେଶ୍ୱରରେ ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବିଏମସି ସୂଚନା ଦେଇଛି । ଏଥିରୁ ୮ଜଣ ସ୍ଥାନୀୟ ସଂକ୍ରମଣ ଏବଂ ୪ଜଣ ଗୃହ ସଙ୍ଗରୋଧ କେନ୍ଦ୍ରର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜଧାନୀର ବସ୍ତି ସଂକ୍ରମଣରେ…

କଟକ କ୍ୟାନ୍‌ସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ

କଟକ: କ୍ୟାନ୍ସର ହସ୍ପିଟାଲରୁ ପୁଣି ବାହାରିଲେ ପଜିଟିଭ । କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର…

ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ; କରିହେବ ଫୋନ୍ କଲ୍‌ !

ଜାପାନ: କରୋନାଭାଇରସ୍‌କୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ଏପରି ସ୍ଥିତିରେ ଖୁବ ଶୀଘ୍ର ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ । ଯେଉଁଥିରେ ଫୋନ୍ କଲ୍ ଭଳି ସୁବିଧା ଉପଲବ୍ଧ ହେବ । ତାଜା ସ୍ଥିତିରେ ରାଜ୍ୟ, ଦେଶ ତଥା ବିଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସାଧାରଣତଃ ଲୋକେ ମାସ୍କ…

‘ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ହୋଇପାରେ ଗୋଷ୍ଠୀ ସଂକ୍ରମଣ’

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଏଥିରୁ ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ। ତେଣୁ ପୂର୍ବଭଳି କଟକଣା ଜାରି ରହିବା ସହ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ କରାଯାଉ ବୋଲି କହିଛନ୍ତି…

ସୁସ୍ଥ ହେଲେ ଆଉ ୧୩୭ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୪୩ରେ ପହଁଚିଛି । 2 each from Boudh, Baragarh, Jharsuguda & Kendrapara 1 each from Angul, Balangir, Jagatsinghpur…

ଭୁବନେଶ୍ୱରରେ ୬ ନୂଆ ସଂକ୍ରମିତ, ୧୯ ସୁସ୍ଥ

ଭୁବନେଶ୍ୱର: କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ଆଶ୍ୱସ୍ତିକର ଖବର ଆସିଛି। ଆଜି ଭୁବନେଶ୍ୱରରେ ୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଏମସିର ସୂଚନା ଅନୁସାରେ,…

କରୋନା ସଂକ୍ରମିତ ପୂର୍ବତଟ ରେଳବାଇର ଚିଫ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ

କଟକ: ପୂର୍ବତଟ ରେଳବାଇର ଚିଫ୍ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ତିନି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି । ଗତ ୧୪ ତାରିଖରେ ସେ କରୋନାରେ ସଂକ୍ରମିତ ଥିବା…

କରୋନା ମୁକାବିଲା: ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି

କଟକ: କରୋନା ମୁକାବିଲା ପାଇଁ କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଣିକି ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି । କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି କଟକ ମହାନଗର ନିଗମ। କଟକ ମହାନଗର ନିଗମରେ କୋଭିଡ-୧୯ ଅବଜରଭର୍‌ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ…