Latest Odisha News

BREAKING NEWS

Browsing Tag

COVID19

ଘଡ଼ିସନ୍ଧି ସମୟରେ ଗୁଡ୍ ସାଇନ୍ସ

ଗୋଟାଏ ଅଦୃଶ୍ୟ ଭୂତାଣୁର ବିଭୀଷିକାରୁ ବର୍ତ୍ତିବା ପାଇଁ ମନୁଷ୍ୟ ସକଳ ଚେଷ୍ଟା ଜାରିରଖିଛି| ଏହି ସମୟରେ ସରକାର ଓ ଜନସାଧାରଣଙ୍କ ପ୍ରତିକାରମୂଳକ ପଦକ୍ଷେପ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା ବେଳେ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ବିପଜ୍ଜନକ କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷାକରିବା ପାଇଁ…

ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର  ଅର୍ଥାତ୍ ଏପ୍ରିଲ୍ ୧୪ ତାରିଖ ଦିନ ସକାଳ ୧୦ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ସୋମବାର ଦିନ ମୋଦୀ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । Prime Minister @narendramodi will address the nation at 10 AM on…

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ପଖାଳ !

ଭୁବନେଶ୍ୱର: ବଢିଚୁରା ସାଙ୍ଗକୁ ମାଛ ଭଜା ହେଉ କି ଭର୍ତ୍ତା, ଗରମ ଦିନରେ ଦହି ପଖାଳର ମଜ୍ଜା ଏବେ ସମସ୍ତେ ନେବାରେ ଲାଗିଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଓଡ଼ିଶାର ଘରେ ଘରେ ସକାଳୁ କଂସାଏ ପଖାଳ ଖୋଜାପଡ଼ିଥାଏ । ସାଧାରଣ ଦିନ ଅପେକ୍ଷା ଖରାଦିନରେ ପଖାଳର ମଜ୍ଜା ପ୍ରକୃତରେ ନିଆରା…

କରୋନା ଆତଙ୍କ; ୩ ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନ୍ !

ଲଣ୍ଡନ: ରୱାଣ୍ଡା, ଉଗାଣ୍ଡା ଓ କଙ୍ଗୋ ଭଳି ତିନୋଟି ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନରେ ରଖାଯାଇଛି । ସମସ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଲକ୍‌-ଡାଉନ୍ ତାଲିକାରେ ଓରାଙ୍ଗଓଟାନ ଭଳି ଲୋପ ପାଉଥିବା ଜାତିକୁ ବି ସାମିଲ କରାଯାଇଛି । Gorillas in Rwanda, Uganda and Democratic…

ଘରେ ମିଛ କହି କରୋନା ବିରୋଧରେ ଲଢିଲେ ତେଲେଙ୍ଗାନାର ରାମାକ୍ରିଷ୍ଣାନ !

ତେଲେଙ୍ଗାନା: ଲଖ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ପିଏଚ୍‌ଡି ସ୍କଲାର୍ ରାମାକ୍ରିଷ୍ଣାନ । ସାରା ଦେଶ ଲକ୍‌-ଡାଉନ୍ ଥିବାରୁ ଘରେ ରହି ନିଜ ବାପାଙ୍କୁ ଚାଷବାସରେ ସାହାଯ୍ୟ କରୁଥିଲେ । ହେଲେ ଏତିକିବେଳେ ନିଜ ବିଭାଗୀୟ ମୁଖ୍ୟଙ୍କଠାରୁ କଲ୍ ପାଇଁ ଘରୁ ବାହାରିପଡିଥିଲେ କରୋନା ବିରୋଧରେ…

କରୋନା ସହ ଲଢେଇ: ଭଦ୍ରକରେ ଖୋଲିଲା କୋଭିଡ୍‌-୧୯ ହସ୍ପିଟାଲ୍‌

ଭଦ୍ରକ: କରୋନା ମହାମାରୀର ମୁକାବିଲା ଲାଗି ଭଦ୍ରକ ସହରରେ ଶନିବାର ଦିନ କୋଭିଡ୍‌-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ହସ୍ପିଟାଲଟି ଏକ ସଂପ୍ରସାରିତ ଅଂଶ । ଏହି କୋଭିଡ୍‌-୧୯ ହସ୍ପିଟାଲରେ ୧୨୦ଟି ଶଯ୍ୟା ରହିଛି । ହସ୍ପିଟାଲରେ ଭେଣ୍ଟିଲେଟର୍ ସହିତ…

ରାଜ୍ୟ ସରକାର ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲେ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ୪୯ ଓ ୫୦ ନମ୍ବର କୋଭିଡ୍‌-୧୯ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଏହି ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟା ମହିଳା ଏବଂ…

ବ୍ରିଟେନରେ କରୋନା ଚିକିତ୍ସା କରୁଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର ଭୟାବହତା ବଢି ବଢି ଚାଲିଛି । ଆମେରିକା ଓ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଗତ ୨ ଦିନ ହେଲା ବୃଦ୍ଧି ପାଇଛି । ବ୍ରିଟେନରେ କରୋନା ରୋଗ ଚିକିତ୍ସା କରୁଥିବା ୨ ଜଣ ଭାରତୀୟ ଡାକ୍ତରଙ୍କ ଏହି ଭୂତାଣୁ ସଂକ୍ରମଣରେ…

କୋଭିଡ୍‌-୧୯; ନବଜନ୍ମିତଙ୍କ ପାଇଁ ଥାଇଲ୍ୟାଣ୍ଡ ହସ୍ପିଟାଲର ଅନନ୍ୟ ଉଦ୍ଭାବନ !

ଥାଇଲ୍ୟାଣ୍ଡ : କରୋନାଭାଇରସରୁ ନବଜନ୍ମିତଙ୍କୁ ରକ୍ଷା କରିବା ଲାଗି ଥାଇଲ୍ୟାଣ୍ଡର ଏକ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି । PROTECTING NEWBORNS: These babies are wearing tiny face shields made to protect them from the…