Latest Odisha News
Browsing Tag

COVID19

କରୋନା ଆତଙ୍କ: ଦିଲ୍ଲୀ, ମୁମ୍ବାଇରେ ୪ ଡାକ୍ତର, ୨ ନର୍ସ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ୩ଜଣ ଡାକ୍ତର ଏବଂ ମୁମ୍ବାଇରେ ଜଣେ ନର୍ସ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିମଧ୍ୟରୁ ୨ଟି କେସ୍ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ ଏବଂ ଗୋଟିଏ କେସ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲର ହୋଇଥିବା ନେଇ ସୂତ୍ରରୁ…

୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଚତୁର୍ଥ କୋଭିଡ୍‌-୧୯ ରୋଗୀ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ ଯିଏକି ଓଡ଼ିଶାର ଚତୁର୍ଥ ପଜିଟିଭ୍ କରୋନା ସଂକ୍ରମିତ ବ୍ୟକ୍ତିଭାବେ ଚିହ୍ନଟ ହୋଇଛନ୍ତି ସେ ୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । “ଏହି ଚତୁର୍ଥ…

ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଚତୁର୍ଥ ପଜିଟିଭ୍ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରିି ସର୍ମ୍ପକରେ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ତାଙ୍କର କରୋନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହୋଇଥିଲା । Live Press Conference #Covid19 @HFWOdisha…

କୋଭିଡ-୧୯; ୫ଦିନ ପରେ ଘରକୁ ଫେରିଲେ ଡାକ୍ତର, ଜାଣନ୍ତୁ କ’ଣ ଘଟିଲା ତାଙ୍କ ପରିବାର ସହ ?

ଭୋପାଳ: ୫ ଦିନ ପରେ ଘରକୁ ଫେରିଥିଲେ ଡାକ୍ତର ଦେହାରିଆ । ହେଲେ ଘର ଭିତରକୁ ଯିବା ପରିବର୍ତ୍ତେ ବାହାରୁ ହିଁ ହସ୍ପିଟାଲକୁ ଫେରିଯାଇଥିଲେ । ମଧ୍ୟପ୍ରଦେଶ ଭୋପାଳରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚା ସାଉଣ୍ଟିଛି । କରୋନାଭାଇରସ୍ ଆକ୍ରମଣର ଜବାବ ଦେବା ପାଇଁ ସାରା ଦେଶର ଡାକ୍ତରମାନେ ନିଜ ଜୀବନକୁ…

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି । Karnataka: Bengaluru Central Crime Branch (CCB) has seized 12,000 fake N95 masks; further investigation underway…

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । '1,600 foreign tourists in Goa to be airlifted by April 3,4': CM…

କୋଭିଡ-୧୯: ଏଣିକି ସରକାରଙ୍କୁ ପ୍ରତି ଘଣ୍ଟାରେ ସରକାରଙ୍କୁ ସେଲ୍‌ଫି ପଠାଇବେ ନିର୍ଦ୍ଦେଶିତ ସଙ୍ଗରୋଧକାରୀ !

କର୍ଣ୍ଣ।ଟକ: ସରକାର ଯେଉଁ ଲୋକମାନଙ୍କୁ ବାସଗୃହ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଏଣିକି ସେମାନଙ୍କୁ ପ୍ରତି ଘଣ୍ଟାରେ ସେଲଫି ପଠାଇବା ପାଇଁ ନୂତନ ଆଦେଶ ମିଳିଛି । ସାରା ଦେଶରେ କରୋନାଭାଇରସ୍ ମାମଲା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ…

ଜାଣନ୍ତୁ; ଓଡ଼ିଶା ଲାଗି ଆଜିର କରୋନା ଅପଡ଼େଟ୍‌

ଭୁବନେଶ୍ୱର: କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ଓଡ଼ିଶା ସରକାର ପଠାଇଥିବା ୩୭୦ଟିର ଯାଞ୍ଚ ରିପୋର୍ଟ ସୋମବାର ଦିନ ପାଇଛନ୍ତି । ଏଥିରେ ଥିବା ସମସ୍ତ ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି କହିଛନ୍ତି । ଏପର୍ଯ୍ୟନ୍ତ ପୂର୍ବ ପରି…

‘ବାହାରେ ଭିଡ଼ ଡ଼ାକୁଛି ମାତ୍ର ଯାଅ ନାହିଁ’; ଚିତ୍ରରେ ଭାଇ-ଭଉଣୀଙ୍କ କରୋନା ବାର୍ତ୍ତା

ଝାରସୁଗୁଡ଼ା: ଚିତ୍ରରେ କରୋନା ସଚେତନତାର ବାର୍ତ୍ତା ଦେଇଛନ୍ତି ଝାରସୁଗୁଡ଼ା ସହରର ଦୁଇଜଣ ଭାଇ-ଭଉଣୀ । କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଚିତ୍ର ମାଧ୍ୟମରେ କହିଛନ୍ତି ପ୍ରାାଥମିକ ସ୍କୁଲରେ ପଢୁଥିବା ଋଷି ଓ ବୈଷ୍ଣବୀ ଦାସ ।…

ଲକ୍‌-ଡାଉନ୍ ଅପଡେଟ୍‌: ନିଲମ୍ବିତ ହେଲେ ଦୁଇ ଦିଲ୍ଲୀ ଆଇଏଏସ୍ ଅଫିସର !

ନୂଆଦିଲ୍ଲୀ: ରବିବାର ଦୁଇ ବରିଷ୍ଠ ଦିଲ୍ଲୀ ସରକାରୀ ଅଫିସରଙ୍କୁ ନିଲମ୍ବିତ କରିଛି କେନ୍ଦ୍ର ସରକାର । କରୋନା ମହାମାରୀରେ ନିଜ ଦାୟୀତ୍ୱରେ ଅବହେଳା କରିଥିବାରୁ ଅନ୍ୟ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । Initiation of Disciplinary Proceedings against Four…