Latest Odisha News
Browsing Tag

Cricket

ନବୀନ ଦେଖିବେ ବାରବାଟିରେ ଟି -20 କ୍ରିକେଟ, କିଣିଲେ ଟିକେଟ

ଭୁବନେଶ୍ବର: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 12 ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ  ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଟିକେଟ କିଣିଥିବା ଟୁଇଟ କରିଛନ୍ତି ନବୀନ । ଏହାସହ ଏହିମ୍ୟାଚ ଦେଖିବାକୁ…

ଇଣ୍ଡିଆ ଟିମକୁ ଘାଇଲା କରିବେ କି ରାବଡା ?

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ମଇଦାନରେ ହେବ ଲଢ଼େଇ ।  ଦିଲ୍ଲୀର ଅୁରଣ ଜେଟଲି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ  ପୁଣି ଚାଲିକ କ୍ରିକେଟ ଟକ୍କର ।  କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟି -20 ଦଳ ଦକ୍ଷିଣ ଆଫ୍ରିକା ସହ  ଖେଳିବ ପ୍ରଥମ ମ୍ୟାଚ ।  ପାଞ୍ଚ…

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ମ୍ୟାଚ ହେବ

ଲଣ୍ଡନ: କ୍ରିକେଟପ୍ରେମୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏବଂ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ଜଣାପଡିବା ପରେ ୫ମ ଟେଷ୍ଟ ଆୟୋଜନ ନେଇ…

୫୦ ବର୍ଷ ପରେ ଓଭାଲରେ ବିଜୟ ହାସଲ କଲା ଟିମ ଇଣ୍ଡିଆ

ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ…

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

ମାଡ୍ରାସ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୬ ଟେଷ୍ଟ, ୧୪ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥିବା ବିନ୍ନି ତାଙ୍କ ଶେଷ ମ୍ୟାଚ ୨୦୧୬ରେ ଖେଳିଥିଲେ । ବାଂଲାଦେଶ ବିପକ୍ଷରେ ସେ ୨୦୧୪ରେ ସେ ମାତ୍ର ୪…

ପରଲୋକରେ ଇଂଲଣ୍ଡର ମହାନ କ୍ରିକେଟର ଟେଡ ଡେକ୍ସଟର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ମହାନ ଖେଳାଳି ଟେଡ ଡେକ୍ଟଟରଙ୍କୁ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ବୟସ ୮୬ ବର୍ଷ ହୋଇଥିଲା । ଏହି ଅଲରାଉଣ୍ଡରଜଣକ ୧୯୫୮ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ସହ ଓଭରାଲ ୬୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୬୧-୬୨…

ଲର୍ଡ୍ସରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ସନ୍ଦେହ ଉପୁଜିଛି । ୪ର୍ଥ ଦିବସରେ ଆୟୋଜକ ଦଳର କେତେକ ଖେଳାଳି ବଲକୁ ସ୍ପାଇକରେ ଘସୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏ ସମ୍ପର୍କୀତ ଫଟୋ ଶେୟାର ହେବା ପରେ ଏବେ…

ଭାରତ ସମ୍ମୁଖରେ ୨୬୩ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଦଳ ଭାରତ ସମ୍ମୁଖରେ ୨୬୩ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ସ୍ପିନର କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଓ ଦୀପକ ଚହରଙ୍କ ବୋଲିଂର ଉଚିତ ମୁକାବିଲା କରି ନ ପାରି ୫୦…

ଓଡିଶା ସିନିୟର କ୍ରିକେଟ ଟିମର କୋଚ ହେଲେ ୱାସିମ ଜାଫର

ଭୁବନେଶ୍ୱର: ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫରଙ୍କୁ ବୁଧବାର ଓଡିଶା ସିନିୟର ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଆଗାମୀ ୨୦୨୧ରୁ ୨୩ ପର୍ଯ୍ୟନ୍ତ ଘରୋଇ ପ୍ରତିଯୋଗିତାରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ।…

ଦିନିକିଆ କ୍ରିକେଟରେ ଦ୍ରୁତ ୧୪ ଶତକ ହାସଲରେ ଆମଲାଙ୍କ ରେକର୍ଡ ଭାଙ୍ଗିଲେ ବାବର

କରାଚୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଦିନିକିଆ କ୍ରିକେଟରେ ଦ୍ରୁତ ଶତକ ହାସଲ କରିବାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କୁ ପଛରେ ପକାଇ ଦେଇଛନ୍ତି । ଆମଲା ୮୪ ମ୍ୟାଚରେ ୧୪ ଶତକ ହାସଲ କରିଥିବା ବେଳେ ବାବର ୮୧ ମ୍ୟାଚରେ ଏହା ହାସଲ କରି ରେକର୍ଡ ନିଜ ନାମରେ କରିଛନ୍ତି ।…