Latest Odisha News

BREAKING NEWS

Browsing Tag

Dharabahik upnyas

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୬ ଗତିଶୀଳତା  ରହିଛି, ରହିବ। ବୁଝି ପାରିଲେ  ଜୀବନ  ଅତିକ୍ରମ ହୁଏ ସୋପାନ ପରେ ସୋପାନ। ଜଡ ହେଉ ବା ଚେତନ ସବୁଠି ରହୁଛି  ଏକ  ଭିନ୍ନଧରଣର ଆକର୍ଷଣ। ବାଧ୍ୟତାମୂଳକ ଭାବେ ଜାଗା ବଦଳାଇବାକୁ ପଡିଲା।  ସହରର ସବାଶେଷ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୫ ବସ୍ତି ବୋଲି କିଛି ନଥିଲା। ଏଇ ସଞ୍ଜନା ଯାହାକୁ ସଞ୍ଜୁ ଅପା କହୁଚୁ, ସେ ଜରି, ବସ୍ତା, ଟିଣ, ଡାଳ, କାଠ, କାଗଜ, ଜାଲି, ଯାହା ପାଇଲା ସେଥିରେ ଆରମ୍ଭ କରିଥିଲା ଘର।ଆଜି ସେଇଠି  ଠିଆ ହୋଇଚି 'ଗଙ୍ଗା ଯମୁନା' କଲୋନୀ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୪ ଦିନ ଗଣିବନି....। ନିଜକୁ  ଜାହିର କରିବନି...। କେତେ ବର୍ଷ ବିତିବ ଏମିତି? ମନର ପ୍ରଶ୍ନ କାହାକୁ ନପଚାରି କେବଳ ଧନ୍ଦି ହେବ ନିଜେ ? ଇଏ ବି ଜୀବନ! ତିଥିର ସମୟ ଏଇଟା। ସନ୍ଧ୍ୟା ପାଞ୍ଚରୁ  ରାତି ଏଗାର। ହଜିହଜି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୩ ଶୀତଦିନିଆ କାଲୁଆ ପବନକୁ ଖାତିର ନକରି ଆଖୁ ବୋଝେଇ ଶଗଡ ଗାଡି ନେଇ ଯାଉଥିବା ମଙ୍ଗଳୁ, ପରଭା, ଚଇତନ, ପରଶୁ ଇତ୍ୟାଦି ଛୋଟ ଅମୃତାକୁ ଗେଟ୍ ପାଖରେ ଦେଖିଲେ କିଛି ଆଖୁ ଗେଟ ଡିଆଁଇ ଭିତରକୁ ଫିଙ୍ଗି ଦିଅନ୍ତି। ସତେ ଯେମିତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୨  ମୌଖିକ ପରୀକ୍ଷା ଭାରି ମଜାଦାର। ପାଠ ସହ ଟିକିଏ ହସଖୁସି ରହିବା ବାଞ୍ଛନୀୟ। ପଢାବହିରୁ  ସାଧାରଣ ଜ୍ଞାନ ମିଶେଇ ପ୍ରଶ୍ନ ପଚରାଯାଏ।ଓରାଲ ମ । ସବୁ ଉତ୍ତର କ'ଣ ଠିକ୍ ଥାଏ ? କିଛି ଉତ୍ତର  ଅବାନ୍ତର ଥାଏ।ଆଉ କିଛି …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୧ ମାଆ କ'ଣ ଗଛଟିଏ କି ! କେଜାଣି,  ଯେତେ ଯେତେ ଗମ୍ଭୀର ବିପଦ ଆସେ, ସେ ଭାଙ୍ଗି ପଡେ ସେଇ କିଛି  ସମୟ , ପୁଣି  ଉଠେ, କିଛି ନହୋଇଥିବାର ମନନେଇ ଆଗାଏ। ପଲ୍ଲବୀଯାଏ ଥରକୁଥର।  କଞ୍ଚେଇଯାଏ ବାରମ୍ବାର। ତା'ଠାରୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୦ କୁନୁ ମାଉସୀ  ନିଜ ସହ ନିଜେ ସାଲିସକରି ମକବୁଲ୍ ଭାଇକୁ ଡାକିଲା ଦିନେ। ସେ ତ ଦିଦିର କିଣା ଚାକର । ସହଜେ କି ଫୋନ ଉଠେଇବ ନା କଥାହବ। ବହୁତଥର ଚେଷ୍ଟାକଲା ପରେ ଫୋନ ଉଠେଇଲା ସତ, ସଫା ମନାକଲା ପାଖକୁ ଆସିବାକୁ।  ଏମିତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୯ ଛୋଟରାୟ ବାବୁ  କୁନୁମାଉସୀକୁ ଯତ୍ନ ସହକାରେ ହୋଟେଲରେ ରଖି ନିଜଘରକୁ ଗଲେ। ଘରଟିଏ ଖୋଜୁଥିବା ଝିଅର ସ୍ବପ୍ନ ପାଇଁ ଦୁହେଁ ଫେରି ଆସିଥିଲେ ପୁରୁଣା ଜାଗାକୁ । ତାଙ୍କ ଘରେ ବହୁତ ଖୁସି ସମସ୍ତେ। ବାପାଙ୍କୁ ପାଇଲେ ପିଲାଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୮ ସତକୁ ସତ ଆମ ପ୍ରିୟ କୁନୁ ମାଉସୀ ବଦଳିଯାଉଥିଲା ଧିରେ ଧିରେ। ମନ କାହାକୁ ଦେବନି ବୋଲି ଯୋଉ ପ୍ରତିଜ୍ଞା ଥିଲା ସେସବୁ ଉଭେଇ ଯାଉଥିଲା ଛାଆଁକୁ ଛାଆଁ। ମନ ପୁଣି  କ'ଣ ଯେ ....ଶୂନ୍ୟରୁ ମହାଶୂନ୍ୟକୁ  ଉଡାଣ। ପବନକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୭ କିଏ ସିଏ  ? ସବୁ ପ୍ରତିକ୍ରିୟାକୁ ଲୁଚେଇ ଦିଦି କହିଲା। ଭାରି ସୁନ୍ଦର ସେ ନିଜକୁ ଲୁଚେଇପାରେ। : ଚିହ୍ନିନ ତାଙ୍କୁ ଅବିଶ୍ବାସମିଶା ଗଳାରେ ପ୍ରଶ୍ନ। :ନା, ଉତ୍ତର ଫେରେଇଲା ଦିଦି। ଫେରିଗଲେ ସେଇଠୁ ମିସେସ…