ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୬)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୬
ଜଣା ପଡିଗଲା କଥା କହୁ କହୁ ରୁବି ସହିତ। ଏଇ ଯୋଉ ଗ୍ରିଲ ବନ୍ଦ, ଧାଁ ଧପଡ, ସବୁକିଛି। ଗୁପ୍ତ ରଖିଲେ ବି ବହୁତ କିଛି ଜଣାପଡିଯାଏ। ବିନାୟକ ଛୋଟରାୟ ନାମକ ଜଣେ ଦରଦୀ ମଣିଷ ଆସନ୍ତି ଆମ ବସ୍ତିକୁ। ବେଶ ବୟସ୍କ ସେ।…