ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୭)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୭
ଆଉ କି ଡର ମ। ଝିଅ ...ଖିଅ...ମୁଁ ମଲାଙ୍ଗ ନୁହେଁ...। ନିଗିଡିଯାଉଥିଲା ଦରଦସବୁ ଠୋପାଠୋପା ହୋଇ।ଧୋଇଯାଉଥିଲା ସମସ୍ତ ଭଲପାଇବା ..। ତୁଟିଯାଉଥିଲା ଡର... ଖେଳିବ କିଏ ...ଏ ଦେହ ତ ଖେଳନା ନୁହେଁ କି ମନ ବି ନୁହେଁ।…