Latest Odisha News

BREAKING NEWS

Browsing Tag

dharabhik upanyas

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌କୁ ଦେଖିବା ମାତ୍ରେ ରାଗିକି କହିଲା “ତୋର ଏମିତି ଛୁଆଳିଆ ଓ ଅପରିପକ୍ୱ ବ୍ୟବହାର କ'ଣ ପାଇଁ ଶୁଣେ!” । “ପ୍ଲିଜ୍‌, ମୋ' କଥା ଟିକେ ଆଗ ଶୁଣ ବ୍ରୋ! ତମେ ଜାଣ ଗୋଟେ ରକ୍‌ଷ୍ଟାର ହେବା ପାଇଁ ମୋ' ଭିତରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ! ଆମେ ଦେଖିଥିଲେ? ତା\'ହେଲେ ଯାତ୍ରୀଙ୍କୁ ଖଲାସ କରିବାର ପ୍ରକ୍ରିୟା ସେ ସିନେମାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖେଇବାର କାରଣ କ’ଣ?” ସିଡ଼୍ ପଚାରିଲା । “ହଁ, ପ୍ରଥମ କଥା ହେଲ, ଟାଇଟାନିକ୍ ଜାହାଜଟି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପ୍ରକୃତରେ ଜାହାଜରୁ ଯାତ୍ରୀମାନଙ୍କୁ ନିଷ୍କାସନ କରିବାର ବିଭିନ୍ନ ପ୍ରକାର ଦାୟିତ୍ୱ, ଯେମିତିକି ଲାଇଫ୍‌ ବୋଟ୍ ଖୋଲିବା, ରକେଟ୍ ଫୁଟେଇ ପାଖରେ ଥିବା କୌଣସି ଜାହାଜକୁ ନିଜ ସଙ୍କଟ ବିଷୟରେ ସୂଚନା ଦେବା, ଏକ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଆରେ ବୀରା”, ଡାକଟେ ଶୁଣି ବୀରା ବୁଲିପଡ଼ି ଚାହିଁଲାବେଳକୁ ପ୍ୟାଚା୍ ପକେଟ୍ ଭିତରେ ହାତ ପୁରାଇ ଉଦାସ ମୁହଁରେ ରୋହାନ୍‌ ଠିଆ ହୋଇଛି । ‘ଓଃ! ବୀରା କାନ୍ଦିକାନ୍ଦି ବେହାଲ ହୋଇଯାଇଛି କି ନା, ଦେଖିବାକୁ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ଦି’, ସେମାନେ ଖୁବ୍ ମଜାଳିଆ ।” “ହଉ, ଏବେ ଚାଲ୍ ଟିକେଟିକେ ଶୋଇପଡ଼ିବା”, ହାଇ ମାରୁ ମାରୁ ସମୀରା କହିଲା । ଆଉ ବୀରା ବାଥ୍‌ରୁମ୍‌ରୁ ଧୁଆଧୋଇ ହୋଇ ଆସିବା ଭିତରେ ସେ ଶୋଇପଡ଼ି ଘୁଙ୍ଗୁଡ଼ି ମାରୁଥିଲା ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଏଇଟି ଗୋଟେ ଲମ୍ବା କାହାଣୀ”, ବୀରା ଆରମ୍ଭ କଲା, “ଆମେ ଜନ୍ମ ହେବାଠାରୁ ମାନହଟ୍ଟନ୍‌ରେ ବଢ଼ି ଆସିଚୁ । ବାବାଙ୍କ ବଦଳିଯୋଗୁଁ ଭାରତ ଆସିବାକୁ ପଡ଼ିବ, ଜାଣିବା ଯାଏଁ, ଏଇ ସହର ହିଁ ଆମର ସବୁ କିଛି ଥିଲା ।”…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୫)

2କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏମିତି କେତେ ଦିନ, କେତେ ରାତି ତମ ଇଙ୍ଗିତରେ ଭାସିଚାଲିଲା ବେଳେ ହଠାତ୍‌ ଯେଉଁଦିନ ମୁଁ ତୁମ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ସୂଚନା ପାଇଲି, ଭୟ ଓ ଆନନ୍ଦ ଉଭୟ ଅନୁଭବକୁ ଦୁଇ ପାଦରେ ବାନ୍ଧି ତମ ଦ୍ୱାରସ୍ଥ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ବୁଝିଗଲେ । ସେ ରୋହିଣୀ...ନର୍ତ୍ତକୀ ରୋହିଣୀ । ହଠାତ୍ ନୁପୂର ନିକ୍ୱଣ ବନ୍ଦ ହୋଇଗଲା । ରୋହିଣୀ ଚନ୍ଦ୍ରଭାନୁଙ୍କ ଶଯ୍ୟା ନିକଟକୁ ଧୀର ପଦକ୍ଷେପ ନେଇ ଆଗେଇଗଲା । ତା’ର ଅର୍ଦ୍ଧନଗ୍ନ ଶରୀରରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚିନ୍ତାର ଉତ୍ତାଳ ସମୁଦ୍ର ମଧ୍ୟରେ ଚନ୍ଦ୍ରଭାନୁ ନିଜକୁ ଏକ ଭଙ୍ଗା ଜାହାଜ ପରି ମନେ କରୁଥିଲେ । ତାଙ୍କ ମନ ଭିତରର ଅନେକ ଆବେଗ, ଉତ୍ତେଜନା, ସୀମାହୀନ ପରିକଳ୍ପନା, ଅଜସ୍ର ସମ୍ଭାବନାର ମୁହୂର୍ତ୍ତ, ସବୁକିଛି ସାଗରର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଈଶ୍ୱରଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ କେବଳ ବଞ୍ଚି ରହିଲେ । ନିଜର ପରିଚୟ ନିଜେ ଲିଭାଇ ଦଲେ । ସମୟର କଷଟୀରେ ନିକଷିତ ହୋଇ ସେ ହଜାଇଦେଲେ ନିଜର ଅସଲ ଅସ୍ଥିତ୍ୱ । ପଦ୍ମିନୀ ଧରିନେଲା ସେ ଜଣେ ବାସ୍ତୁହରା ମଣିଷ ।…