Latest Odisha News
Browsing Tag

Diwali

କାଳୀପୂଜା ପାଇଁ ଯାଜପୁର ଚଳଚଞ୍ଚଳ

ଯାଜପୁର: ଆଜି ଅଲୋକ ର ପର୍ଵ ଦୀପାବଳି। ଆଜି ଠାରୁ ଯାଜପୁରରେ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ସହରର ୪୫ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଆଜି ବିଳମ୍ବିତ ରାତ୍ରିରେ ମାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ। କୋଭିଡ କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ବେଦମାତା ବେଶରେ ମାଁ ଭଦ୍ରକାଳୀ

ଭଦ୍ରକ : ଆଜି ହେଉଛି ପବିତ୍ର କାଳୀପୂଜା । ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ଆଜି ପ୍ରଥମ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତ ୨ ବର୍ଷ ପରେ ଚଳିତ…

କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର

ଯାଜପୁର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଆଉ ଦୀପାବଳି ଦିନ ଠାରୁ ଆରମ୍ଭ ହୁଏ କାଳୀପୂଜା । ପବିତ୍ର ଦୀପାବଳିକୁ ନେଇ ବେଶ୍‌ ଚଳଚଞ୍ଚଳ ଯାଜପୁର ସହର । ଗତ ୨ ବର୍ଷ ହେବ କଟକଣା ମଧ୍ୟରେ କାଳିପୂଜା ହୋଇନଥିବା ବେଳେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ । ଏଥିପାଇଁ ସହରର ୪୫ ଟି…

ଦୀପାବଳି ଦିନ ରାତି ୮ଟାରୁ ୧୦ଟା ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ରାଜଧାନୀରେ ମେଲିଛି ବାଣ ପସରା । ଦୋକାନରେ ରହିଛି ଭଳିକି ଭଳି ଭେରାଇଟିର ବାଣ । କୁମ୍ପି ହେଉ କି ଚକ୍ରି ଝରଝରି ସବୁ ପ୍ରକାର ବାଣ ବିକ୍ରି ହେଉଛି । ଓଡ଼ିଶାକୁ ବାତ୍ୟା ବିପଦ ଟଳିଥିବା ବେଳେ ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ନଥିବାରୁ ବାଣ ଫୁଟାଇ ଖୁସି ମନାଇବାକୁ ସମସ୍ତେ…

ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ମୃତ, ଦୀପାବଳି ମନାଇବାକୁ ଘରକୁ ଫେରୁଥିଲେ

ଭୋପାଳ: ଦୀପାବଳି ପାଳିବାକୁ ଉତ୍ସାହର ସହ ଘରକୁ ବାହାରିଥିଲେ । କାହା ହାତରେ ମିଠା ପ୍ୟାକେଟ୍ ତ ଆଉ କାହା ବ୍ୟାଗରେ ନୂଆ ପୋଷାକ । ଆଲୋକର ପର୍ବ ଦୀପାବଳି ପାଳିବା ଲାଗି ପାଖାପାଖି ଶହେ ଶ୍ରମିକ ମଧ୍ୟପ୍ରଦେଶର ରେୱାରୁ ଉତ୍ତରପ୍ରଦେଶ ଅଭିମୁଖେ ବସ୍ ଯୋଗେ ବାହାରିଥିଲେ । ହେଲେ ଆଲୋକର ପର୍ବ…

୧ ନମ୍ବର ହାଟରେ ପୋଲିସର ରେଡ୍, ବିପୁଳ ବାଣ ଜବତ

ଭୁବନେଶ୍ୱର: ଆଉ ୪ ଦିନ ପରେ ଦୀପାବଳି । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସୁକ ଥିବାବେଳେ ବଜାରରେ ବାଣର ପସରା ମେଲିଛି । ଏଣେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବାଣ ନିର୍ମାଣ ସହ ବିକ୍ରି କରାଯାଉଛି । ଦିନକ ତଳେ କଟକରେ ବେଆଇନ୍ ବାଣ ନିର୍ମାଣ କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଆଜି…

ଏଥର ଦୀପାବଳିରେ ରାଜଧାନୀର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରୁ କେଉଁଠି କିଣିବେ ବାଣ । ଏନେଇ ଆପଣ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୭ଟି ସ୍ଥାନକୁ ବାଣ ବିକ୍ରି ଲାଗି ଚିହ୍ନଟ କରାଯାଇଛି । ଏଥିପାଇଁ…

ଦୀପାବଳିରୁ ରିଲାଏନ୍ସ JIO ଆରମ୍ଭ କରିବ 5G ସେବା

ମୁମ୍ବାଇ: ଦୀପାବଳିରୁ ଦେଶରେ ଆରମ୍ଭ ହେବ 5G ସେବା । ରିଲାଏନ୍ସର ୪୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା କରିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ପ୍ରଥମେ ଜିଓ 5G ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ମେଟ୍ରୋ ସିଟି ସହ ଅନ୍ୟ ବଡ଼ ସହରରେ ଉପଲବ୍ଧ ହେବ । ଡିସେମ୍ବର ୨୦୨୩…

ଦୀପାବଳୀ ସମ୍ପର୍କରେ ଜ୍ଞାନ ଦେଇ ଟ୍ରୋଲ ହେଲେ କୋହଲି

ଦୁବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବେଳ ଭଲ ନାହିଁ । ଯାହା ବି କିଛି କରୁଛନ୍ତି ତାହା ତାଙ୍କ ସପକ୍ଷରେ ଯାଉନି । ନିକଟରେ ସେ ଦୀପାବଳୀ ନେଇ ପ୍ରଶଂସକଙ୍କୁ ଜ୍ଞାନ ବାଂଟିଥିଲେ । ମାତ୍ର ଏ ନେଇ ପ୍ରଶଂସକମାନେ ବିଗିଡି ଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏପରିକି…