Latest Odisha News

BREAKING NEWS

Browsing Tag

Drone Attack

ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ! ଋଷ ରାଷ୍ଟ୍ରପତି ଭବନ ଉପରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି । ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଋଷ ଅଭିଯୋଗ କରିଛି ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ୍ ଷଡ଼ଯନ୍ତ୍ର କରିଛି । ତେବେ ଆକ୍ରମଣରେ ପୁଟିନଙ୍କ କୌଣସି କ୍ଷତି ହୋଇ ନାହିଁ । ସେ…

ଋଷ ଡ୍ରୋନ୍ ଆକ୍ରମଣରେ ଅଚଳ ୟୁକ୍ରେନର ପାୱାର ଗ୍ରୀଡ଼, ଅନ୍ଧାରରେ ୧୫ ଲକ୍ଷ ଲୋକ

କିଭ୍: ୟୁକ୍ରେନ୍-ଋଷ ମଧ୍ୟରେ ଫେବ୍ରୁଆରୀ ୨୪ରୁ ଚାଲିଥିବା ଯୁଦ୍ଧ ଜାରି ରହିଛି । ପୁଟିନ୍ ତାଙ୍କ ଜିଦରୁ ଓହରୁ ନଥିବା ବେଳେ ବହୁତ କ୍ଷତି ସହିଲାଣି ୟୁକ୍ରେନ୍ । ୟୁକ୍ରେନର ଅନେକ ସହରରେ ଋଷ ସୈନ୍ୟ ଧ୍ୱଂସର ତାଣ୍ଡବ ଲୀଳା ରଚିଛନ୍ତି । ଏବେ ଋଷ କାମିକେଜ୍ ଡ୍ରୋନ୍ ଆକ୍ରମଣ କରିଛି । ଦକ୍ଷିଣ…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଡ୍ରୋନ୍‌ ହମ୍‌ଲା; ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ଏକ ବିସ୍ଫୋରକ ବୋଝେଇ ଡ୍ରୋନ୍ ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦମିଙ୍କ ବାସଭବନ ଉପରେ ହମ୍‌ଲା କରିଥିବା ସୂଚନା ମିଳିଛି। ରବିବାର ସକାଳେ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ତେବେ ଇରାକ ପ୍ରଧାନମନ୍ତ୍ରୀ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଏହାକୁ…

ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଘଟଣା, ଅମିତ ଶାହଙ୍କୁ ଦାୟୀ କଲା ଲାଲ୍ ବାହିନୀ

ମାଲକାନଗିରି: ଛତିଶଗଡ଼ର ବିଜାପୁରରେ ମାଓ ଗତିବିଧି ଲାଗି ରହିଛି । ଗତକାଲି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ଫଟୋ ଓ ଭିଡିଓ ଜାରି କରିବା ସହ ପୋଲିସ୍ ଡ୍ରୋନ ସାହାଯ୍ୟରେ ବୋମା ପକାଇଥିବା ଲାଲ ବାହିନୀ କହିଥିଲା । ଆଜି ସଂଗଠନ ପକ୍ଷରୁ ଡ୍ରୋନର ଫଟୋ ଓ ଭିଡିଓ ଜାରି କରାଯାଇଛି ।…