Latest Odisha News

BREAKING NEWS

Browsing Tag

Elephant

ବରଗଡ ଜିଲ୍ଲା ନୃସିଂହନାଥ ରେଂଜରେ ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ବରଗଡ: ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ । ଆତଙ୍କିତ ହୋଇପଡିଛନ୍ତି ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ନୃସିଂହନାଥ ରେଂଜ ଅଂଚଳ ବାସିନ୍ଦା । ବିଗତ ତିନିଦିନ ଧରି ସ୍ଥାନୀୟ ଅଂଚଳରେ ଦୁଇଦୁଇଟି ହାତୀ ଆତଙ୍କ ଖେଳାଇଥିବା ସୂଚନା ରହିଛି । ବର୍ଷା ଓ ମରୁଡି ଭଳି ଦୁଇଟି ପ୍ରାକୃତିକ…

ସହର ମୁହାଁ ଗଜରାଜ

ମୟୂରଭଞ୍ଜ : ସହର ଆଡକୁ ମାଡି ଆସୁଛନ୍ତି ହାତୀ । ବାରିପଦା ସହରରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭିତ ଅବସ୍ଥାରେ ରହୁଛନ୍ତି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ହାତୀ ଖୁମାଖୁଣ୍ଟ ବ୍ଲକ ଅଧିନ ମହୁଳିଆ ସଂଗ୍ରଖିତ ଜଙ୍ଗଲରୁ ବାରିପଦା ସହର ନହରପଦା…

ହାତୀ ଜାଳିଦେଲା ଘର, ଅଳ୍ପକେ ବର୍ତ୍ତିଲେ ୪ଜଣ

ମୟୁରଭଂଜ: ହାତୀ ପାଇଁ ଧନଜୀବନ ନଷ୍ଟ ହୋଇଥିବା ଖବର ଆପଣ ପଢିଥିବେ କିମ୍ବା ଶୁଣିଥିବେ । ହେଲେ ହାତୀ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଖବର ବୋଧ ହୁଏ କେବେ ଆପଣଙ୍କ ନଜରକୁ ଆସିଥିବ । ପଢି ଆଶ୍ଚର୍ଯ୍ୟ ଲାଗୁଥିବେ ବି ଏହା ସତ । ମୟୁରଭଂଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ତାଜୁବ କଲାଭଳି ଘଟଣା ।…

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ସନ୍ଦେହ, ଚାଲିଛି ତଦନ୍ତ

ଅନୁଗୁଳ: ପୁଣି ଗଡିଲା ଏକ ଦନ୍ତା ହାତୀର ମୁଣ୍ଡ । ଅନୁଗୁଳ ଜିଲ୍ଲାରେ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ସକାଳୁ ତଳଗଡ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ ଆଘାତରେ ଦନ୍ତା…

ହାତୀ ଆକ୍ରମଣରେ ଜଣେ ମହିଳା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ତଳଗଡ଼ ଗାଁର ମମତା ସେଠି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମମତା ଭୋର ବେଳେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ଆମ୍ବ…

ଦେବାଦେବୀଙ୍କ ପାଇଁ ନିୟୋଜିତ, ମାନବ ଦ୍ୱାରା ନିର୍ଯାତିତ

ଭୁବନେଶ୍ୱର: ଲଜ୍ଜାକର ଘଟଣା । ଦେବାଦେବୀଙ୍କ ପାଇଁ ନିୟୋଜିତ । ହେଲେ ମଣିଷଙ୍କ ଦ୍ୱାରା ନିର୍ଯ୍ୟାତିତ । ତାମିଲନାଡୁ ଥେକ୍କାମପଟ୍ଟିରେ ମାଈ ହାତୀ ଜୟମାଲ୍ୟଥାକୁ ଦୁଇଜଣ ମାହୁନ୍ତ ଅତି ନିର୍ମମ ଭାବେ ବାଡିରେ ପ୍ରହାର କରିଥିଲେ । ଜଣେ ପର୍ଯ୍ୟଟକ ଏହି ଭିଡିଓଟିକୁ ଭାଇରାଲ୍ କରିଥିଲାବେଳେ ସମସ୍ତ…

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ, ଭାଙ୍ଗିଲା ପାଚେରୀ

କଟକ: ଓଡ଼ିଶା ହାତୀଙ୍କ ସମସ୍ୟା ସହ ଯୁଦ୍ଧ ଲଢ଼ୁଛି । ଗୋଟିଏ ପଟେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬ ହାତୀଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କଟକ ସହରରେ ହାତୀ ପଶିଛି । ଓଡ଼ିଶାର ପୁରାତନ ବିଶ୍ୱବିଦ୍ୟାଳୟ ରେଭେନ୍ସା କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ ।…

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

ତେଲକୋଇ: କେନ୍ଦୁଝର ତେଲକୋଇ ରେଞ୍ଜ୍ ଜଗମୋହନପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ଜଣେ ବୃଦ୍ଧାଙ୍କୁ ଟାଣି ଆଣି ଦାଣ୍ଡରେ ଏକ ଦନ୍ତା ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଥି ସହ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ…

ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ : ତେଲକୋଇରେ ଥମୁନି ହାତୀ ଉପଦ୍ରବ

ତେଲକୋଇ: ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଓ ଭୟ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ହାତୀ ପଲ ଅଞ୍ଚଳରେ କେତେବେଳେ କାହା ଘର ଭାଙ୍ଗୁଛନ୍ତି ତ ଆଉ…

ହାତୀ ପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ 

ତେଲକୋଇ : ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ଗତ ୪ଦିନ ହେଲା ୨ ଟିକିଆ ହାତୀ ପଲ ତେଲକୋଇ  ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ବିପୁଳ ପରିମାଣର ଚାଷ ନଷ୍ଟ କରୁଛନ୍ତି ହାତୀପଲ । ହାତୀପଲଙ୍କୁ ବନବିଭାଗ ଘଉଡ଼ାଇବା ତ ଦୁରର କଥା , ଗାଁରେ…