Latest Odisha News
Browsing Tag

encounter

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ । ଟ୍ରକରେ ଆସୁଥିବା ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଗୁଳିବିନିମୟ ହୋଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ…

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଖସିଗଲେ ମାଓ ନେତା

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କୀ । ଜମ୍ମୁ କଶ୍ମୀର ବଡଗାମ ଜିଲ୍ଲାର ଚାଦୁରାରେ ଏହି ଏନକାଉଣ୍ଟର ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଜୈସ-ଏ-ମହମ୍ମଦର କମାଣ୍ଡର ଥିବା ସୂଚନା ମିଳିଛି । ଗତକାଲି ରାତିରୁ ଆରମ୍ଭ ହୋଇଥିଲା…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ପାଟଣା: ବିହାର ରାଜ୍ୟରେ ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ସଶସ୍ତ୍ର ସୁରକ୍ଷା ବାହିନୀ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ…

କାଶ୍ମୀରରେ ଏନକାଉଣ୍ଟର, ୮ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ସେନା ଆତଙ୍କବାଦୀ ଗୁଳି ବିନିମୟରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋଫିଆନରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାମ୍ପୋରରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।…

ରାୟଗଡାରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାୟଗଡା: ରାୟଗଡା ଟାଉନ୍ ଅଞ୍ଚଳରେ ପୋଲିସର ଏନକାଉଣ୍ଟରରେ ସୋମବାର ସକାଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଏଚ୍ ଶିବା ବୋଲି ଜଣାପଡିଛି । ଆହତ ଅପରାଧୀର ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ପୋଲିସକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ୪ ଅପରାଧି ଆହତ

ଝାରସୁଗୁଡା: ଝାରସୁଗୁଡା ଅନ୍ତର୍ଗତ ବ୍ରଜରାଜନଗର ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ଅପରାଧୀଙ୍କ ମଧ୍ୟରେ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂହ ଓ ରଫିକ୍ ଅନସାରୀ ରହିଛନ୍ତି । ଆହତ…

ଗଞ୍ଜାମରେ ଏନକାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ପାଣ୍ଡିଆ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି। କୁଖ୍ୟାତ ଅପରାଧି ଜଣକ ଟିଙ୍ଗିରି ଦୋରା ବୋଲି ଜଣାପଡ଼ିଛି । ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ ଆଖିବୁଜା ଗୁଳିଚାଳନା…

ଜମ୍ମୁ ଓ କାଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟରେ ଜମ୍ମୁ ଓ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ୍ ସେବାକୁ ସକ୍ରିୟ କରାଯିବା ପରେ ଏହା ପ୍ରଥମ ଘଟଣା ବୋଲି ସୁତ୍ରରୁ…

ଆକ୍ସନ ମୁଡରେ ପୋଲିସ, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟରେ ସୋମବାର ସକାଳୁ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଉକ୍ତ ଅପରାଧୀଙ୍କ ନାମ ମୁନା ଦେହୁରୀ ବୋଲି ଜଣାପଡିଛି । ଆହତ ଅପରାଧୀର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତା’କୁ ଚିକିତ୍ସା ନିମନ୍ତେ…