Latest Odisha News
Browsing Tag

encounter

କେନ୍ଦ୍ରାପଡା: ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଅନ୍ତର୍ଗତ କଳାପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀଙ୍କ ନାମ ଅନନ୍ତ ପ୍ରସାଦ ଜେନା ଏବଂ ପ୍ରଭାତ କୁମାର ନାୟକ ବୋଲି ଜଣାପଡିଛି। ତା’…

କେନ୍ଦ୍ରାପଡା: ପୋଲିସ ଗୁଳିରେ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ହୃଷିକେଶ ମଲ୍ଲିକ ବୋଲି ଜଣାପଡିଛି । ତା’ ନିକଟରୁ ଗୋଟିଏ ନକଲି ବନ୍ଧୁକ, ୩ଟି ଧାରୁଆ ଅସ୍ତ୍ର ଓ ଗୋଟିଏ ବାଇକ ଜବତ…

ଗଞ୍ଜାମରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନ ପୂର୍ବରୁ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ସୁଶାନ୍ତ ବେହେରା ଆହତ ହୋଇଥିବା ବେଳେ ରବିବାର ଦିନ ଅନ୍ୟଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍ ଧରିବାରେ ସଫଳ ହୋଇଛି । ଆହତ ଅପରାଧୀ ଜଣକ ପ୍ରମୋଦ ବାରିକ (୨୯) ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ବ୍ରହ୍ମପୁର/ଝାରସୁଗୁଡା: ଗଞ୍ଜାମ ଓ ଝାରସୁଗୁଡା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶନିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ବ୍ରହ୍ମପୁର ସହରର ଗୋଷାଁଣୀନୂଆଗାଁ ଅଞ୍ଚଳରେ ଥିବା ଜୟଶ୍ରୀ କେମିକାଲ୍ ରୋଡରେ । ଏହି ରୋଡରେ କୋକେ ଓ…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା ଠାରେ ସୁରକ୍ଷାବଳଙ୍କ ଗୁଳିରେ ଶନିବାର ଦିନ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡାର କୁଟ୍ରିମା ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଛପି ରହିଥିବା ଖବର ପାଇ ଯବାନମାନେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ।…

ଗ୍ୟାଙ୍ଗଷ୍ଟର୍ ଟିଟୋର ଦୁର୍ଦ୍ଦାନ୍ତ ସହଯୋଗୀ ପୋଲିସ୍ ଏନକାଉଣ୍ଟରରେ ଆହତ

କଟକ: କଟକ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର୍ ଟିଟୋର ସହଯୋଗୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ନାମ ବୁଧିଆ ଦାସ ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ପିସ୍ତଲ୍ ଓ ୨ଟି ଗୁଳି ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।…

ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ପୋଲିସ ଏନକାଉଣ୍ଟର, ୩ ଅପରାଧି ଆହତ

ପୁରୀ/ସମ୍ବଲପୁର: ରାଜ୍ୟର ପୁରୀ ଓ ସମ୍ବଲପୁର ଜିଲ୍ଲାରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ପୁରୀରେ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାରେ ପୋଲିସ ଓ ଅପରାଧିଙ୍କ ମଧରେ ଗୁଳି ବିନିମୟ ଘଟିଥିଲା ।…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର/ଖୋର୍ଦ୍ଧା: ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଗୁରୁବାର ସକାଳେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ସୁଶାନ୍ତ ମାଝି ଓ ଜାମସେଦ୍ ଖାନ୍ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଡକାୟତି ଉଦେ୍ଧଶ୍ୟରେ ନୟାଗଡରୁ…

ସମ୍ବଲପୁରରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୋମବାର ଦିନ ପୋଲିସର ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀର ନାମ ମୁସିମ୍ ଅଖତର୍ ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ବୁଲେଟ୍ ଓ ଗୋଟିଏ ୯ ଏମଏମର ପିସ୍ତଲ୍ ଓ ୪ ହଜାର ଟଙ୍କା ଜବତ କରିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।…

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର୍: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡା- ଗଣ୍ଡାଖିଆ ନିକଟରେ ଆଜି ରବିବାର ସକାଳେ ପୋଲସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି । କୁଖ୍ୟାତ ଅପରାଧି ଜଣକ ସେକ୍ ମହତାବ ବୋଲି ଜଣାପଡ଼ିଛି । ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ…