ସ୍ନେହଲତାର ଶେଷ ଚିଠି
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ସ୍ନେହଲତା ସାମନ୍ତରାୟ। ନାଁଟା ହିଁ ଯଥେଷ୍ଟ ବ୍ୟକ୍ତିତ୍ୱକୁ ପରିଚିତ କରାଇବା ପାଇଁ। ହଁ.. ସ୍ନେହଲତା ପ୍ରକୃତରେ ଜୀବନତମାମ ନିଜ ନାଁକୁ ଚରିତାର୍ଥ କରି ଆସିଛି। ବାଟରେ ଚାଲିଯାଉଥିବା ମଣିଷର ପେଟକଥା ଜାଣିପାରେ ସେ। ସେଥିପାଇଁ କୌଣସି…