Latest Odisha News
Browsing Tag

Finance Minister Nirmala Sitharaman

ନିର୍ମଳାଙ୍କ ବଜେଟରେ ବିକଶିତ ହେବ ଲାକ୍ଷାଦ୍ଵୀପ  

ନୂଆଦିଲ୍ଲୀ:କିଛି ଦିନ ହେବ ଚାଲିଥିବା ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା କାହାକୁ ଅଛପା ନାହିଁ। ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ଭାରତ ଓ ମାଲଦ୍ୱୀପ ମଧ୍ୟରେ ଥିବା ଲାକ୍ଷାଦ୍ଵୀପକୁ କିପରି ଆହୁରି ବିକାଶ କରିହେବ ସେ…

ନିର୍ମଳାଙ୍କ ପୋଷ୍ଟ ବଜେଟ ଆଲୋଚନା: ୫୦ ବର୍ଷ ବିନା ସୁଧରେ ଋଣ ପାଇବେ ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।   ଭୁବନେଶ୍ୱ ଗସ୍ତରେ ବଜେଟ ଉପରେ ଆଲୋଚନା କରିଛନ୍ତି । ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେଇ ନିର୍ମଳା କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ…

କେନ୍ଦ୍ର ବଜେଟ: କାହାର ଥିଲା ସବୁଠାରୁ ଲମ୍ବା, କାହାର ଛୋଟ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । କେବଳ ଭାରତ ନୁହେଁ, ସାରା ଦେଶର ଦୃଷ୍ଟି ଥିଲା ଏହି ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଥିଲା  ସବୁଠାରୁ ଲମ୍ବା ବଜେଟ ଭାଷଣ । ଆଜି ସୁଦ୍ଧା କୌଣସି ବଜେଟ ଏତେ ଲମ୍ବା ନ ହୋଇ…

ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ । ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ନୂଆ ସୁଧହାର ପରିବର୍ତ୍ତେ ପୁରୁଣା ସୁଧହାର ଲାଗୁ ହେବ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସ୍ୱଳ୍ପ…